ପତ୍ନୀ ବିଦ୍ୟାଭାରତୀଙ୍କ ପ୍ରତି ଏତେ ଭଲପାଇବା ତାଙ୍କୁ କଣ ଦେଲା ? କବିତା ମାଧ୍ୟମରେ ସୌମ୍ୟଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛନ୍ତି ଏହି କୁନି ବାଳକ, ଦେଖନ୍ତୁ Video

ବନ୍ଧୁଗଣ, ACF ସୌମ୍ୟ ଙ୍କ ମୃ-ତ୍ୟୁ କୁ ପ୍ରାଏ ୧ ମାସ ରୁ ଅଧିକ ସମୟ ବୀତି ସାରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ଅଥବା ତାଙ୍କ ପରିବାରକୁ ନ୍ୟାୟ ମିଳି ପାରିନାହିଁ । ଏଭଳି ପରିସ୍ଥିତି ରେ ଏକ କୁନି ପିଲା ସୌମ୍ୟଙ୍କ ମୃତ୍ୟୁ ରେ ମ-ର୍ମ-ହା-ତ ହୋଇ କବିତା ଲେଖିଛନ୍ତି । କୁନି ପିଲା ଜଣକ କବିତା ମାଧ୍ୟମରେ କହିଛନ୍ତି,- କାହିଁକି କେଜାଣି ପଜେଟିଭ ଲୋକ ମାନଙ୍କୁ ନେଗେଟିଭ ଲୋକମାନେ ସବୁବେଳେ ଘୃଣା କରିଥାନ୍ତି । ପଜେଟିଭ ଲୋକଙ୍କୁ ନେଗେଟିଭ ଲୋକ ମାନେ ଅସମସୟରେ ମଧ୍ୟ ହ-ତ୍ୟା କରିଦେଇଥାନ୍ତି ।

ଆମର ଗୁରୁଜନ ତଥା ବାପା ମା’ ଆମ୍ଭକୁ ସବୁବେଳେ କହିଥାନ୍ତି Always think positive and do positive । ମୁଁ କହୁଛି ACF ସୌମ୍ୟରଞ୍ଜନ ଙ୍କ କଥା । ବର୍ତ୍ତମାନ ସୁଦ୍ଧା ଆମ୍ଭ ପାଖରେ ଯାହା ସୂଚନା ଅଛି ସେଥିରୁ ଜଣା ପଡୁଛି ସୌମ୍ୟ ରଞ୍ଜନ ନିଜ ପତ୍ନୀ ବିଦ୍ୟା ଭାରତୀ ଙ୍କୁ ବହୁତ ଭଲ ପାଇଛନ୍ତି । କିନ୍ତୁ ସେ ଭଲ ପାଇବା ସୌମ୍ୟ ରଞ୍ଜନ ଙ୍କୁ କଣ ଦେଇଛି ? ବିଦ୍ୟା ଭାରତୀ ତାଙ୍କ ସ୍ଵାମୀ ଙ୍କ ମୃ-ତ୍ୟୁ ର କାରଣ ବୋଲି ଆମ୍ଭ ସମାଜ ସ-ନ୍ଦେ-ହ କରୁଅଛି ।

ମାତ୍ର ହ-ତ୍ୟା-କା-ରୀ ଯିଏ ମଧ୍ୟ ହୋଇଥାଉ ପୁଅ ତ ଯାଇଛି ଅଫେରା ରାଇଜକୁ ଆଉ ଫେରିବନି ମା’ କୋଳକୁ । ଏତେ ଦିନ ବୀତି ଗଲା ପରେ ମଧ୍ୟ ପ୍ରକୃତ ହ-ତ୍ୟା-କା-ରୀ କିଏ ଏ ଯାଏଁ ଖୋଲିନି ଗୁମର । ପୁଅର ହ-ତ୍ୟା-କା-ରୀ ଙ୍କୁ ଉଚିତ ଦ-ଣ୍ଡ ମିଳୁ । ଏଥିପାଇଁ ସରକାର ତଥା ପ୍ରଶାସନ ଙ୍କ ପାଖରେ ସୌମ୍ୟ ରଞ୍ଜନ ଙ୍କ ପରିବାର ଙ୍କୁ କରୁଛନ୍ତି ଗୁହାରି । ଦୀର୍ଘ ୩୫ ଦିନରୁ ଉର୍ଦ୍ଧ ହୋଇଗଲାଣି ମାତ୍ର ଏ ପର୍ଯ୍ୟନ୍ତ ମୃ-ତ୍ୟୁ ର ରହସ୍ୟ ଖୋଲାଯାଇପାରି ନାହିଁ ।

ପୋଲିସ ଠାରୁ କ୍ରା-ଇ-ମ-ବ୍ରା-ଞ୍ଚ ଦାଇତ୍ଵ ନେଲାଣି ଇନ୍ସପେକ୍ଟର, ଏସପି, ଆମ୍ବୁଲାନ୍ସ ଡ୍ରାଇଭର ଠାରୁ ଆରମ୍ଭ କରି ଡାକ୍ତର ଏବଂ କଲେକ୍ଟର ଙ୍କ ଠାରୁ ସ-ନ୍ଦେ-ହ କରି ଜେ-ରା କରାଯାଇ ସାରିଲାଣି । ବର୍ତ୍ତମାନ ମାନଙ୍କୁ ଆସୁଛି ମୋର ଅନେକ ପ୍ରଶ୍ନ ? ଯେମିତି ପରିର ହ-ତ୍ୟା-କା-ରୀ ଙ୍କୁ ଧରିବାରେ ମାସ ମାସ ବିତିଯାଇଥିଲା, ଯାହାକୁ ଧରିଲେ ତାକୁ ଜନତା ଗ୍ରହଣ କରି ପାରିଲେ ନାହିଁ । ସରକାର ହୋଇ ପାରିଲେ ନାହିଁ ବିଶ୍ଵାସ ଭାଜନ ।

ସେମିତି ସୌମ୍ୟ ରଞ୍ଜନ ଙ୍କ ସହିତ ନହେଉ । ହ-ତ୍ୟା ରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଙ୍କୁ ଉଚିତ ଦଣ୍ଡ ଦିଆଯାଉ । ସରକାର ଏବଂ ପ୍ରଶାସନ ଉପରେ ଲୋକଙ୍କର ବିଶ୍ଵାସ ରହୁ । “ବନ୍ଦେ ମାତରମ” । ବନ୍ଧୁଗଣ କୁନି ପିଲାଟି ଏହିଭଳି କବିତା ଭାବରେ ଉଚିତ ନ୍ୟାୟ ର ଆଶା କରିଛନ୍ତି । ସାରା ଓଡିଶା ବାସୀ ମଧ୍ୟ ସରକାର ଙ୍କ ଠାରୁ ନ୍ୟାୟ ଅପେକ୍ଷାରେ ଚାହିଁ ରହିଛି । ଦେଖାଯାଉ ସୌମ୍ୟ ଙ୍କୁ ନ୍ୟାୟ କେବେ ମିଳୁଛି । ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *