ମୂର୍ଖ ମାନଙ୍କ ଲିଷ୍ଟରେ ଏମାନେ ପ୍ରଥମ ! ଏମିତି ନମୁନା ଆଗରୁ କେବେ ବି ଦେଖି ନଥିବେ, ଏହି 6 ଟି Funny Pic ଦେଖିଲେ ହସି ହସି ଗଡିଯିବେ…

ବନ୍ଧୁଗଣ ସୋସିଆଲ ମିଡିଆର ବ୍ୟବହାରରେ ଆପଣ ମାନେ ନିଜର ମନୋରଞ୍ଜନ କରିପାରିବେ । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କୁ ବହୁତ ହସେଇବ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ମୂର୍ଖ ମାନଙ୍କ ମଜାଦାର ଫନି ଭିଡିଓ ଦେଖାଇବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ଗୁଡିକ ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ମହିଳା ନିଜ ପୁଅକୁ ନେଇ ବସରେ ଯାତ୍ରା କରୁଛି । ପୁଅଟି ବାରମ୍ବାର ବସରୁ ଉଠି ଆଗକୁ ଯାଉଛି ଆଉ ମହିଳା ବାରମ୍ବାର କହୁଛି ଯଦି ତୁ ବସିବୁ ନାହିଁ ତା ହେଲେ ଏହି ବିସ୍କୁଟ ମୁଁ ଅଙ୍କଲକୁ ଦେଇଦେବି । ଏମିତି ଅନେକ ଥର କହିବା ପରେ ପାଖରେ ବସିଥିବା ବ୍ୟକ୍ତି କହିଲା ଆଣ୍ଟି ବିସ୍କୁଟ ଦବାର ଅଛି ତ ଦିଅ ମୋତେ ଏମିତି ମିଛ ଲାଳସା ଦେଖାଅନି ।

୨. ବନ୍ଧୁଗଣ ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ସମସ୍ତେ ଏହାର ଗୀତ ଓ ଡାଇଲଗରେ ଭିଡିଓ କରିବାକୁ ଲାଗିଲେ । ପୁଷ୍ପାର କ୍ରେଜ କେବଳ ଭାରତ ନୁହେଁ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି । ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁଷ୍ପା ଗୀତରେ ଏବେ ଭଜନ କୀର୍ତ୍ତନ ବି ହେଉଛି ।

https://www.youtube.com/watch?v=Am-lJCPVESE

୩. ବନ୍ଧୁଗଣ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଥିବା ଗୀତ କାଚା ବାଦାମ ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏହି ଗୀତର କ୍ରେଜ କେବଳ ସାଧାରଣ ଲୋକ ନୁହେଁ ସେଲିବ୍ରେଟି ମାନଙ୍କ ମଧ୍ୟରେ ବି ଦେଖିବାକୁ ମିଳିଛି । ଏବେ ତ ସ୍କୁଲରେ ଟିଚର ମାନେ ନିଜ ଛାତ୍ର ମାନଙ୍କୁ କାଚା ବାଦାମ ଗୀତରେ ଡ୍ୟାନ୍ସ କରାଉଛନ୍ତି । ଆପଣ ମାନେ ଏହି ଭିଡିଓରେ ଦେଖିପାରୁଥିବେ ।

୪. ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ । ତେବେ ଏହି ଫଟୋ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହି ଫଟୋରେ ଥିବା ମହିଳାଙ୍କୁ ଆପଣ କଣ କହିବେ ।

୫. ବନ୍ଧୁଗଣ ଫେମସ ହେବା ପାଇଁ ଲୋକ ମାନେ କଣ ନ କରନ୍ତି । ଏହି ଭିଡିଓରେ ଜଣେ ବ୍ୟକ୍ତି ଫେମସ ହେବା ପାଇଁ ଏକ ଭିଡିଓ କରିଛନ୍ତି । ଭିଡିଓରେ ସେ ବଲିଉଡ ଗୀତ ‘ନେନା’ ଗୀତକୁ ଗାଇ ଅଭିନେତା ରଣବିର କପୁରଙ୍କ ଭଳି ନିଜ କାମୁଛା ଖୋଲୁ ଛନ୍ତି । ହେଲେ ବନ୍ଧୁଗଣ ଗାମୁଛା ଖୋଲିବା ସମୟରେ ଆଗରୁ ଜଣେ ବ୍ୟକ୍ତି ଆସି ଦର୍ଶନ କରି ଚମ୍ପଟ ମାରୁଛି ଯାହା ଦେଖିଲେ ଆପଣଙ୍କ ହସ ରୋକିବ ନାହିଁ ।

୬. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଫଟୋଟି ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ବର୍ତ୍ତମାନ ଦୁନିଆରେ ମଡର୍ନ ହୋଇଯାଉଛି । ଲୋକମାନେ ସବୁବେଳେ ୟୁନିକ ଦେଖାଯିବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଲୋକ ମାନେ ନିଜ ପୋଷାକରେ ଅନେକ ପରିବର୍ତ୍ତନ କରାଉଛନ୍ତି । ତେବେ ଭାଇରାଲ ହେଉଥିବା ଏହି ମହିଳାଙ୍କ ଫଟୋ ଦେଖନ୍ତୁ । ତାଙ୍କ ଡ୍ରେସ ଦେଖି ରାସ୍ତାରେ ଯାଉଥିବା ସମସ୍ତ ଲୋକ ଅଟକି ଯିବେ । ତେବେ ଏହି ଫଟୋ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *