ଯେତେବେଳେ ରୋଲ ଦେବା ବାହାନାରେ ଏହି Actress ଙ୍କ ସହିତ ହୋଇଥିଲା ଅ-ଶ୍ଳୀ-ଳ ବ୍ୟବହାର, ଅଫିସ କୁ ଡାକି ବ୍ୟକ୍ତି ଜଣକ କହିଥିଲା- ଡ୍ରେସ ଓଲ୍ହାଅ ଓ …

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡର ସମସ୍ତ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ବଲିଉଡରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ କାରିୟରରେ ଅନେକ ଥର କା-ଷ୍ଟି-ଙ୍ଗ କା-ଉ-ଚର ସାମ୍ନା କରିଛନ୍ତି ।

ଆସୁଥିବା ଦିନରୁ ବଲିଉଡର କିଛି ଅଭିନେତ୍ରୀ ନିଜ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା ବିଷୟରେ ଖୁଲାସା କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଇଶା ଅଗ୍ରୱାଲ । ଇଶା ନିଜ ଜୀବନ ସହ ଜଡିତ ଏକ ରହସ୍ୟପୂର୍ଣ୍ଣ କଥାର ଖୁଲାସା କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି କିଛି ଦିନ ତଳେ ଇଶା ଏକ ଇଣ୍ଟର୍ବ୍ୟୁ ଦେଇଥିଲେ ଯେଉଁଥିରେ ସେ ତାଙ୍କ ଜୀବନ ସହ ଜଡିତ କିଛି ଏପରି କଥା ବିଷୟରେ କହିଥିଲେ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଇଶା ସେହି ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ‘ଏହି ଅଭିନୟ କାରିୟରରେ ଯାତ୍ରା କରିବା ସହଜ ନୁହେଁ, ଏଠି ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ । ମୁ ଲାତୁରର ଏକ ଛୋଟ ସହରରୁ ଆସିଛି । ମୁମ୍ବାଇରେ ନାମ କମେଇବାକୁ ହେଲେ ବହୁତ କଷ୍ଟ କରିବାକୁ ପଡିଛି’ ।

ଏହାପରେ ଇଶା ଆଗକୁ କହିଥିଲେ, ‘ମୁ ଏହି ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ଇଛା କରିଥିଲି ସେଥିପାଇଁ ମୁ ପ୍ରଥମେ ମୋ ମା ବାପାଙ୍କୁ ରାଜି କରେଇଥିଲି । ତେଣୁ ମୁ ମୋର ପାଠ ପଢାକୁ ଶେଷ କରିବା ପରେ ମୁମ୍ବାଇ ଆସିଥିଲି ଓ କେତେକ ସ୍ଥାନରେ ଅଡିସନ ଦେଇଥିଲି । ହେଲେ କା-ଷ୍ଟି-ଙ୍ଗ କା-ଉ-ଚ ଏବେ ମଧ୍ୟ ଚାଲିଛି ହଁ ଏହା ସତ ଅଟେ ଯେ ବର୍ତ୍ତମାନ ମଧ୍ୟ କିଛି ଅଭିନେତ୍ରୀ କା-ଷ୍ଟି-ଙ୍ଗ କା-ଉ-ଚ-ର ଶିକାର ହେଉଛନ୍ତି’ ।

ଏହାପରେ ଆଗକୁ ଇଶା କହିଥିଲେ, ‘ ଯେତେବେଳେ ମୁ ମୁମ୍ବାଇରେ ଅଡିସନ ଦେଉଥିଲି ସେତେବେଳେ ଏକ ଜଣାଶୁଣା ବ୍ୟକ୍ତି ମତେ ତାଙ୍କ ଅଫିସକୁ ଡକାଇ ଥିଲେ । ଏହା ପରେ ମୁ ମୋର ଭଉଣୀକୁ ନେଇ ସେହି ଅଫିସରେ ପହଞ୍ଚି ଥିଲି । ସେ ମତେ କହିଥିଲା ଯେ, ସେ ବଡ ବଡ ଅଭିନେତ୍ରୀ ମାନଙ୍କୁ କା-ଷ୍ଟି-ଙ୍ଗ କରେଇଛି ଓ ଆସୁଥିବା ସମୟରେ ସେ ମତେ ଭଲ ଭଲ ପ୍ରୋଜେକ୍ଟ ଦେବ । ହେଲେ ହଠାତ ସେ ସେହି ସମୟରେ ମତେ ମୋର ସବୁ ଡ୍ରେସକୁ ଓ-ଲ-ହା-ଇ-ବା ପାଇଁ କହିଥିଲା ସେ ମୋର ବ-ଡି-କୁ ଦେଖିବା ପାଇଁ ଚାହୁଁଥିଲା’ ।

ଏହାପରେ ଆଗକୁ ଇଶା କହିଲେ, ‘ହେଲେ ମୁ ତାକୁ ଏହା ସବୁ କରିବା ପାଇଁ ମନା କରିଦେଇଥିଲି । ଏହା ପରେ ସେ ମତେ ମେସେଜରେ ମଧ୍ୟ କଥା ହେବା ପାଇଁ ଚେଷ୍ଟା କରିଥିଲା ହେଲେ ମୁ ତାକୁ ବ୍ଲକ କରିଦେଇଥିଲି’ । ବନ୍ଧୁଗଣ ଏହି ପରି ଭାବରେ ଇଶା ନିଜ ଜୀବନ ସହ ଜଡିତ ଏକେ ବଡ ରହସ୍ୟ ବିଷୟରେ କହିଥିଲେ । ତା ହେଲେ ଆପଣ ମାନଙ୍କୁ ଇଶା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *