ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ସୋ-ସି-ଆ-ଲ ମିଡିଆ ସହ ଜଡିତ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଲୋକ ମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି ।
ଏହା ସହ ଲୋକ ମାନେ ସୋ-ସି-ଆ-ଲ ମିଡିଆର ବ୍ୟବହାରରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ସୋ-ସି-ଆ-ଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକ ମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇପାରିବେ । ଗତ କିଛି ଦିନ ହେବ ‘ଜାନେ ମେରି ଜାନେ ମନ’ ଗୀତଟି ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହିଛି ।
ଏହି ଗୀତରେ ଅନେକ ଲୋକ ଭି-ଡି-ଓ କରି ସୋ-ସି-ଆ-ଲ ମି-ଡି-ଆରେ ସେୟାର କରୁଛନ୍ତି । ହେଲେ ଗତ କିଛି ସମୟ ହେବ ଏକ କୁନି ଝିଅର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋ-ସି-ଆ-ଲ ମି-ଡି-ଆରେ ଏକ କୁନି ଝିଅର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଝିଅଟି ‘ଜାନେ ମେରି ଜାନେ ମନ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛି । ଝିଅଟି ବହୁତ ସୁନ୍ଦର ଓ କ୍ୟୁଟ ହୋଇଥିବାରୁ ଲୋକ ମାନେ ତାର ଏହି ଭି-ଡି-ଓକୁ ବହୁତ ଅଧିକ ପସନ୍ଦ କରୁଛନ୍ତି ।
ଝିଅଟିର ବୟସ ବହୁତ କମ ଅଛି ହେଲେ ଆକଟିଙ୍ଗ ବହୁତ ସୁନ୍ଦର କରୁଛି । ଏହି ଗୀତରେ ଝିଅଟି ବହୁତ ସୁନ୍ଦର ଏକ୍ସ ପ୍ରେସନ ଦେବା ସହ ବହୁତ ଭଲ ଡ୍ୟାନ୍ସ କରିଛି ଯାହାକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଲୋକ ମାନେ ଏହି ଝିଅର ଡ୍ୟାନ୍ସ ଭି-ଡି-ଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଓ ଏହି ଭି-ଡି-ଓଟିକୁ ବହୁତ ଉପଭୋଗ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ଝିଅଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।