ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । କେତେକ ସିରିଏଲକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ଯାହାଫଳରେ ସିରିଏଲଟି ଅଧିକ ଲୋକପ୍ରିୟତା ହାସଲ କରିଥାଏ ତ କେତେକ ସିରିଏଲକୁ ଲୋକମାନେ ଅଧିକ ପସନ୍ଦ କରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିରିଏଲ ବିଷୟରେ କହିବାକୁ ଯାଉଛୁ ତାହାର ଲୋକପ୍ରିୟତା ବେସ ଅଧିକ ରହିଛି ।
ଏହି ସିରିଏଲର ନାମ ହେଉଛି ‘ଝିଅ ଆମର ନୂଆବୋହୂ’ । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଝିଅ ଆମର ନୂଆବୋହୂ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଅତି କମ ସମୟ ମଧ୍ୟରେ ଏହି ସିରିଏଲରେ ଓଡିଶା ବାସୀଙ୍କ ମନ ଜିତିଛି । ଏହି ସିରିଏଲର କାହାଣୀ ଓ କଳାକାର ମାନଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ‘ଝିଅ ଆମର ନୂଆବୋହୂ’ ସିରିଏଲଟି ହେଉଛି ‘ନୂଆବୋହୂ’ ସିରିଏଲରେ ସେକେଣ୍ଡ ପାର୍ଟ ।
‘ନୂଆବୋହୂ’ ସିରିଏଲଟି ଶେଷ ହେବା ପରେ ଏହି ସିରିଏଲଟି ଟିଭିରେ ପ୍ରସାରିତ ହୋଇଥିଲା । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି କଳାକାରଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ଜବରଦସ୍ତ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ଏହି କଳାକାର ମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ‘ଝିଅ ଆମର ନୂଆବୋହୂ’ ସିରିଏଲର ସୁଟିଙ୍ଗ ସେଟ ଭିଡିଓଟି ଭାଇରାଲ ହେଉଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓଟି ଅଭିନେତ୍ରୀ ସୋନାକ୍ଷୀ ସାହୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି । ଭିଡିଓରେ ସୋନାକ୍ଷୀ ମେକଅପ୍ ରୁମ ଦେଖାଉଛନ୍ତି ।
ଭିଡିଓରେ ଅଭିନେତ୍ରୀ ବିଦୂସ୍ମିତା ମେକଅପ ନେଉଥିବାର ନଜର ଆସୁଛନ୍ତି । ସୋନାକ୍ଷୀ ବିଦୂସ୍ମିତାଙ୍କ ନିଜ ଭଉଣୀ ରୂପେ ପରିଚୟ ଦେଉଛନ୍ତି । ସୋନାକ୍ଷୀ କଷ୍ଟୁମ ରୁମ ମଧ୍ୟ ଦେଖାଉ ଛନ୍ତି । ଏହା ପରେ ସୋନାକ୍ଷୀ ସୁଟିଙ୍ଗ ସେଟର ଦୃଶ୍ୟ ଦେଖାଇ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ଝିଅ ଆମର ନୂଆବୋହୂ’ ସିରିଏଲର ଏହି ସୁଟିଙ୍ଗ ସେଟ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।