ମା’ ସାଜିଲା ରା-କ୍ଷ-ସୀ, ନିଜ 2 ବର୍ଷର ଛୁଆକୁ ପି-ଟି ପି-ଟି କରୁଥିଲା ଭିଡିଓ, ପୁରା ଭାଇରାଲ Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ବନ୍ଧୁଗଣ ମା’ ର ସ୍ଥାନ ସବୁଠୁ ଉଚ୍ଚରେ । କିନ୍ତୁ ଆଜିର ଯୁଗରେ କିଛି ଏଭଳି ମା’ ଅଛନ୍ତି ଯିଏ ନିଜର ସାମାନ୍ଯ ସ୍ଵାର୍ଥ ପାଇଁ ଏମିତି କିଛି କାମ କରି ବସୁଛନ୍ତି ଯାହା ସବୁ ସ୍ଥାନରେ ନି-ନ୍ଦା-ର ବିଷୟ ହେଇ ଯାଉଛି । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ମା’ ବିଷୟରେ କହିବାକୁ ଯାଉଛୁ ଯିଏ ସ୍ଵାମୀ ଉପରେ ରା-ଗ ସୁଝାଇବାକୁ ଯାଇ ନିଜ ପିଲାଙ୍କ ଉପରେ ଅ-ତ-ୟା-ଚା-ର କରୁଛି । ତାହା ବି ୪ ବର୍ଷର ଓ ୨ ବର୍ଷର କୁନି କୁନି ଛୁଆ ।

ଆଜି କାଲି ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ଘୁରି ବୁଲୁଛି ଯେଉଁଥିରେ ଜଣେ ମା ନିଜ ଦୁଇ କଅଁଳ ଶିଶୁଙ୍କ ଉପରେ ଏଭଳି ଅ-ତ-ୟା-ଚା-ର କରୁଛି ଯାହାକୁ ଦେଖିଲେ ଆପଣ ବି କହିବେ ମା ନାମରେ ଇଏ କ-ଳ-ଙ୍କ । ଯେଉଁ ଭି-ଡି-ଓ ରେ ଆପଣ ଦେଖି ପାରିବେ କି ସେହି ମା ଜଣକ ନିଜ କଅଁଳ ପୁଅର ମୁହଁକୁ ଧରି ମା-ରି ମା-ରି ର-କ୍ତା-କ୍ତ କରି ଦେଉଛି । କୁନି ପୁଅଟି ସ-ହି ନପାରି ରାହା ଧରି କା-ନ୍ଦି-ବାକୁ ଲାଗିଛି ।

ସେହିପରି ଆଉ ଏକ ଭିଡିଓ ରେ ସେ ନିଜ ପୁଅର କୁନି ପାଦ ଉପରେ ଚ-ଢି ଯାଇ ବି-ଧା ଗୋ-ଇ-ଠା ମା-ରୁ-ଛି । ଏ ସବୁ ଦୃଶ୍ୟ କୁ ମୋବାଇଲ କ୍ୟାମେରାରେ ରେକର୍ଡ କରି ନିଜ ସ୍ଵାମୀ ପାଖକୁ ପଠାଉଛି । ଏହି ଘଟଣାଟି ଆନ୍ଧ୍ର ପ୍ରଦେଶ ର ଅଟେ ଯାହା ଏବେ ଖୁବ ଚର୍ଚ୍ଚାରେ ଅଛି । ଏହି ମହିଳା ଙ୍କ ହେଉଛନ୍ତି ଆନ୍ଦ୍ରପ୍ରଦେଶ ଚିତୁର ଜିଲ୍ଲା ରାମପଲ୍ଲୀ ଗାଁ ର ତୁଳସୀ । ତୁଳସୀ ସିନା ନାଁ କିନ୍ତୁ ମହିଳାଙ୍କ କାମ ପୁରା ବି-ଛୁ-ଆ-ତି ।

ତାମିଲନାଡୁ ର ଭିଲିପୁରମ ଜିଲ୍ଲାର ମିଟୁର ଗାଁ ର ଭାଡି ଭିଲାନାକୁ ସେ ବିବାହ କରିଥିଲେ । ବିବାହ ପରେ ଦୁହିଙ୍କର ୪ ବର୍ଷର ଓ ୨ ବର୍ଷ ର ଦୁଇଟି ପୁଅ ଅଛନ୍ତି । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ତଳେ ଝ-ଗ-ଡା ହୋଇଥିଲା ଯେଉଁଠି ପାଇଁ ମହିଳା ଜଣକ ବାପଘରେ ରହୁଛନ୍ତି । ନିଜ ସ୍ବାମୀଙ୍କ ଉପରେ ବ-ଦ-ଲା ନେବା ପାଇଁ ଏଭଳି କା-ଣ୍ଡ କରୁଛନ୍ତି । ଭି-ଡି-ଓ କୁ ଦେଖି ସ୍ଵାମୀ ଥାନାର ଦ୍ଵାରସ୍ଥ ହୋଇଥିଲେ କିନ୍ତୁ ଘଟଣାଟି ଅଲଗା ଅଲଗା ୨ ଟି ରାଜ୍ୟର ହେଇ ଥିବାରୁ ପୋଲିସ କିଛି କରିବା ପାଇଁ ମନା କରିଥିଲେ ।

ଏହା ପରେ ସ୍ଵାମୀ ସୋ-ସି-ଆ-ଲ ମି-ଡି-ଆ- ର ସାହାର୍ଯ୍ୟ ନେଇଥିଲେ ଓ ଏହି ଭି-ଡି-ଓ କୁ ଭାଇରାଲ କରିଥିଲେ । ଏହା ପରେ ପୋଲିସ ଉକ୍ତ ମହିଳାଙ୍କୁ ଆ-ରେ-ଷ୍ଟ କରି ନେଇଛି । ତେବେ ଆପଣ ହିଁ କୁହନ୍ତୁ । ଏହା କି ପ୍ରକାରର ମାନସିକତା । ସ୍ଵାମୀ ଉପରେ ରା-ଗ ସୁଝାଇବା ପାଇଁ ଗୋଟିଏ ମା କଣ ଏମିତି କରିପାରେ । ଆପଣଙ୍କ ମତ ଆମକୁ କମେନ୍ଟ କରନ୍ତୁ ଓ ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯେପରି ପୋଲିସ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବ ।

Leave a Reply

Your email address will not be published. Required fields are marked *