ଦେଖନ୍ତୁ Shocking ଭାଇରାଲ Video, ଯେତେବେଳେ ରାସ୍ତା ଉପରେ ହିଂ-ସା-କା-ଣ୍ଡ ମଝିରେ ହିଁ ପରସ୍ପରକୁ କିସ କରିବାକୁ ଲାଗିଲେ ଏହି କପଲ୍ସ, ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଦୁନିଆ ରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ ଶୁଣିଲେ ଆମେ ବିଶ୍ୱାସ କରି ପାରି ନ ଥାଉ । ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି ଏକ ଖବର ବିଷୟ ରେ ଜଣାଇବୁ ଯାହା ସମସ୍ତ ଖବର ମଧ୍ୟରୁ ସମ୍ପୂର୍ଣ୍ଣ ଅଲଗା ଓ ମଜାଳିଆ ମଧ୍ୟ ଅଟେ ।

ଆଜି ଆମେ ଏପରି ଏକ ଖବର ବିଷୟ ରେ ଆପଣଂକୁ ଜଣାଇବୁ ଯାହା କୁ ଆପଣ କେବେହେଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ୧. ବନ୍ଧୁଗଣ ଯେତେବେଳେ ବି କେଉଁଠି କୌଣସି ପ୍ରକାର ଦ-ଙ୍ଗା ହୁଏ କିମ୍ବା ହିଂ-ସା-କା-ଣ୍ଡ ହୁଏ ତେବେ ସେହି ସମୟ ରେ ଲୋକ ମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଉଦ୍ୟମ କରିଥାନ୍ତି । କିନ୍ତୁ କାନାଡ଼ା ର ବ୍ୟାଙ୍କଓଭର ସହର ରେ କିଛି ଅଲଗା ଦେଖିବାକୁ ମିଳିଥିଲା । ଏହି ଘଟଣା ବିଷୟରେ ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚ୍ଚା ଚାଲିଛି ।

ଆମେ ଏଠାରେ ଆପଣଂକୁ ଜଣାଇ ରଖୁଛୁ ଯେ ଆମେ ଯେଉଁ ବିଷୟ ରେ ଆପଣଂକୁ ଜଣାଇବାକୁ ଯାଉଛୁ ସେହି ଘଟଣା ଟି ୧୦ ବର୍ଷ ତଳ ର ଘଟଣା ଅଟେ । କାନାଡ଼ା ର ବ୍ୟାଙ୍କଓଭର ସହର ରେ ଦୀର୍ଘ ୧୦ ବର୍ଷ ତଳେ ଏକ ଦ-ଙ୍ଗା ହୋଇଥିଲା । ସେହି ସମୟ ରେ ଲିଚେର୍ଡ ଲୟମବର୍ଗ ନାମକ ଜଣେ ଫୋଟୋ ଗ୍ରାଫର ବହୁତ ପ୍ରକାର ଫୋଟୋ ଉଠାଇ ଥିଲେ । କିନ୍ତୁ ସେହି ଫୋଟୋ ମଧ୍ୟରୁ ଗୋଟିଏ ଫୋଟୋ କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

ଲିଚେର୍ଡ ଙ୍କ ର ଏହି ଫୋଟୋ ଟି ବହୁତ ପ୍ରସିଦ୍ଧ ହୋଇଯାଇଥିଲା । ଏହି ଫୋଟୋ ରେ ଦେଖିବାକୁ ମିଳିଥିଲା ଯେ ଦ-ଙ୍ଗା ସମୟ ରେ ସମସ୍ତ ଲୋକ ନିଜର ପ୍ରାଣ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନ କୁ ପଳାଉଥିବା ବେଳେ ଜଣେ ପୁଅ ଓ ଝିଅ ମଝି ରାସ୍ତା ରେ ଶୋଇ କରି ପରସ୍ପର କୁ ଚୁ-ମ୍ବ-ନ ଦେଉଥିଲେ । ସେହି ଦିନ ରାତି ରେ ଦୁହେଁ ବ୍ୟାଙ୍କଓଭର ସହର ରେ ରହିଥିଲେ । ଏହା ପରେ ନିଜ ସାଙ୍ଗ ଘରେ ରହିବା ପରେ ନିଜ ଘରକୁ ଫେରିଥିଲେ ।

