ଯେତେବେଳେ ଗୋଟିଏ ବନ୍ଦ ରୁମରେ Katrina ଙ୍କୁ ଏହି ବ୍ୟକ୍ତି କରୁଥିଲା କିସ, ତ ରଙ୍ଗେ ହାତ୍ ଧରି ନେଇଥିଲେ ତାହାକୁ Amitabh Bacchan, ଆଉ ତା’ ପରେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ କାଟ୍ରିନା କେଆଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । କାଟ୍ରିନା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ । କାଟ୍ରିନାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । କାଟ୍ରିନା ନିଜ ପର୍ଶନାଲ ଲାଇଫ ଓ ନିଜ ହଟ୍ ନେସ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ କାଟ୍ରିନା ନିଜର ଏକ ଫିଲ୍ମ ପାଇଁ ବହୁତ ଚର୍ଚାରେ ଅଛନ୍ତି ।

ଏହି ଫିଲ୍ମଟି ହେଉଛି ‘ବୁମ’ । ଏହି ଫିଲ୍ମରେ କାଟ୍ରିନା ନିଜ ଠାରୁ ବହୁତ ବର୍ଷ ବଡ ଅଭିନେତା ଗୁଲସନ ଗ୍ରୋବରଙ୍କ ସହ ବୋଲ୍ଡ ସିଁ କରିଥିଲେ । ଏହି ଫିଲ୍ମ ସହ ଜଡିତ ଏକ କଥା ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବୁମ ଫିଲ୍ମଟି ୨୦୦୩ ମସିହାରେ ଆସିଥିଲା ।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ କାଟ୍ରିନା କେଆଫ, ଅମିତାବ ବଚ୍ଚନ, ପଦ୍ମା ଲକ୍ଷ୍ମୀ, ଜିନତ ଅମାନ, ଜେକି ସ୍ରୋଫ, ଜାବେଦ ଜାଫରି ଓ ଗୁଲସର ଗ୍ରୋବର ନଜର ଆସିଥିଲେ । ଏହି ଫିଲ୍ମରେ ଗୁଲସନ ଓ କାଟ୍ରିନାଙ୍କର ଏକ କିସିଙ୍ଗ ସିନ ସୁଟ ହୋଇଥିଲା । ଏହି ସିନଟି ଆଜି ପର୍ଯ୍ୟନ୍ତ ଚର୍ଚାରେ ଅଛି । ବନ୍ଧୁଗଣ ଏହି ଫିଲ୍ମଟି ଥିଲା କାଟ୍ରିନାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ । ଏହି ଫିଲ୍ମରେ ଅଧିକାଂଶ ବୋଲ୍ଡ ସିନ ରହିଥିଲା । ଫିଲ୍ମରେ ସବୁଠାରୁ ଅଧିକ ଚର୍ଚା ଗୁଲସନ ଓ କାଟ୍ରିନାଙ୍କ ମଧ୍ୟରେ ହୋଇଥିବା କିସିଙ୍ଗ ସିନକୁ ନେଇ ହୋଇଥିଲା ।

କାଟ୍ରିନାଙ୍କର ଏହି ଫିଲ୍ମଟି ପ୍ରଥମ ଫିଲ୍ମ ହୋଇଥିବାଉ ସେ ଏହି କିସିଙ୍ଗ ସିନକୁ ଭଲରେ କରିବା ପାଇଁ ବହୁତ ଅଭ୍ୟାସ କରିଥିଲେ । ଏକ ଇଣ୍ଟର୍ବ୍ୟୁରେ ଗୁଲସନ ଏହି ସିନ ବିଷୟରେ କହିଥିଲେ । ଗୁଲସନଙ୍କ ମତରେ, ବୁମର କିସିଙ୍ଗ ସିନ ସୁଟ ସମୟରେ ସେ ବହୁତ ନର୍ଭସ ଥିଲେ । ସେଥିପାଇଁ ସେ ବନ୍ଦ ଘର ଭିତରେ କାଟ୍ରିନାଙ୍କୁ ନେଇ ବହୁତ ଥର କିସିଙ୍ଗ ସିନ ଅଭ୍ୟାସ କରିଥିଲେ ।

ଯେତେବେଳେ ଗୁଲସନ ଓ କାଟ୍ରିନା ପରସ୍ପରକୁ କିସ କରୁଥିଲେ ସେତେବେଳେ ସେହି ଘର ଭିତରକୁ ଅମିତାବ ବଚ୍ଚନ ପହଞ୍ଚି ଯାଇଥିଲେ । ଗୁଲସନଙ୍କ ମତରେ, କାଟ୍ରିନା ଓ ତାଙ୍କ ଭିତରେ ଯାହା ବି ଚାଲିଥିଲା ତାହା ଅମିତାବ ଦେଖିଥିଲେ ଏବଂ ଅମିତାବ ତାଙ୍କୁ ଚିୟର କରିଥିଲେ ଏହି ସିନ ପାଇଁ । ଟିମକୁ ଏହି ସିନର ଶୁଟିଙ୍ଗ କରିବା ପାଇଁ ୨ ଘଣ୍ଟା ସମୟ ଲାଗିଥିଲା । ଏହି ସିନଟି ଦୁବାଇର ଏକ ହୋଟେଲ ବୁର୍ଜ ଅଲ ଆରବରେ ସୁଟ କରଯାଇଥିଲା ।

ଏହି ସିନର ଶୁଟିଙ୍ଗ ସମୟରେ କାଟ୍ରିନା ଗୁଲସନଙ୍କୁ କହିଥିଲେ, ତାଙ୍କୁ ଗୁଲସନଙ୍କ କଲର ଧରି ତାଙ୍କୁ ଟେବୁଲ ଉପରେ ବସେଇ କିସ୍ କରିବାର ଅଛି । କାଟ୍ରିନାଙ୍କ କଥା ଅନୁସାରେ ହିଁ ଏହି ସିନର ସୁଟ ସଫଳତା ପୂର୍ବକୁ ପୂରଣ କରଯାଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସିନଟି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *