7 ମାସ ଗର୍ଭବତୀ ଥାଇ ମଧ୍ୟ ଅଭିନେତ୍ରୀ Jhilik Bhattacharya କରିଲେ କିଛି ଏମିତି କାମ, ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ଆପଣ ମାନେ ଅଭିନେତ୍ରୀ ଝିଲିକ ଙ୍କୁ ଟିଭି ପରଦାରେ ନିଶ୍ଚିତ ଭାବରେ ଦେଖିଥିବେ । ସେ ନିଜର ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟରେ ରାଜ କରି ଆସିଛନ୍ତି । କଲିକତା ରୁ ଆସିଥିବା ଏହି ବଙ୍ଗୀୟ ନାୟିକା ଓଡିଶା ରେ ଆସି ଓଡିଆ ଫିଲ୍ମ ଜଗତରେ ଖୁବ କମ ସମୟ ମଧ୍ୟରେ ନିଜର କମାଲ ଦେଖେଇଛନ୍ତି । ପ୍ରସିଦ୍ଧ ଅଭିନେତା ବାବୁଷାନ ହୁଅନ୍ତୁ କି ଅନୁଭବ ମହାନ୍ତି, ଝିଲିକ ପ୍ରତ୍ୟକ କଳାକାର ଙ୍କ ସହିତ ଅଭିନୟ କରି ନିଜର ୧୦୦ ପ୍ରତିଶତ ଦେଇଥାନ୍ତି ।

ବହୁ କମ ସମୟ ମଧ୍ୟରେ ଝିଲିକ ନିଜ ଫ୍ୟାନ୍ସ ମାନଙ୍କୁ ତାଙ୍କ ଦିୱାନା ବନାଇ ଦେଇଥିଲେ । ଏହା ପରେ କିଛି ଦିନ ପରେ ଝିଲିକ ନେତା ପ୍ରୀତିରଞ୍ଜନା ଘଡାଇ କୁ ବିବାହ କରିଥିଲେ । ବିବାହ ପରେ ସେ ନିଜ ପରିବାର ସହିତ ବେସ ଆନନ୍ଦ ରେ ସମୟ ଅତିବାହିତ କରି ଆସିଛନ୍ତି । ଜଣେ ଓଡିଆ ବୋଧୂ ସାଜି ସେ ଶାଶୁଘର ଲୋକ ଙ୍କୁ ବହୁତ ମାନ୍ୟତା ଦେବା ସହିତ ବହୁତ ସ୍ନେହ ଶ୍ରଦ୍ଧା ର ସହିତ ସମସ୍ତ କର୍ତବ୍ୟ କରି ଆସିଛନ୍ତି ।

ତେବେ ବର୍ତ୍ତମାନ ଝିଲିକ ଙ୍କ ପାଇଁ ବହୁତ ଖୁସି ର ଦିନ କାରଣ ଝିଲିକ ବର୍ତ୍ତମାନ ୭ ମାସର ଗର୍ଭବତୀ ଅଛନ୍ତି । ମାତ୍ର କାଥରେ ଅଛି ଯେ “କର୍ମ ହିଁ ଜୀବନ” । ତେବେ ଏହାକୁ ସଂପୂର୍ଣ୍ଣ ଭାବରେ ପ୍ରମାଣିତ କରିଛନ୍ତି ଅଭିନେତ୍ରୀ ଝିଲିକ । ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଗର୍ଭବତୀ ହେବା ପରେ ମଧ୍ୟ ସେ ସୁ-ଟି-ଙ୍ଗ ସେଟ କୁ ଆସୁଛନ୍ତି ।

ଏହା ସହିତ ସେ ତାଙ୍କ ଫିଲ୍ମ କୁ ମଧ୍ୟ ସୁ-ଟି-ଙ୍ଗ କରୁଛନ୍ତି । ଝିଲିକ “ରୁଦ୍ରାଣୀ” ଫିଲ୍ମ ର ସୁ-ଟି-ଙ୍ଗ ରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ମାତ୍ର ଝିଲିକ ଯେଉଁ ସମୟରେ ବିଶ୍ରାମ ନେବା କଥା ସେହି ସମୟରେ ସେ ଫିଲ୍ମ କୁ ଏତେ ଗୁରୁତ୍ଵପୂର୍ଣ୍ଣ ଦେଉଛନ୍ତି । ଏହାକୁ ଦେଖି ଦର୍ଶକ ତଥା ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଝିଲିକ ଙ୍କ ତାରିଫ ମଧ୍ୟ ସମସ୍ତେ କରି ତାଙ୍କୁ ଶୁଭକାମନା ଜଣାଉଛନ୍ତି ।

ତେବେ ଅଭିନେତ୍ରୀ ଝିଲିକ ସବୁବେଳେ ଚର୍ଚ୍ଚା ରେ ରହିଆସିଛନ୍ତି । ବହୁ ଦିନ ପରେ ଝିଲିକ ଗୋଟିଏ ଜବରଦସ୍ତ ଫିଲ୍ମ ଦେବାକୁ ଯାଉଛନ୍ତି । ସେହି ଫିଲ୍ମ ର ନାମ ହେଉଛି “ରୁଦ୍ରାଣୀ” । ଏହି ଫିଲ୍ମ ରେ ଝିଲିକ ଙ୍କ ନୂଆ ଅନ୍ଦାଜ ଆପଣ ଦେଖିବାକୁ ପାଇ ପାରିବେ । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ କିଭଳି ଲାଗନ୍ତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *