ଦେଖନ୍ତୁ କିପରି ନିଜ ଝିଅ ସହିତ ଜନ୍ମ ଦିନ ପାଳିଲେ ଲୋକପ୍ରିୟ ଓଡିଆ ହିରୋଇନ Anu Chaudhury, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆର ପ୍ରସିଦ୍ଧ ଅଭିନେତ୍ରୀ ଅନୁ ଚୌଧୁରୀ । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ଅନୁଙ୍କୁ ନିଶ୍ଚୟ ଦେଖିଥିବେ । ଅନୁ ନିଜ ସୁନ୍ଦରତା ଓ ନିଜ ଅଭିନୟ ଦ୍ଵାରା ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଗତ କିଛି ସମୟ ହେବ ଅନୁଙ୍କର ଜନ୍ମ ଦିନର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋ ଗୁଡିକୁ ଦେଖି ଲୋକମାନେ ତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଉଛନ୍ତି । ଅନୁ ତାଙ୍କ ଜନ୍ମ ଦିନ କେମିତି ସେଲିବ୍ରେଟ କରିଲେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ଗତ କିଛି ସମୟ ହେବ ସେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ସେ ତାଙ୍କ ଜନ୍ମ ଦିନ ଅବସରରେ ଏହି ସବୁ ଫଟୋ ଗୁଡିକ ସେୟାର କରିଛନ୍ତି ଓ ଲୋକମାନେ ମଧ୍ୟ ଏହି ଫଟୋ ଗୁଡିକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଏହି ବର୍ଷ ଅନୁ ନିଜ ଝିଅ ସହ ଜନ୍ମ ଦିନ ପାଳନ କରିଛନ୍ତି ଓ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଜନ୍ମ ଦିନ ଅବସରରେ ଅନୁ ବହୁତ ଖୁସି ନଜର ଆସୁଛନ୍ତି । ଆପଣ ମାନେ ଏହି ଫଟୋରେ ଦେଖିବାକୁ ପାଉଥିବେ ।

ମା ହେବା ପରେ ଅନୁ ଲାଇମ ଲାଇଟ ଠାରୁ ଦୂରରେ ରହୁଛନ୍ତି ହେଲେ ସୋସିଆଲ ମିଡିଆରେ ସେ ଚର୍ଚାରେ ରହୁଛନ୍ତି । ଆଜି ପୁଣି ଥରେ ଅନୁ ନିଜ ଜନ୍ମ ଦିନ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *