ଯେତେବେଳେ ରୋମାଣ୍ଟିକ ସୀନ କରିବା ସମୟରେ ନିଜ ଉପରେ କଣ୍ଟ୍ରୋଲ ହରାଇଲେ TV ଇଣ୍ଡଷ୍ଟ୍ରି ର ଏହି 6 ଟି ଯୋଡି, ବାରମ୍ବାର କଟ କହିବାକୁ ପଡିଥିଲା ଡାଇରେକ୍ଟରଙ୍କୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବିଭିନ୍ନ ପ୍ରକାରର ଫିଲ୍ମ ଦେଖିଥିବେ । ବଲିଉଡ ଫିଲ୍ମ ଗୁଡିକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏଥିରେ ହିରୋ ହିରୋଇନ ମାନଙ୍କୁ ଅନସ୍କ୍ରିନ ରୋମାଣ୍ଟିକ ସିନ୍ସ କରିବା ପାଇଁ କୁହାଯାଇଥାଏ । ବଲିଉଡରେ ଏପରି କିଛି ଷ୍ଟାର୍ସ ଅଛନ୍ତି ଯେଉଁ ମାନେ ରୋମାଣ୍ଟିକ ସିନ୍ସ କରିବା ସମୟରେ ନିଜକୁ କଣ୍ଟ୍ରୋଲ କରିପାରି ନଥିଲେ ଓ କିଛି ଭୁଲ କାମ କରିଦେଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଛୋଟ ପରଦାରେ ମଧ୍ୟ ରୋମାଣ୍ଟିକ ସିନ୍ସ ଦେଖା ଯାଉଛି । ଯାହାକୁ ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ କରୁଛନ୍ତି । ହେଲେ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ରୋମାଣ୍ଟିକ ସିନ୍ସ କରିବା ସମୟରେ ସବୁ କିଛି ଭୁଲି ଯାନ୍ତି ଓ କଣ୍ଟ୍ରୋଲ ବାହାରେ ହେଇ ଯାଆନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ରୋମାଣ୍ଟିକ ସିନ୍ସ କରିବା ସମୟରେ ସବୁ କିଛି ଭୁଲି ଯାଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ନିଆ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ନିଆ ଶର୍ମା । ନିଆ ନିଜର ବୋଲ୍ଡ ଲୁକ୍ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ନିଆ ଶର୍ମା ସିରିଏଲ ‘ଜମାଇ ରାଜା ସିଜନ ୨’ ସମୟରେ ନିଜ କୋଆକ୍ଟର ରବି ଦୁବେଙ୍କ ସହ ବହୁତ ରୋମାଣ୍ଟିକ ସିନ୍ସ କରିଥିଲେ । ସେହି ରୋମାଣ୍ଟିକ ସିନ୍ସ କରୁଥିବା ସମୟରେ ନିଆ ସବୁ କିଛି ଭୁଲିଯାଇଥିଲେ ।

ଦ୍ରୁଷ୍ଟି ଧାମି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଦ୍ରୁଷ୍ଟି ଧାମି । ଦ୍ରୁଷ୍ଟି ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସିରିଏଲ ‘ମଧୁବାଲା’ରେ ଦ୍ରୁଷ୍ଟି ଓ ବିବେକ ଡିସେନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲର ଏକ ରୋମାଣ୍ଟିକ ସିନ ସମୟରେ ବିବେକ ଓ ଦ୍ରୁଷ୍ଟି ନିଜକୁ କଣ୍ଟ୍ରୋଲ କରିପାରି ନଥିଲେ ଯାହା ଫଳରେ ମେକର୍ଷ ସେହି ସିନ୍ସକୁ ହଟାଇ ଦେଇଥିଲେ ।

ସୁରୁଭି ଜ୍ଯୋତି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁରୁଭି ଜ୍ଯୋତି । ସୁରୁଭି ନିଜ କୋଷ୍ଟାର ସହ ଏକ ୱେବ ସିରିଜରେ ରୋମାଣ୍ଟିକ ସିନ୍ସ ଦେଇଥିଲେ । ଏହି ସିନ୍ସ କରିବା ସମୟରେ ସୁରୁଭି ନିଜକୁ କଣ୍ଟ୍ରୋଲ କରିପାରି ନଥିଲେ ଯାହା ଫଳରେ ସୀନ କୁ ରୋକା ଯାଇଥିଲା ।


ସଞ୍ଜିତା ସେଖ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ସଞ୍ଜିତା ସେଖ । ଏକ ୱେବ ସିରିଜ କରିବା ସମୟରେ ସଞ୍ଜିତା ନିଜ କୋଆକ୍ଟର ସହ ରୋମାନ୍ସ ସିନ୍ସ କରୁଥିଲେ ସେହି ସମୟରେ ସଞ୍ଜିତାଙ୍କ ଡ୍ରେସ ଖସିଯାଇଥିଲା ହେଲେ ସେ କଣ୍ଟ୍ରୋଲ ହୋଇ ଯାଇଥିଲେ । ଏହି ସିନ ଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *