ଏବେ-ଏବେ IPL ଚେୟାରମ୍ୟାନ ଦେଲେ ବଡ ଖୁସି ଖବର, ଦେଖନ୍ତୁ କେବେ ଠାରୁ ପୁଣି ଆରମ୍ଭ ହେବ IPL 2021

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଇ ପି ଏଲ ଫାନ୍ସ ମାନଙ୍କ ହୃଦୟ ସେବେ ହିଁ ଭାଙ୍ଗି ଯାଇଥିଲା ଯେବେ ସେମାନଙ୍କୁ ଆଇ ପି ଏଲ ମ୍ୟାଚ ବନ୍ଦ ହେବାର ଖବର ମିଳିଥିଲା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ହଠାତ ୩ ମଇ ରେ ଜଣା ପଡିଥିଲା କୋଲକତା ର ଟିମ ରେ ପଜିଟିଭ କେସେସ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ଆର ସି ବି ର କ୍ୟାପଟେନ ବିରାଟ କୋହଲି ସ୍ୱୟଂ ମ୍ୟାଚ ଖେଳିବାକୁ ମନା କରି ଦେଇଥିଲେ ।

ଏହା ପରେ ହାଇଦ୍ରାବାଦ ଓ ଚେନ୍ନାଇ ର ଟିମ ରେ ମଧ୍ୟ ପଜିଟିଭ କେସ ଦେଖିବାକି ମିଳିଥିଲା ଏବଂ ଏହି ଖବର ଯେଉଁ ମୁହୂର୍ତ୍ତରେ ବାହାରକୁ ଆସିଥିଲା ସେବେ ହିଁ ଜଣା ପଡିଥିଲା ଯେ ଦିଲ୍ଲୀ ଓ ପଞ୍ଜାବ ର ଟିମ ରେ ମଧ୍ୟ ପଜିଟିଭ କେସ ଦେଖିବାକୁ ମିଳିଥିଲା ।

ଏହାପରେ ବିସିସିଆଇ ପାଖରେ ଅନ୍ୟ କୌଣସି ଉପାୟ ରହିଲା ନାହିଁ । ଶେଷରେ ଆଇ ପି ଏଲ ମ୍ୟାଚ ବନ୍ଦ କରିବାକୁ ପଡ଼ିଲା ଏବଂ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ କୁ ପୋଷ୍ଟପୋନ୍ କରିବାକୁ ପଡ଼ିଲା । ବିସିସିଆଇ ଏହି ସମ୍ବନ୍ଧରେ ନିଜର ଅଫିସିଆଲ ଆକାଉଣ୍ଟ ରେ ସ୍ପଷ୍ଟ ରୁପରେ ପୋଷ୍ଟ କରିଛି ଯେ ଆଇ ପି ଏଲ ମ୍ୟାଚ କୁ ବନ୍ଦ କରାଯାଇଛି ।

କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସମ୍ପୂର୍ଣ୍ଣ ଭାବରେ ମ୍ୟାଚ ବନ୍ଦ ହୋଇଗଲା । ଏହା ମାତ୍ର ପୋଷ୍ଟପୋନ୍ କରାଯାଇଛି । ଯେବେବି ସୁଯୋଗ ମିଳିବ ଏବଂ ପରିସ୍ଥିତି ଠିକ ରହିବ ସେବେ ହିଁ ଆଇ ପି ଏଲ ମ୍ୟାଚ ହେବ । କିନ୍ତୁ ଆଇ ପି ଏଲ ଭାରତ ରେ ହେବ ନାହିଁ ଏହା ସ୍ପଷ୍ଟ ।

ଏହାର କୁପ୍ରଭାଵ ଏତେ ମାତ୍ରାରେ ପଡିଛି ଯେ ହୁଏତ ଟି-ଟ୍ୱେଣ୍ଟି ୱର୍ଲଡ କପ୍ ମ୍ୟାଚ ହେବାର ସମ୍ଭାବନା ଖୁବ କମ ରହିଛି । ଆଇ ପି ଏଲ ୨୦୨୧ ମ୍ୟାଚ ଫେଲ ହେବା ପରେ ବର୍ତ୍ତମାନ ଏହା ମାଂଗ ଉଠିଛି ଯେ ଟି- ଟ୍ୱେଣ୍ଟି ୱର୍ଲଡ କପ୍ ମଧ୍ୟ ୟୁଏଇ ରେ କରାଯାଉ ।

ବର୍ତ୍ତମାନ ବିସିସିଆଇ ପାଖରେ ମଧ୍ୟ ଅନ୍ୟ କୌଣସି ଅପ୍ସନ ନାହିଁ । ବିସିସିଆଇ କୁ ଆଇସିସି ର ସମସ୍ତ ସର୍ତ୍ତ ମଞ୍ଜୁର କରିବାକୁ ହେବ । ବର୍ତ୍ତମାନ ଆଇ ପି ଏଲ ମ୍ୟାଚ ହେବାର କୌଣସି ସମ୍ଭାବନା ରହିନାହିଁ । ବର୍ତ୍ତମାନ ଭାରତୀୟ କ୍ରିକେଟର ଇଂଲଣ୍ଡ ଯିବେ । ସେଠାରେ ୧୮ ଅକ୍ଟୋବର ରୁ ଟି- ଟ୍ୱେଣ୍ଟି ୱର୍ଲଡ କପ୍ ଆରମ୍ଭ ହେବ ଏବଂ ୧୫ ନଭେମ୍ବର ସୁଦ୍ଧା ଶେଷ ହେବ ।

ଏହାପରେ ଆଇ ପି ଏଲ ର ମ୍ୟାଚ ଆରମ୍ଭ ହେବ ଏବଂ ଏଥି ନିମନ୍ତେ ସମସ୍ତ ଦିଗଜ୍ଜ ଖେଳାଳୀ ୟୁଏଆଇ ପହଞ୍ଚିବେ ଏବଂ ସେଠାରେ ସମସ୍ତ ଖେଳାଳୀ ଏକ୍ସଟ୍ରା ହାଇଡ୍ରେଟ ରହିବେ । ୧୫ ଡିସେମ୍ବର ମଧ୍ୟରେ ଆଇ ପି ଏଲ ର ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଶେଷ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କ ଏହି ସମ୍ବନ୍ଧରେ କଣ ମତାମତ ରହିଛି ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *