ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସାଧାରଣତଃ ଲୋକମାନେ ସୋସିଆଲ ମିଡିଆ ଦ୍ଵାରା ଦେଶ ବିଦେଶର ଅନେକ ଘଟଣା ଓ ଖବର ବିଷୟରେ ଜାଣି ପାରୁଛନ୍ତି ।
ସୋସିଆଲ ମିଡିଆରେ ଏପରି ସବୁ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଚର୍ଚିତ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
୧. ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ଆମ୍ବୁଲାନ୍ସ ଡ୍ରାଇଭର ଏକ ବରଯାତ୍ରୀରେ ନାଚୁ ଥିବାର ନଜର ଆସୁଛି । ଡ୍ରାଇଭର ଜଣକ ଏକ ଧଳା ରଙ୍ଗର କରୋନା କିଟ୍ ପିନ୍ଧି ନାଚୁଥିବାର ନଜର ଆସୁଛି । ଡ୍ରାଇଭର ମତରେ ସେ ଦିନ ସାରାର କାମରେ କ୍ଳାନ୍ତ ହୋଇ ନିଜ ଷ୍ଟ୍ରେସକୁ ଦୂର କରିବା ପାଇଁ ଏହିପରି ନାଚି ଥିଲା । ସେହି ସ୍ଥାନରେ ଥିବା ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
୨. ଓକଲାହୋମାର ଷ୍ଟୁଆର୍ଟ ନାମକ ଜଣେ ବ୍ୟକ୍ତି ଏକ ବିଲେଇକୁ ବଞ୍ଚାଇ ନିଜ ଅଫିସରେ ରଖିଥିଲେ । ବିଲେଇଟି ଦିନ ସାରା ଅଫିସରେ ରହି ଖେଳୁଥିଲା ଓ ରାତି ହେଲେ ସେ ଅଫିସର କବାଟ ପାଖରେ ଯାଇ ବସି ଯାଉଥିଲା । ଥରେ ଷ୍ଟୁଆର୍ଟ ଯେତେବେଳେ ଅଫିସ କବାଟ ଖୋଲିଲେ ସେତେବେଳେ ବିଲେଇ ପାଖରେ ବହୁତ ଟଙ୍କା ପଡିଥିବାର ଦେଖିଲେ । ଏହା ଦେଖି ଷ୍ଟୁଆର୍ଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବନ୍ଧୁଗଣ ଅସଲରେ ବିଲେଇକୁ ଦେଖିବା ପାଇଁ ସେହି ସ୍ଥାନକୁ ଲୋକମାନେ ଆସୁଥିଲେ ଓ ଟଙ୍କା ପକାଇ ବିଲେଇର ଧ୍ୟାନକୁ ନିଜ ଆଡୁ ଆକର୍ଷିତ କରୁଥିଲେ । ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଥିଲା ।
୩. ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷ ଡ୍ୟାନ୍ସକୁ ବହୁତ ପସନ୍ଦ କରନ୍ତି ଖାସ କରି ବେଲି ଡ୍ୟାନ୍ସ । ବେଲି ଡ୍ୟାନ୍ସ ସମସ୍ତ ଲୋକଙ୍କୁ ଆକର୍ଷିତ କରିଥାଏ । ସୋସିଆଲ ମିଡିଆରେ ଫ୍ରାନ୍ସର ଏକ ବେଲି ଡ୍ୟାନ୍ସ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ମହିଳା ବେଲି ଡ୍ୟାନ୍ସ କରୁଥିବା ସମୟରେ ତଳେ ପଡିଯାଉଛି ହେଲେ ମହିଳା ଜଣକ ପୁଣି ଉଠି ଡ୍ୟାନ୍ସ କରୁଛି । ଏହା ଦେଖି ସେଠାକାର ଲୋକମାନେ ବହୁତ ଖୁସି ହୋଇ ଯାଉଛନ୍ତି ।
୪. ବନ୍ଧୁଗଣ ସୋସିଆଲ ମିଡିଆରେ ଜୀବ ଜନ୍ତୁ ମାନଙ୍କର ଭିଡିଓ ବହୁତ ଅଧିକ ଭାଇରାଲ ହୋଇଥାଏ । ଚିତ୍ଵାନ ନାସନାଲ ପାର୍କ ପାଖର ଏକ ଭିଡିଓ ବହୁତ ଚର୍ଚାରେ ରହିଛି । ଏହି ଭିଡିଓରେ ଏକ ବିଶାଳ କାୟ ଗଣ୍ଡା ରାସ୍ତାରେ ଯାଉଥିବା ସମୟରେ ତାକୁ ଏକ କୁକୁର ଭୋକୁଛି । ହେଲେ ଗଣ୍ଡାଟି ଉପରେ କୁକୁରର କୌଣସି ପ୍ରଭାବ ପଡୁ ନାହିଁ ।
ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଲା ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।