ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶିଶୁର ଶବକୁ କୁମ୍ଭୀର ବୋହି ନେଇ ଆସିଲା । ତେବେ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ହେଉଛି ଏକ ସତ୍ୟ ଘଟଣା । ଯାହାର କି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଏକ ପିଲାଟି ପାଣିରେ ବୁଡି ଜୀବନ ତ୍ୟାଗ କରିଥିଲା । ତେବେ ପିଲାଟିକୁ ଖୋଜି ଖୋଜି ପାଣିରେ ଉଦ୍ଧାର ଟିମ ବିଫଳ ମଧ୍ୟ ହୋଇଥିଲେ ।

ତେବେ ସୂଚନା ଅନୁଯାଇ ଏହି ଘଟଣାଟି ହେଉଛି । ଇଣ୍ଡୋନେସିଆ ସ୍ଥିତ ଏକ ନଦୀର । ତେବେ ଯେଉଁ ନଦୀଟି କୁମ୍ଭୀରରେ ପରିପୂର୍ଣ୍ଣ ହୋଇ ରହିଥାଏ । ତେବେ ଗାଧୋଇବା ସମୟରେ ପିଲାଟି ପାଣିରେ ବୁଡି ଯାଇଥିଲା । ତେବେ ଇଣ୍ଡୋନେସିଆ ସ୍ଥିତ ଏହି ନଦୀରେ କିଛି ତଳେ ଯେତେବେଳେ ପିଲାଟି ବୁଡି ଯାଇଥିଲା । ସେତେବେଳେ ନଦୀରେ କୁମ୍ଭୀର ଭର୍ତ୍ତି ହୋଇ ରହିଥିବାରୁ ପିଲାଟିର ଶବ ଖୋଜି ଉଦ୍ଧାର ଟିମ ଯେତେବେଳେ ବିଫଳ ହୋଇଥିଲା ।
ତେବେ ବର୍ତ୍ତମାନର ସୂଚନା ଅନୁସାରେ ସେହି ପାଣିରେ ବୁଡି ଯାଇଥିବା ପିଲାଟିର ଶବକୁ ଗୋଟିଏ କୁମ୍ଭୀର ନିଜ ପିଠିରେ ବୋହି ବୋହି ନେଇଯିବାର ସମୟର ଦୃଶ୍ୟକୁ ଭାରତୀୟ ବନ ସେବା ବିଭାଗର ସୁଶାନ୍ତ ନନ୍ଦଙ୍କ ଦ୍ଵାରା କ୍ୟାମେରାରେ କଏଦ କରି ରଖିଥିଲେ । ତେବେ ଖାଲି ସେତିକି କଥା ଏଠାରେ ସରିନାହିଁ । ତେବେ କୁମ୍ଭୀରଟି ପିଲାଟିକୁ ନିଜ ପିଠିରେ ବୋହି ବୋହି ନଦୀରେ ପହଁରି ପହଁରି ଡଙ୍ଗାରେ ଥିବା ଯାତ୍ରୀଙ୍କୁ ମଧ୍ୟ ହସ୍ତାନ୍ତର କରୁଛି ।
ତେବେ ଉଦ୍ଧାରକାରୀ ଟିମ ଯେତେବେଳେ ପାଣିରେ ପିଲାଟିକୁ ଖୋଜି ଖୋଜି ନପାଇ ଯିବାକୁ ବାହାରିଥିଲେ । ସେତେବେଳେ କୁମ୍ଭୀରଟି ଉଦ୍ଧାରକାରୀ ଟିମ ପାଖକୁ ନିଜ ପିଠିରେ ସେହି ମୃ-ତ ପିଲାଟିକୁ ବୋହିକି ନେଇ ଆସିଥିଲା । ତାପରେ କାହାର କିଛି କ୍ଷତି ନକରି ଅତି ନମ୍ର ସହକାରେ ଡଙ୍ଗା ପାଖରେ ରହିଥିଲା । ତାପରେ କୁମ୍ଭୀର ପିଠିରୁ ଯେତେବେଳେ ଉଦ୍ଧାରକାରୀ ଟିମର ଜଣେ ଲୋକ ପିଲାଟିକୁ କୁମ୍ଭୀର ପିଠିରୁ ନେଇ ଆସିଲା ।

ସେତେବେଳେ ସେହି କୁମ୍ଭୀରଟି ତାପରେ ପୁଣି ଥରେ ନଦୀ ମଝିକୁ ପଳାଇଯାଇଥିଲା । ତାପରେ ଏଠାରେ ଜଣେ ହିଂସ୍ର ପ୍ରାଣୀ କୁମ୍ଭୀରର ଏପରି ଦୟାଶୀଳ ମନୋଭାବ ଦେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରିବା ସହ କୁମ୍ଭୀରର ଏହି କାର୍ଯ୍ୟ କଥା ଜାଣି କେମିତି ଲାଗିଲା କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

