ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଅଡିଓ କଲ୍ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଅଡିଓ କଲ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଅଡିଓ କଲ୍ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଅଡିଓ କଲ୍ ବିଷୟରେ ।
ବନ୍ଧୁଗଣ ଏହି ଅଡିଓ କଲ୍ ରେ ଜଣେ ଯୁବକ ଭୟଙ୍କର ହିନ୍ଦୀ କହୁଛନ୍ତି । କଲ୍ ସେଣ୍ଟରରୁ ଯୁବକଙ୍କୁ ଏକ ଫୋନ କଲ୍ ଆସିଥିଲା ଓ ସେହି କଲ୍ ରେ ଜଣେ ଯୁବତୀ ତାଙ୍କ ସହ କଥା ହେଉଛନ୍ତି । ଯୁବତୀ ଜଣକ ଯୁବକଙ୍କୁ କମ୍ପାନୀ ଆସି ତାଙ୍କ ଗାଡି ନେବାକୁ କହୁଛନ୍ତି । ହେଲେ ବନ୍ଧୁଗଣ ସେହି ସମୟରେ ଯୁବକ ଜଣକ ପ୍ରଥମେ ହିନ୍ଦୀ କହିବା ପାଇଁ ଚେଷ୍ଟା କରୁଛନ୍ତି ।
https://www.youtube.com/watch?v=O7OfAhiWGxw
ଠିକ ଭାବରେ ହିନ୍ଦୀ କହି ନପାରିବାରୁ ଯୁବକ ଓଡିଆରେ କଥା ହେବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ଯୁବତୀ ଓଡିଆ ବୁଝି ନପାରିବାରୁ ଯୁବକ ଅଧା ଓଡିଆ ଓ ଅଧା ହିନ୍ଦୀରେ କଥା ବାର୍ତ୍ତା ହେଉଛନ୍ତି । ଯୁବକଙ୍କ ହିନ୍ଦୀ ଶୁଣିଲେ ଆପଣ ମାନେ ନିଜ ହସ ରୋକି ପାରିବେ ନାହିଁ । ଏହି ଅଡିଓ କଲ୍ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଅଡିଓ କଲ୍ ଉପରେ ଅନେକ ଲୋକ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅନେକ ଲୋକ ଏହି ଯୁବକଙ୍କ ପରିଚୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ହେଲେ ଯୁବକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୁବକଙ୍କ ହିନ୍ଦୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

