ଏହି ଝିଅ ପାଇଁ ୪୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିଲା ଭାରତର ଏହି ରେଳ ଷ୍ଟେସନ, ଜାଣନ୍ତୁ ଏହାର ରାଜ

ଡର ଏହା ମଣିଷ ଜୀବନର ଏକ ସାଧାରଣ ଅନୁଭୂତି ଅଟେ । ଏହା ପ୍ରତେକ ମଣିଷ ମଧ୍ୟରେ ଥାଏ । ତେବେ କେତେ ବେଳେ ଏହା ଅଧିକ ଅନୁଭୂତ ହୁଏ ତ କେତେ ବେଳେ କମ । ଆମେ ଆମ ଜୀବନରେ ଅନେକ ଲୋକ ଅନେକ ବ୍ୟକ୍ତି କିମ୍ବା କିଛି ନ-କା-ରା-ତ୍ମ-କ ଶକ୍ତି କୁ ଖୁବ ଡରି ଥାଉ କେବଳ ସେତିକି ନୁହେଁ । ଆମେ ଆମ ସହ କିଛି ଏଭଳି ଘଟଣା ମଧ୍ୟ ଘଟି ଥାଏ ଯାହା ପାଇଁ ଆମେ କିଛି ଜାଗାକୁ ମଧ୍ୟ ଡରି ଥାଉ ।

କିଛି ଲୋକମାନେ ଅନେକ ଜୀବ ଜନ୍ତୁ ଙ୍କୁ ମଧ୍ୟ ଡ-ରିଥାନ୍ତି । ତେବେ ଏହା ଯଦି କାହା ମନରେ ଅଧିକ ସଂଚାର ହୁଏ ତେବେ ଏହା ଖୁବ ଭ-ୟ-ଙ୍କ-ର ହୋଇ ଥାଏ । ମଣିଷର ଜୀବନ ମଧ୍ୟ ଚାଲି ଯାଇ ପାରେ ।

ତେବେ ଭାରତରେ ଏଭଳି ଏକ ରେଲୱେ ଷ୍ଟେସନ ଅଛି ଯାହା ପାଇଁ ଆମେ କହି ପାରିବା କି ଏହା ଏକ ଭୂ-ତ-ର ନିବାସ ଜାଗା କାରଣ ଏହି ଜାଗାରେ ଟ୍ରେନ ନ ଅଟକି ବରଂ ଅଧିକ ଆଗକୁ ଚାଲି ଯାଇଥାଏ । ଲୋକମାନେ ଏହି ଜାଗା ଅତିକ୍ରମ କରିବା ସମୟରେ ଝରକା ବନ୍ଦ କରି ଦେଇ ଥାନ୍ତି । ସେଠାରେ କେହି କର୍ମଚାରି କାମ କରିବା ପାଇଁ ଚାହାଁନ୍ତିନି । ଯେଉଁ ମାନେ ବାଧ୍ୟ ହୋଇ କାମ କାଲେ ଓ ସେମାନଙ୍କ ସହ ଯାହା ଘଟିଲା ପ୍ରଶାସନ ଏହା ଦେଖି ଏତେ ବଡ ଷ୍ଟେସନ କୁ ବନ୍ଦ କରିବା ପାଇଁ ନିସ୍ପତି ଦେଲା ।

ପଶ୍ଚିମ ବଙ୍ଗ ଠାରୁ ୨୬୦ କିଲୋମିଟର ଦୂରରେ ଥିବା କୁଲୁରିଆ ଜିଲ୍ଲାରେ ଏହି ଷ୍ଟେସନ ଅବସ୍ଥିତ । ଏହି ଜିଲାର ୫୦ କିଲୋମିଟର ଦୂରରେ ବେଗୁଣିଆ କୋଦାର ବୋଲି ଏକ ଗ୍ରାମ ଥିଲା । ଏହି ଗ୍ରାମ ନାମରେ ୨୬୦ ମସିହାରେ ଏହି ଷ୍ଟେସନ ନିର୍ମାଣ କରାଯାଇଥିଲା । ଲୋକମାନେ ଖୁବ ଖୁସି ଥିଲେ ନୂଆ ଜିନିଷ ଦେଖିକି । ୧୯୬୦ ମସିହାରେ ଷ୍ଟେସନ ମାଷ୍ଟର ପ୍ରତେକ ଦିନ ରାତିରେ ଏକ ଝିଅ ଟ୍ରେନ ସହ ଦଉଡୁ ଥିବାର ଦେଖିଥିଲେ ।

ଏହା ପରେ ଆହୁରି ଦୁଇ ଜଣ କର୍ମ ଚାରି ଏହି ଭଳି ଦ୍ରୁଶ୍ଯ ଦେଖିଥିଲେ ଓ ଏହା ପରେ ସେ ମାନେ ମଧ୍ୟ ଏହି ଜାଗା ଛାଡି ଚାଲି ଯାଇଥିଲେ । କିଛି ଏଭଳି ଘଟି ଥିଲା ପ୍ରଥମ କର୍ମଚାରୀଙ୍କ ସହ କି ସେ ଘରକୁ ଯିବା ପରେ କିଛି ଦିନ ଭିତରେ ତାଙ୍କ ପରିବାର ଲୋକମାନେ ଜେଭଳି ଭାବେ ପର ଲୋକକୁ ଚାଲିଗଲେ । ସେଭଳି ଆଉ କେହି ଯିବା ପାଇଁ ଚାହିଁଲେ ନି । ଏହା ଧୀରେ ଧୀରେ ବେଙ୍ଗଲ ଆଡକୁ ମାଡି ବାକୁ ଲାଗିଲା ଏହି ଖବର ।

ତେବେ ଏହା ପରେ ଏହାକୁ ୧୯୬୧ ମସିହାରେ ବନ୍ଦ କରାଯାଇଥିଲା । ମାତ୍ର ଆଧୁନିକ ଦିନ ଆସିବା ପରେ ଯେଉଁ ମାନେ ଭୁ-ତ ଉପରେ ଗବେଷଣା କରନ୍ତି ସେମାନେ ମଧ୍ୟ ସେହି ଗାଁ କୁ ଯାଇ ସେଠାରେ କିଛି ଦିନ ରହିଲେ ମାତ୍ର କିଛି ପ୍ରମାଣ ନଥିବାରୁ ଏହାକୁ ପୁଣି ଖୋଲିବା ପାଇଁ କୁହାଗଲା । ଏବେ ଏହା ପୁଣି ଖୋଲା ହୋଇଥିଲେ ମଧ୍ୟ ସେଠାକାର ଲୋକମାନେ ରାତିରେ ଏହି ଜାଗାକୁ ଯିବା ପାଇଁ ଖୁବ ଭୟ ଅନୁଭବ କରନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *