ରୋମାଣ୍ଟିକ ସୀନ କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଲେ Bollywood ର ଏହି 4 ଜଣ ହୀରୋ, ଡ଼ିରେକ୍ଟର ବାରମ୍ବାର କଟ କହିବା ପରେ ମଧ୍ୟ ଶୁଣିଲେ ନାହିଁ

ବନ୍ଧୁଗଣ ବଲିଉଡ କଳାକାର ମାନଙ୍କୁ ଫିଲ୍ମ କରିବା ପାଇଁ ବିଭିନ୍ନ ପ୍ରକାରର ଭୂମିକା ପଦର୍ଶନ କରିବାକୁ ପଡିଥାଏ । ଅଧିକାଂଶ ବଲିଉଡ ଫିଲ୍ମ ଆକ୍ସନ ଓ ରୋମାନ୍ସରେ ଚାଲିଥାଏ । ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ପାଇଁ ଅଭିନେତ୍ରୀ ମାନଙ୍କୁ ବୋଲ୍ଟ ସିନ୍ସ ମଧ୍ୟ ଦେବାକୁ ପଡିଥାଏ । ହେଲେ ଏହି ବୋଲ୍ଟ ସିନ୍ସର ଶୁଟିଙ୍ଗ କରିବା ସମୟରେ କେତେଜଣ ଅଭିନେତ୍ରୀ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଓ କିଛି ଭୁଲ କାମ କରିଦେଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବୋଲ୍ଟ ସିନ୍ସ କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ କରିପାରି ନଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବଲିଉଡର ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଫିଲ୍ମ ‘ଦୟାବାନ’ରେ ବିନୋଦ ଖନା ମାଧୁରୀଙ୍କ ସହ ଏକ ବୋଲ୍ଟ ସିନ୍ ଶୁଟିଙ୍ଗ କରିଥିଲେ । ଖବର ମିଳିଥିଲା ଯେ, ସେହି ସିନରେ କେବଳ ବିନୋଦ ମାଧୁରୀଙ୍କୁ କିସ କରିବାର ଥିଲେ ହେଲେ ସେହି ସୀନର ଶୁଟିଙ୍ଗ କରିବା ସମୟରେ ବିନୋଦ ନିଜ ଉପରେ ନିୟନ୍ତ୍ରଣ କରିପାରି ନଥିଲେ । ସେ ମାଧୁରୀଙ୍କୁ ଲଗାତାର କିସ କରି ଚାଲିଥିଲେ । ଏହି ବୋଲ୍ଟ ସିନ ପାଇଁ ମାଧୁରୀ ଆଜି ମଧ୍ୟ ବହୁତ ଚର୍ଚାରେ ରହୁଛନ୍ତି ।


ଫରିୟାଲ- ୧୯୬୯ ମସିହାରେ ଆସିଥିବା ଫିଲ୍ମ ‘ଗୋଲ୍ଡ ମେଡେଲ’ରେ ସେହି ସମୟରେ ମୁଖ୍ୟ ଖଳନାୟକ ପ୍ରେମନାଥ କାମ କରିଥିଲେ । ସେହି ଫିଲ୍ମରେ ପ୍ରେମନାଥଙ୍କୁ ଅଭିନେତ୍ରୀ ଫରିୟାଲଙ୍କ ସହ ଇଣ୍ଟିମେଣ୍ଟ ସିନ କରିବାର ଥିଲା । ଖବର ମିଳିଥିଲା ଯେ, ପ୍ରେମ ଏହି ସିନ କରିବା ସମୟରେ ଏତେ ବହିଯାଇଥିଲେ ଯେ, ସେ ଜାଣିପାରି ନଥିଲେସେ କ୍ୟାମେରା ସାମ୍ନାରେ ଅଛନ୍ତି । ସେ ଫରିୟାଲଙ୍କ ସହ ଜବରଦସ୍ତ ସେହି ଇଣ୍ଟିମେଣ୍ଟ ବା ରେପ ସିନ କରିବା ପାଇଁ ଚେଷ୍ଟା କରିଥିଲେ । ସେହି ସମୟରେ ଫରିୟାଲ ଚିତ୍କାର କରି ନିଜ ଇଜତକୁ ବଞ୍ଚାଇ ଥିଲେ ।


ଜୟାପ୍ରଦା- ଏକ ଫିଲ୍ମରେ ଦିଲୀପ ତାହିଲ ଜୟାପ୍ରଦାଙ୍କ ସହ ଇଣ୍ଟିମେଣ୍ଟ ସିନ କରିବାର ଶୁଟିଙ୍ଗ ଥିଲା । ସେହି ଫିଲ୍ମର ଶୁଟିଙ୍ଗ ସମୟରେ ଦିଲୀପ ଜୟାଙ୍କୁ ଜବରଦସ୍ତ ଧରି ଦେଇଥିଲେ ଯାହା ଫଳରେ ଜୟା ଭୟଭୀତ ହୋଇ ଦିଲୀପଙ୍କୁ ଏକ ଚାପୁଡା ମାରିଦେଇଥିଲେ । ସେହି ଫିଲ୍ମ ପରଠାରୁ ଏହି ଦୁଇଜଣ କଳାକାର କେବେ ହେଲେ ପରସ୍ପର ସହ କାମ କରିନଥିଲେ ।

ଡିମ୍ପଲ କପାଟିଆ- ମହେଶ ଭଟ୍ଟଙ୍କ ଫିଲ୍ମ ‘ମାର୍ଗ’ରେ ଅଭିନେତା ବିନୋଦ ଖନା ଓ ଡିମ୍ପଲ କପାଡିଆଙ୍କ ମଧ୍ୟରେ ଏକ ଇଣ୍ଟିମେଣ୍ଟ ସିନ ଶୁଟିଙ୍ଗ ହେବାର ଥିଲା । ଏହି ସିନରେ ବିନୋଦ ଡିମ୍ପଲଙ୍କୁ କିସ କରି ଚାଲିଥିଲେ, ଏହାପରେ ଡାଇରେକ୍ଟର କଟ୍ କହିବା ପରେ ମଧ୍ୟ ବିନୋଦ ଡିମ୍ପଲଙ୍କୁ ଛାଡି ନଥିଲେ । ଏହି ସିନ ପରେ ଡିମ୍ପଲ ବହୁତ ସମୟ ପର୍ଯ୍ୟନ୍ତ ସଦମାରେ ରହିଯାଇଥିଲେ । ମହେଶ ଭଟ୍ଟ ଏଥିପାଇଁ ଡିମ୍ପଲଙ୍କୁ ଭୁଲ ମଧ୍ୟ ମାଗିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *