ଯେଉଁ ଝିଅ ଥରେ ଛାଡ଼ିଛି ସେ ପୁଣିଥରେ ଛାଡିବ, ଏଥିରେ କୌଣସି ସନ୍ଦେହ ନାହିଁ, Actor Ankit

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୋ ଧୋକା ପାଇବାର କାହାଣୀ ଉପରେ ଗୋଟେ ମ୍ୟୁଜିକ ଭିଡିଓ କରିଛି , ଯେଉଁ ଝିଅ ଥରେ ଛାଡିଛି ସେ ପୁଣିଥରେ ଛାଡିବ ” । ଓଡିଆ actor ଅଙ୍କିତ ଯିଏ କି ଅନେକ ଗୀତ ଲେଖିଛନ୍ତି ଟିଭି ସିରିୟାଲ ଓ ସିନେମାରେ ଅଭିନୟ କରି ବହୁ ପ୍ରଶଂସକ ମାନଙ୍କୁ ହାସଲ କରିଛନ୍ତି । ତେବେ ତାଙ୍କୁ ବ୍ୟକ୍ତିଗତ ଜୀବନରେ ଘଟିଥିବା କେତେକ ବିଷୟକୁ ସେ ସୋସିସଲ ମିଡିଆରେ ପ୍ରକାଶ କରିଛନ୍ତି ।

ଅଙ୍କିତ କହିବା ଅନୁସାରେ ସେ ଅତୀତରେ ଗୋଟେ ଝିଅକୁ ବହୁତ ଭଲ ପାଉଥିଲେ ଯଥା ଏପରି ଭଲ ପାଉଥିଲେ ଯେ ତା ‘ପାଇଁ ପାଗଳ ହୋଇଥିଲେ । ମାତ୍ର ଦିନେ ସେ ଝିଅ ତାଙ୍କୁ ଛାଡି ପଳେଇଥିଲା କିନ୍ତୁ ସେ ଗଲା ପରେ ମଧ୍ୟ ଅଙ୍କିତ ଝିଅକୁ ଭୁଲ ପାରିଲେ ନାହିଁ । ତେଣୁ ସେ ଝିଅକୁ ଯେମିତି ହେଉ ପଛେ ତାଙ୍କ ଜୀବନରେ ଆଣିବା  ପାଇଁ ତାନ୍ତ୍ରିକ ସାହାଯ୍ୟ ନେଇଥିଲେ ।

ତାନ୍ତ୍ରିକ ଶକ୍ତି ମାଧ୍ୟମରେ ପ୍ରେମ କି ପାଇବାର ଆଶା ଦେଖିଥିବା ଅଙ୍କିତ ବୁଝିପାରିଥିଲେ ଯେ ଯଦି କେହି ଜୀବନରୁ ଚାଲିଯାଏ ସେ ଆମ ପାଇଁ ହିଁ ନଥିଲା ମାତ୍ର ଯିଏ ରହିଥାଏ ସେ ହିଁ ନିଜର । ସାଙ୍ଗସାଥିମାନେ ମଧ୍ୟ ତାନ୍ତ୍ରିକ ଆଦିରେ ବିଶ୍ଵାସ କରିବାକୁ ମନା କରୁଥିଲେ ମାତ୍ର ଅଙ୍କିତ ତାଙ୍କ ଅଙ୍କିତ  ଶୁଣିନ ଥିଲେ କିନ୍ତୁ ପରେ ବୁଝିଥିଲେ ଏସବୁ ଅନ୍ଧବିଶ୍ଵାସ ।

କିଛି ଦିନ ସେ ଡିପ୍ରେସନ୍ କୁ ପେଳେଇ ଥିଲେ । ମାତ୍ର ଯେବେ ତାଙ୍କ ଫ୍ୟାନ୍ମମାନେ ତାଙ୍କୁ କହୁଥିଲେ ଭାଇ କୁଆଡେ ଗଲ ଇନଷ୍ଟା ରେ ପୋଷ୍ଟ କର ତେବେ ସେ ବୁଝିଥିଲେ । ଯେ ଆଗକୁ ତାଙ୍କର ଭବିଷ୍ୟତ ଅପେକ୍ଷା କରୁଛି ଓ ଫ୍ୟାନ୍ ତାଙ୍କୁ ବହୁତ ଭଲ ପାଆନ୍ତି । ତେଣୁ ସେ ସବୁକୁ ଭୁଲି ” ମୋ ଧୋକା ପାଇବାର କାହାଣୀ ଉପରେ ମ୍ୟୁଜିକ ଭିଡିଓ କରିଥିଲେ ଓ ସ୍ଵପ୍ନ ସାଥିରେ ଚଳଚ୍ଚିତ୍ରରେ ଅଭିନୟ  କରୁଛନ୍ତି ବୋଲି କହିଛନ୍ତି ।

ପ୍ରେମ ମାମଲା ବହୁତ କ୍ଷତିକାରକ ଯଦି ପ୍ରେମ କରୁଛନ୍ତି ତେବେ ତୁରନ୍ତ ବିବାହ କରି ନିଅନ୍ତୁ । କାରଣ କେତେକ ଝିଅମାନଙ୍କ ପାଇଁ ପୁଅ ଅପ୍ଶନାଲ ହୋଇଥାନ୍ତି । ଏଭଳି କିଛି କହିଛନ୍ତି ଏକ୍ଟର ଅଙ୍କିତ ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *