ପ୍ରାଇଭେଟ ଫଟୋ ଲିକ ହେବା ପରେ ବହୁତ ଭାଙ୍ଗି ପଡିଥିଲେ ଏହି 5 ଜଣ Actress, ଲିଷ୍ଟ ରେ ଦୁଇ ଭଉଣୀ ଙ୍କ ନାମ ବି ଅଛି ସାମିଲ

ବନ୍ଧୁଗଣ ଭାରତ ଦେଶରେ ଝିଅ ମାନଙ୍କର ସବୁଠାରୁ ବଡ ଜିନିଷ ହେଉଛି ତାଙ୍କ ଇଜ୍ଜତ । ତେଣୁ ସମସ୍ତ ମହିଳା ନିଜ ଇଜ୍ଜତକୁ ବଞ୍ଚେଇବା ପାଇଁ ସବୁକିଛି କରିଥାନ୍ତି । ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ମହିଳାଙ୍କ ଇଜ୍ଜତ ସହ ଖେଳି ଥାନ୍ତି ।

ସମସ୍ତ ଝିଅଙ୍କ ପାଇଁ ତାଙ୍କ ଇଜ୍ଜତ ହେଉଛି ତାଙ୍କ ପାଇଁ ସବୁଠାରୁ ବଡ । ଏଣିକି ସେ ସାଧାରଣ ଝିଅ ହୁଅନ୍ତୁ ବା କୌଣସି ଅଭିନେତ୍ରୀ ହୁଅନ୍ତୁ । ବନ୍ଧୁଗଣ ଯଦି କୌଣସି ଝିଅ ବା ଅଭିନେତ୍ରୀଙ୍କ ପ୍ରା-ଇ-ଭେ-ଟ ଫଟୋ ଏଣ୍ଟରନେଟରେ ଲିକ୍ ହୋଇଯାଏ ତା ହେଲେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସାଉଥର ଏପରି କିଛି ଦିଗଜ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ପ୍ରା-ଇ-ଭେ-ଟ ଫଟୋ ଲିକ୍ ହୋଇଯାଇଥିଲା । ପ୍ରା-ଇ-ଭେ-ଟ ଫଟୋ ସହିତ ସେମାନଙ୍କର ଏମଏମଏସ ମଧ୍ୟ ଲିକ୍ ହୋଇଥିଲା । ଏହି ପ୍ରା-ଇ-ଭେ-ଟ ଫଟୋ ଲିକ୍ ହେବା ଦ୍ଵାରା କିଛି ଅଭିନେତ୍ରୀ ମାନେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ରାଧିକା ଆପ୍ତେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତ୍ରୀ ରାଧିକା ଆପ୍ତେ । ବନ୍ଧୁଗଣ ରାଧିକା ଅନେକ ବଲିଉଡ ଫିଲ୍ମ ଓ ୱେବ ସିରିଜ ଆଦିରେ ମଧ୍ୟ କାମ କରିଛନ୍ତି । ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ଫିଲ୍ମ ସୁ-ଟି-ଙ୍ଗ ସମୟରେ ରାଧିକାଙ୍କ ଅ-ଶୀ-ଳ ଫଟୋ ଇନ୍ଟରନେଟରେ ଅପଲୋଡ ହେଇଯାଇଥିଲା । ଏହାପରେ ରାଧିକା ବହୁତ କାନ୍ଦି ଥିଲେ ।

ହଂସିକା ମୋଟବାନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତ୍ରୀ ହଂସିକା ମୋଟବାନୀ । ହଂସିକା ହେଉଛନ୍ତି ସାଉଥର ଏକ ପ୍ରସିଦ୍ଧ ଅଭିନେତ୍ରୀ । କିଛି ମାସ ପୂର୍ବରୁ ହଂସିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ଏହି ଭିଡିଓରେ ସେ ବାର୍ଥଟପ୍ ରେ ଗାଧଉ ଥିବାର ନଜର ଆସିଥିଲେ । ହେଲେ ପରେ ଜଣା ପଡିଥିଲା ସେହି ଭିଡିଓଟି ଫକ ଥିଲା । କିନ୍ତୁ ସେହି ସମୟରେ ହଂସିକା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ ।

ଅନୁସ୍କା ସେଟି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତ୍ରୀ ଅନୁସ୍କା ସେଟି । ଅନୁସ୍କା ବାହୁବଲି ପରି କେତେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ସାଉଥ ଇଣ୍ଡଷ୍ଟ୍ରିରେ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗୋଟେ ସମୟରେ ଅନୁସ୍କାଙ୍କର ଅ-ଶୀ-ଳ ଭି-ଡି-ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓ ସେହି ଭିଡିଓରେ ଅନୁସ୍କା ଗାଧଉ ଥିଲେ । ହେଲେ ପରେ ଜଣା ପଡିଥିଲା ସେହି ଭିଡିଓଟି ଫେ-କ ବୋଲି ।

ଶୃତି ହସନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତ୍ରୀ ଶୃତି ହସନ । ଫିଲ୍ମ ‘ୟବଡୁ’ର ସୁ-ଟି-ଙ୍ଗ ସମୟରେ ଶୃତିଙ୍କର କିଛି ଅ-ଶୀ-ଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜଣେ ବ୍ୟକ୍ତି ଏହି କାମ କରିଥିଲା ଓ ପରେ ଶୃତି ଏହା ବିଷୟରେ ପୋ-ଲି-ସ ଷ୍ଟେ–ସ-ନ-ରେ ଅ-ଭି-ଯୋ-ଗ କରିଥିଲେ ।

ଅକ୍ଷରା ହସନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅକ୍ଷରା ହସନ । ଅକ୍ଷରାଙ୍କ ପ୍ରା-ଇ-ଭେ-ଟ ଫଟୋ 2018 ମସିହାରେ ଲିକ୍ ହୋଇଯାଇଥିଲା । ଯାହାଫଳରେ ଅକ୍ଷରା ବହୁତ କାନ୍ଦୁ ଥିବାର ମଧ୍ୟ ନଜର ଆସିଥିଲେ । ଏହାପରେ ଅକ୍ଷରା ପୋ-ଲି-ସ ସହାୟତା ନେଇ ସେହି ଫଟୋ ଗୁଡିକୁ ଡିଲେଟ କରିଥିଲେ । ଅକ୍ଷରା ଶୃତି ହାସନ ଙ୍କ ଭଉଣୀ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *