ଝିଅ ଫୋନ କାଟି ଦେଇ କାହା ସହ କଥା ହେଲେ ଗୋପାଳ ? ASI Gopal Das ଙ୍କ ପତ୍ନୀ କଲେ ବଡ ଖୁଲାସା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅ ଫୋନ କାଟି ଦେଇ କାହା ସହ କଥା ହେଲେ ଗୋପାଳ ? ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli mada କରାଯାଇଥିଲା । ତେବେ ମନ୍ତ୍ରୀ ଗାଡିରୁ ବାହାରୁଥିବା ସମୟରେ ସେଠାରେ ASI ପୋଲିସ କର୍ମଚାରୀ ଜଣେ ତାଙ୍କୁ guli mada କରିଥିଲେ । ତେବେ ASI ପୋଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି ଗୋପାଳକୃଷ୍ଣ ଦାସ । ତେବେ ଏପରି କାହିଁକି କରିଲେ ଗୋପାଳ ? ମନ୍ତ୍ରୀ ନବ ଦାସଙ୍କର ସହିତ ଗୋପାଳଙ୍କର କିଛି ବ୍ୟକ୍ତିଗତ ଶତ୍ରୁତା ରହିଥିଲା ।

ନା କୌଣସି ପ୍ରକାର ଷଡଯନ୍ତ୍ରରେ ମିଶି ଗୋପାଳ ଏପରି ଏକ ଚରମ ପଦକ୍ଷେପ ନେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନଥିଲେ । ତେବେ ଯେତେବେଳ ଠାରୁ ASI ଗୋପାଳ ଦାସ ମନ୍ତ୍ରୀଙ୍କୁ guli mada କରିଛନ୍ତି । ତାପରେ ଅନେକ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ASI ଗୋପାଳ ଦାସଙ୍କ ସ୍ତ୍ରୀଙ୍କ ମୁହଁରୁ କିଛି ସୂଚନା ମିଳିଛି । ତେବେ ତାଙ୍କ ସ୍ତ୍ରୀଙ୍କର କହିବା ଅନୁଯାଇ ସ୍ଵାମୀଙ୍କର ମାନସିକ ସ୍ଥିତି ଭଲ ନଥିଲା ।

ସେଥିପାଇଁ ସେ ପ୍ରତିଦିନ ମେଡ଼ିସିନ ମଧ୍ୟ ଖାଇଥାନ୍ତି । ତେବେ ସକାଳୁ ଝିଅ ସହ ଭିଡିଓ କଲ୍ ଭଲ ଭାବରେ କଥା ମଧ୍ୟ ହେଉଥିଲେ । ତେବେ ଭଲରେ ନିଜ ଝିଅ ସହ କଥାବାର୍ତ୍ତା ହେବା ସମୟରେ ହଟାତ ଗୋପାଳଙ୍କ ପାଖକୁ ଏକ କଲ୍ ଆସିଥିଲା । ତେବେ ସେହି କଲ୍ ଆସିବା ପରେ ଗୋପାଳ କହିଥିଲେ । ମୋର ଗୋଟିଏ ଅର୍ଜେଣ୍ଟ କଲ୍ ଆସିଛି । ମୁ ରଖୁଛି ପରେ କଥା ହେବି । ତେବେ ଗୋପାଳଙ୍କୁ ସେହି ଅର୍ଜେଣ୍ଟ କଲ୍ କରିଥିବା ବ୍ୟକ୍ତି ଜଣଙ୍କ କିଏ ?

ଯାହାଙ୍କ କଲ୍ ଆସୁ ଆସୁ ଗୋପାଳ ନିଜ ପରିବାର ଲୋକଙ୍କ ସହ ଆଉ କିଛି କଥା ବାର୍ତ୍ତା ନକରି ସିଧାସଳଖ ଫୋନ କାଟିଦେଇଥିଲେ । ହେଲେ କିଏ ସେହି ଲୋକ ତାଙ୍କ ନାମ କିଛି ପରିବାର ଲୋକଙ୍କୁ କହିନଥିଲେ । ତେବେ ଗୋପାଳ ଦାସଙ୍କର ଫୋନକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରାଯିବ ।

ଗୋପାଳ କାହା କାହା ସହିତ କଥା ସବୁ ନିକଟରେ କଥା ହୋଇଛନ୍ତି । ସବୁ କିଛିର ପତ୍ତା ଲଗାଇ ଗୋପାଳଙ୍କ ସମେତ ସେହି ସବୁ ଲୋକଙ୍କ ପାଖରେ ପହଞ୍ଚିବାକୁ ପୋଲିସ ଟିମ ନିଜର କାର୍ଯ୍ୟ ଜାରୀ ରଖିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *