ଜିଅନ୍ତା ଛୁଆକୁ ଯେତେବେଳେ ଗିଳିଦେଲା କୋବ୍ରା, ଦେଖନ୍ତୁ କେମିତି ବାହାରକଲା ବାହାରକୁ ଓ ତା’ ପରେ କଣ ହେଲା…ଦେଖନ୍ତୁ ଏହି Video ରେ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି ।

ଗତ କିଛି ସମୟ ହେବ ସାପ ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହିଛି । ଗୋଟେ ଘର ମଧ୍ୟରେ ସାପ ପଶି ଏକ ଜି-ଅ-ନ୍ତା ଛୁଆକୁ ଗି-ଳି ଦେଇଛି ବୋଲି ଜଣା ପଡିଛି । ବନ୍ଧୁଗଣ ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଜୋନପୁରର ସେଖୁପୁ ସୁତେଲିରେ ଘଟିଛି । ଏହି ଗାଁର ଏକ ଘର ମଧ୍ୟରେ ଏକ ବଡ ନାଗ ସାପ ପଶି ଯାଇଥିଲା । ସେହି ସାପଟି ବି-ଷ-ଧ-ର ହୋଇଥାଏ ଏହା ମଣିଷକୁ ମଧ୍ୟ ମା-ରି-ବା-ର କ୍ଷମତା ରଖିଥାଏ । ସାପଟି ଘର ଭିତରକୁ ପଶି ଯାଇ ଏକ କୋଣରେ ଲୁଚି ଯାଇଥିଲା । ଗାଁ ଲୋକଙ୍କ ମତରେ ସେହି ସାପଟି ଯେଉଁ ସ୍ଥାନରୁ ଲୁଚି ଥିଲା ସେଠି ଦୁଇଟି ବିଲେଇ ଛୁଆ ଥିଲେ ।

ହେଲେ ସେହି ସମୟରେ କେବଳ ସାପ ଥିଲା ବିଲେଇ ନଥିଲେ । ସାପଟି ବିଲେଇ ଛୁଆକୁ ଖାଇଦେଇଛି ବୋଲି ଗାଁ ଲୋକ କହିଛନ୍ତି । ସାପଟି ବିଲେଇ ଖାଇ ଦେଇଥିବାରୁ ସେହି ସ୍ଥାନରୁ ଯାଇ ପାରିଲା ନାହିଁ । ସାପଟିର ପେଟ ଦେଖି ମଧ୍ୟ ଜଣା ପଡୁଥିଲା ଯେ, ସେ ବିଲେଇ ଖା-ଇ ଦେଇଛି । ସେତେବେଳେ ଗାଁ ଏକ ସାପ ଧରାଳିଙ୍କୁ ଡକେଇ ଥିଲେ । ସାପ ଧରାଳି ଜଣକ ସାପଟିକୁ ଘର ଭିତରୁ ଉଧାର କରିଥିଲେ ଓ ଘର ବାହାରେ ନେଇ ଛାଡି ଥିଲେ ।

ବନ୍ଧୁଗଣ ସେହି ସମୟରେ ସାପଟି ନିଜ ପାଟିରୁ ଏକ ବିଲେଇ ଛୁଆକୁ ବାହାର କରିଥିଲା ଅବଶ୍ୟ ବିଲେଇ ଛୁଆଟି ମ-ରି ଯାଇଥିଲା । ଏହି ପରିକା ଦୃଶ୍ୟ ବନ୍ଧୁଗଣ ବହୁତ କମ ଦେଖିବାକୁ ମିଳିଥାଏ । ସାପ ଭୋଜନ କରିବା ଯଦି କେହି ତାକୁ ଛୁଇଁ ଦିଅନ୍ତି ତା ହେଲେ ସେ ନିଜ ଖାଦ୍ୟକୁ ପାଟି ବାଟରେ ବାହାର କରିଥାଏ । ତେଣୁ ଏହି ସାପଟି ମଧ୍ୟ ଏହା କରିଥିଲା । ବର୍ତ୍ତମାନ ଏହି ଘଟଣାର ଚର୍ଚା ସମସ୍ତ ସ୍ଥାନ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *