କାହିଁକି ଓଡିଶାରେ ଘଟୁଛି ବାରମ୍ବାର ଏଭଳି ଘଟଣା, ତେବେ କହୁଛି ମାଳିକା ସରିଆସୁଛି ଏ କଳି ଯୁଗ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  କାହିଁକି ଓଡିଶାରେ ଦେଖାଯାଉଛି ବାରମ୍ବାର ଏଭଳି ଘଟଣା , କହୁଛି ମାଳିକା ସରିଆସୁଛି ଏ କଳି ଯୁଗ । ହଁ ଦର୍ଶକବନ୍ଧୁ 600 ଶହ ବର୍ଷର କଥା ଆଜି ସତ ହେଉଛି । ଏବେ ଧୀରେ ଧୀରେ ସତ ହେବାକୁ ଯାଉଛି ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ କଥା । ବହୁ ବର୍ଷ ପୂର୍ବେ ଲେଖିଥିଲେ ମହାପୁରୁଷ ଆଜି ଗୋଟି ଗୋଟି କରି ସବୁ ସତ ହେଉଛି ।

ଆପଣମାନେ ଏହାକୁ ବିଶ୍ଵାସ କରିପାରୁନଥିବେ କିନ୍ତୁ ଥରେ ଚିନ୍ତା କରନ୍ତୁ ମହାପୁରୁଷ ମାଳିକାରେ ଲେଖିଥିଲେ କି କଳିଯୁଗ ଶେଷ ହେଇଆସୁଥିବା ବେଳେ ଘରେ ଘରେ ସାପ ପଶିବ । ଦିଲ୍ଲୀରେ ଯମୁନା ନଦୀ ବଢିବା ଫଳରେ ବିଷାକ୍ତ ସାପ ଗୁଡାକ ଘରେ ପଶୁଛନ୍ତି । ଏବେ କବାଟ ଖୋଲିଲା ମାତ୍ରକେ ସାପ ଗୁଡାକ ଦାଣ୍ଡରେ ଖେଳୁଛନ୍ତି ।

ମହାପୁରୁଷ ଛଅ ଶହ ବର୍ଷ ତଳେ ତାଳପତ୍ରରେ ଲେଖିଥିଲେ କି ସାପମାନେ ଫଣା ଟେକିବେ ଓ ଦାଣ୍ଡରେ ଖେଳିବେ କି ଅନ୍ୟଥା ନହିବ କାରଣ ଆସିଲାଣି କଳି କାଳ । ମାଳିକାର କଥା ତେବେ ହିଁ ସତ ହୋଇଗଲା ଯେବେ ସାପ ଗୁଡାକ ଦିଲ୍ଲୀର ଏକ ଘରେ ପଶିଲେ ଓ ରାସ୍ତାରେ ଖେଳିଲେ । ଏହାଛଡା ଆଉ ଏକ କଥା କହିଛି ମାଳିକା ଯଥା କଳିଯୁଗରେ ଠକଭଣ୍ଡାମାନେ ଧରାପଡିବେ ଏବଂ ଅନେକ ଧନର ଭଣ୍ଡାର ମିଳିବ କିନ୍ତୁ ତାହା କୋଣସି କାମରେ ପ୍ରୟୋଜନ ହୋଇପାରିବ ନାହିଁ ।

ଓଡିଶାରେ 6 ଜିଲ୍ଲା ଜଳମଗ୍ନ ହୋଇଯିବ କେହି ମଧ୍ୟ ବାଟ ପାଇବ ନାହିଁ। ସେହି ଛଅ ଜିଲ୍ଲା ହେଉଛି ବାଲେଶ୍ଵର , କେନ୍ଦ୍ରାପଡା ,ଜଗସିଂହପୁର ,କଟକ , ପୁରୀ ଓ ଯାଜପୁର । ଆପଣ କାଲିର କଥା ଚିନ୍ତା କରନ୍ତୁ ବାଲେଶ୍ଵରରେ ବାହାନଗା ଭଳି ଦୁର୍ଘଟଣା ହେଉ ହେଉ ବଞ୍ଚିଯାଇଥିଲା । ଅପର ପକ୍ଷ ବର୍ଷା ହେତୁ ତଳିଆ ଅଞ୍ଚଳ ପ୍ରଭାବିତ  ହେବା ଆରମ୍ଭ ହୋଇସାରିଲାନି । ଏହାର ପ୍ରଥମ ଝଲକ ସମ୍ବଲପୁରରେ ଦେଖିବାକୁ ମିଳିଥିଲା ।

ଗତକାଲି ଯାଜପୁରରେ ବସଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା କିନ୍ତୁ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବାବେଳେ 10 ଜଣ ଆହତ ହୋଇଛନ୍ତି । ତେବେ କଣ ମାଳିକା ବଚନ ଗୋଟି ଗୋଟି କରି ସତ ହେବାକୁ ଲାଗୁଛି । ଏହି ଖବରକୁ  ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *