ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଉତ୍ତରପ୍ରଦେଶ ଜଣେ ବର ନିଜ ବିବାହ ସମୟ ରେ ଏପରି ଏକ କା-ଣ୍ଡ କଲେ ଯାହା ଦ୍ୱାରା କନ୍ୟା ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଦେଲା । କନ୍ୟା ର ଏପରି ନିଷ୍ପତ୍ତି ରେ ବିବାହର ଖୁସି ମା ହୋଲ ରେ ଏକ ଝଡ଼ ସୃଷ୍ଟି ହୋଇଥିଲା ।
ଏହା ପରେ ବର ପକ୍ଷ ସେଠାରେ ହଂଗାମ କରିବା ଆରମ୍ଭ କରିଦେଇଥିଲେ । ଏହା ପରେ ସେଠାରେ ପଞ୍ଚାୟତ ବସିଥିଲା ଓ ଘଟଣା ସ୍ଥଳ କୁ ପୁ-ଲି-ସ କୁ ମଧ୍ୟ ଡ଼କା ଯାଇଥିଲା । ଏହି ଘ-ଟ-ଣା ଟି ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ଅଟେ । ମିଳିଥିବା ସୂଚନା ଅନୁସାରେ ବିବାହ ସମୟ ରେ ବର ଜଣେ ଝିଅ ସହିତ ଖରାପ ବ୍ୟବହାର କରିଥିଲା ।
ଏହାକୁ ଦେଖିକରି କନ୍ୟା ଓ କନ୍ୟା ର ଘର ଲୋକ ବହୁତ କ୍ରୋ-ଧି-ତ ହୋଇ ଯାଇଥିଲେ । ଏହି କଥା କୁ କନ୍ୟା ପକ୍ଷ ର ଲୋକ ମାନେ ଟାଳି ପାରିଲେ ନାହିଁ । ସେମାନେ ସେହି ସମୟ ରେ ହିଁ ବିବାହ କରିବାକୁ ମନା କରି ଦେଇଥିଲେ । ଘଟଣା ଟି ଆହୁରି ତୀବ୍ରତର ହେବାରୁ କନ୍ୟା ପକ୍ଷ ର ଲୋକ ମାନେ ବର ତା ଭଉଣୀ ଓ ବରଯାତ୍ରୀ ମାନଙ୍କୁ ବ-ନ୍ଦୀ କରି ରଖିଦେଲା ।
ଏହା ପରେ ପୁ-ଲି-ସ କୁ ଫୋନ କରି ଡ଼କା ଯାଇଥିଲା ଓ ପୁ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲା । ପ୍ରଥମେ ଯେତେବେଳେ ବର ଆସି ପହଞ୍ଚିଥିଲା ସେତେବେଳେ ତାଙ୍କର ବହୁତ ଭଲ ରେ ସ୍ୱାଗତ କରାଯାଇଥିଲା । କିନ୍ତୁ ବର ନି-ଶା ରେ ଅଛି ବୋଲି କେହି ଜାଣି ପାରିନଥିଲେ । ଏହା ପରେ ସେ ଯେତେବେଳେ ଝିଅ ଟି ସହିତ ଖରାପ ବ୍ୟବହାର କଲା ସେତେବେଳେ ଘ-ଟ-ଣା ଟି ଆହୁରି ବଢିଥିଲା ।
କନ୍ୟା ପକ୍ଷ ଙ୍କ କହିବା ଅନୁଯାୟୀ ବର ମ-ଦ ପି-ଇ-ଥିଲେ । ଏହା ଜାଣି ତାଙ୍କ ସହିତ କନ୍ୟା ପକ୍ଷ ର ଜଣେ ଝିଅ ନାଚିବାକୁ ମନା କରିଦେଇଥିଲେ । ଏହା ପରେ ଝ-ଗ-ଡା ଆରମ୍ଭ ହୋଇ ଯାଇଥିଲା । ଏହା ପରେ କନ୍ୟା ସବୁ କଥା ଜାଣିବା ପରେ ବିବାହ କରିବାକୁ ମନା କରିଦେଇଥିଲା । ଏହା ପରେ ବର ଓ ତା ପରିବାର ର ଲୋକ ମାନେ କନ୍ୟା ର ପରିବାର ଲୋକଙ୍କ ସହିତ ଝ-ଗ-ଡା କରିଥିଲେ ।
ଶେଷରେ କନ୍ୟା ପକ୍ଷ ବର ପକ୍ଷ ତରଫ ରୁ ଆସିଥିବା ସମସ୍ତ ବରଯାତ୍ରୀ ଙ୍କୁ ଗୋଟିଏ ଘରେ ବ-ନ୍ଦ କରି ରଖି ଦେଇଥିଲା । ଏହା ପରେ ପଞ୍ଚାୟତ ଡ଼କାଯାଇ ଉଭୟ ପକ୍ଷ ଙ୍କୁ ଘଟଣା ସମ୍ପର୍କରେ ରେ ପଚରା ଯାଇଥିଲା । ବର କିନ୍ତୁ ଏହି ଅ-ଭି-ଯୋ-ଗ କୁ ଟା-ଳି ଦେଇଥିଲା । ସେ କହିଥିଲା ସେ କୌଣସି ପ୍ରକାର ନି-ଶା କରେ ନାହିଁ ।
ଏହା ପରେ କନ୍ୟା ଙ୍କୁ ତାଙ୍କ ଇଚ୍ଛା ପଚରାଯାଇଥିଲା ସେ କିନ୍ତୁ ବିବାହ କରିବାକୁ ମନା କରିଦେଇଥିଲେ । ଶେଷରେ ପୁ-ଲି-ସ ସେହି ଘଟଣା ସ୍ଥଳ ରେ ପହଁଚି ସମସ୍ତ ଙ୍କୁ ବୁଝାଇବା ପରେ ଘ-ଟ-ଣା ଟି ଶାନ୍ତ ହୋଇଥିଲା ଓ କନ୍ୟା ପକ୍ଷ ବର ପକ୍ଷ କୁ ଛାଡି ଦେଇଥିଲେ ।
ତେବେ ଫ୍ରେଣ୍ଡ୍ସ ଏହି ଘଟଣା ଉପରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ । କଣ କନ୍ୟା ଯାହା କଲା ତାହା ଉଚିତ କି ନୁହେଁ । ଆପଣଙ୍କ ମତ କଣ ? ଯଦି କନ୍ଯାର କାମ ଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଗୋଟିଏ ସେୟାର କରି ଦିଅନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