ସେ ରାସ୍ତା ରେ ଥିବା ବେଳେ ଦେଖିଥିଲେ ଯେ ହିଂ-ସା-କା-ଣ୍ଡ ବହୁତ ତୀବ୍ର ବେଗ ରେ ହେଉଛି । ସେ ବୁଝି ଯାଇଥିଲେ ଯେ ସେଠାରେ ଦ-ଙ୍ଗା ଆରମ୍ଭ ହୋଇ ଗଲାଣି । ଏହା ପରେ ରାସ୍ତା ରେ ପେଲାଠେଲା ରେ ଉଭୟ ତଳେ ପଡି ଯାଇଥିଲେ । ଝିଅ ଟି ବହୁତ ଡରି ଯାଇଥିବାରୁ ପୁଅ ଟି ତାଙ୍କୁ ଚୁ-ମ୍ବ-ନ କରି ଶା-ନ୍ତ କରିଥିଲେ ଓ ତାଙ୍କ ମନ ରୁ ଡ-ର କୁ ଦୂର କରୁଥିଲେ ।

୨. ଆପଣ ନିଜ ଜୀବନ ରେ ବହୁତ ଗୁଡିଏ ମାରୁତି ସ୍ୱିଫ୍ଟ କାର ଦେଖିଥିବେ । କିନ୍ତୁ ଏହି ମାରୁତି ସ୍ୱିଫ୍ଟ କାର କୁ ଲାଂବର୍ଗିନି ରେ ମଧ୍ୟ ପରିଣତ କରାଯାଇ ପାରେ । ଯଦି ଆପଣ ବିଶ୍ୱାସ କରି ପାରୁ ନାହାନ୍ତି ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି କଥା ଜାଣିବା ।

ବନ୍ଧୁଗଣ ଆସାମ ର କରିମ ଗଞ୍ଜ ଜିଲ୍ଲାର ଜଣେ ମୋଟର ମେକାନିକ ନିଜ ଚାରି ପାଖରେ ଉପସ୍ଥିତ ଥିବା ସୀମିତ ସମ୍ବଳ ଦ୍ଵାରା ଏକ ମୂଲ୍ୟବାନ କାର ତିଆରି କରି ପାରିଛନ୍ତି । କରିମ ଗଞ୍ଜ ର ଭାଙ୍ଗା ଅଞ୍ଚଳ ର ନରୁଲ ହକ ନାମକ ଜଣେ ମୋଟର ମେକାନିକ ଗୋଟିଏ ପୁରୁଣା ମାରୁତି ସ୍ୱିଫ୍ଟ କାର କୁ ଏକ ମୂଲ୍ୟବାନ ସ୍ପୋର୍ଟ କାର ରେ ପରିଣତ କରି ପାରିଛନ୍ତି ।

କାର ଟି ବର୍ତ୍ତମାନ ଲାଂବର୍ଗିନି ଭଳି ଦେଖା ଯାଉଛି । କିନ୍ତୁ ଏହି କାର କୁ ବନାଇବା ପାଇଁ ତାଙ୍କୁ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଡିଛି । ନରୁଲ ଙ୍କୁ ଦାମୀ କାର ଚଢ଼ିବାର ବହୁତ ସଉକ ଅଛି । କିନ୍ତୁ ତାଙ୍କ ପାଖରେ ସେତିକି ପରିମାଣ ର ଅର୍ଥ ନ ଥିବାରୁ ସେ ଏକ ପୁରୁଣା ମାରୁତି ସ୍ୱିଫ୍ଟ କାର କୁ ଦାମୀ କାର ରେ ପରିଣତ କରିଛନ୍ତି । କରୋନା ର ପ୍ରଥମ ଲହର ରେ ତାଙ୍କୁ ନିଜ କର୍ମ ହରାଇ ଘରେ ବେକାର ହୋଇ ବସିବାକୁ ପଡିଥିଲା ।

ଏହି ସମୟ ରେ ସେ ଏକ ପୁରୁଣା ମାରୁତି ସ୍ୱିଫ୍ଟ କାର ର ଇଞ୍ଜିନ ଦ୍ଵାରା ଏକ ଲାଂବର୍ଗିନି ପ୍ରସ୍ତୁତ କରିଥିଲେ । ଏହାକୁ ବନାଇବା ପାଇଁ ତାଙ୍କୁ ପ୍ରାୟ ୮ ବର୍ଷ ସମୟ ଲାଗିଥିଲା । ଏହା ପରେ ସେ ସେଥିରେ ସଫଳ ମଧ୍ୟ ହୋଇଥିଲେ । କେବଳ ଏକ ପୁରୁଣା ମାରୁତି ସ୍ୱିଫ୍ଟ କାର ର ଇଞ୍ଜିନ ରୁ ବହୁତ ଦାମୀ ଲାଂବର୍ଗିନି କାର ବନାଇବା ଏକ ଆଶ୍ଚର୍ଯ୍ୟକର ଘଟଣା ଅଟେ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *