ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ କେବଳ ଏବେ ନୁହେଁ ବହୁତ ପୁ-ରା-ତ-ନ କା-ଳ-ରୁ ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆ ଯାଇନାହିଁ । ପୁ-ରୁ-ଷ ମାନେ ନାରୀ ଉପରେ ଅ-ତ୍ୟା-ଚା-ର କରି ଆସିଛନ୍ତି ।
କାରଣ ପୁ-ରୁ-ଷ ମାନେ ସର୍ବଦା ନାରୀ କୁ ଅ-ବ-ଳା ଦୁ-ର୍ବ-ଳା ଭାବିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ପ୍ରାୟତଃ ସମ୍ପୂର୍ଣ୍ଣ ଭାରତ ରେ ଲକଡାଉନ ଘୋ-ଷ-ଣା କରାଯାଇଛି । ସମ୍ପୂର୍ଣ୍ଣ ଭାରତ ଲକ ଡାଉନ ରେ ଘରେ ଥିବା ବେଳେ ଜଣେ ଦୁ-ର୍ବୃ-ତ୍ତ ଜଣେ ମ-ହି-ଳା ଙ୍କୁ ମା-ଡି ବ-ସି ତାଙ୍କୁ ଲୁ-ଟି ନେଇଛନ୍ତି ।

ବନ୍ଧୁଗଣ ମ-ହି-ଳା ଜଣଙ୍କ ଯେତେବେଳେ ସକାଳେ ପରିବା ଆଣିବା ପାଇଁ ବଜାର କୁ ଯାଉଥିଲେ ସେତେବେଳେ ଜଣେ ଦୁ-ର୍ବୃ-ତ୍ତ ତାଙ୍କୁ ଜୋର କରି ମା-ଡି-ବ-ସି ତାଙ୍କ ତାଙ୍କ ବେ-କ-କୁ ଛୁ-ରୀ-ରେ ଆ-ଘା-ତ କରିଛି । ନୟାପଲି ଭି ଆଇ ପି ରୋଡ଼ ରେ ଯାଉଥିବା ବେଳେ ମ-ହି-ଳା ଙ୍କ ସହିତ ଘ-ଟି-ଛି ଏହି ଅ-ଭା-ବ-ନୀ-ୟ ଘ-ଟ-ଣା । ତେବେ ସେହି ଦୁ-ର୍ବୃ-ତ୍ତ ଜଣଙ୍କ ତାଙ୍କ ଠାରୁ କିଛି ଲୁ-ଟି-ବା ପାଇଁ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏପରି କରିଛି ତାହା କିଛି ଜଣା ପଡି ନାହିଁ ।

ସି-ସି-ଟି-ଭି ରୁ ମିଳିଥିବା ଏକ ଭି-ଜୁ-ଆ-ଲ ରେ ଦେଖା ଯାଉଛି ଯେ ଯୁବକ ଜଣଙ୍କ ମ-ହି-ଳା ଙ୍କୁ ଅ-ଟ-କା-ଇ କିଛି ପଚାରୁଛି ଓ କିଛି ସମୟ ପରେ ଏକ ଧା-ରୁ-ଆ ଅ-ସ୍ତ୍ର ଦେ-ଖା-ଇ ମ-ହି-ଳା ଙ୍କୁ ଡ଼-ରା-ଉ-ଛି । ଏହା ପରେ ମ-ହି-ଳା ଜଣଙ୍କ କୌ-ଣ-ସି ମତେ ତା ନିକଟ ରୁ ଖ-ସି ଯା-ଇ-ଥି-ଲେ କିନ୍ତୁ ପୁଣି ଦୁ-ର୍ବୃ-ତ୍ତ ଜଣଙ୍କ ତାଙ୍କ ନି-କ-ଟ କୁ ଆସିବାରୁ ସେ ବ-ଡ଼ ପା-ଟି କରି ଚି-ତ୍କା-ର କରିଥିଲେ ଓ ଏହା ପରେ ସେହି ଦୁ-ର୍ବୃ-ତ୍ତ ଜଣଙ୍କ ସେଠାରୁ ଫେ-ରା-ର ହୋଇଯାଇଥିଲା ।
ଲକଡାଉନ ରେ ମଧ୍ୟ ଦୁ-ର୍ବୃ-ତ୍ତ ମାନେ ବହୁତ ମାତ୍ରା ରେ ସ-କ୍ରି-ୟ ଅଛନ୍ତି । ମ-ହି-ଳା ଜଣଙ୍କ ଙ୍କ ଠାରୁ କିଛି ଲୁ-ଟ କରିବା ପାଇଁ ଦୁ-ର୍ବୃ-ତ୍ତ ଜଣଙ୍କ ଆ-କ୍ର-ମ-ଣ କରିଥିଲା ବୋଲି ସ-ନ୍ଦେ-ହ କରାଯାଉଛି । ମ-ହି-ଳା ଜଣଙ୍କ ଏଥିରେ କିଛି ମା-ତ୍ରା-ରେ ଆ-ହ-ତ ହୋଇଥିବାରୁ ସେ ଏକ ଘରୋଇ ହ-ସ୍ପି-ଟା-ଲ-ରେ ଚି-କି-ତ୍ସି-ତ ହେଉଛନ୍ତି । ପୋ-ଲି-ସ ବର୍ତ୍ତମାନ ସି-ସି-ଟି-ଭି ଫୁ-ଟେ-ଜ ଦ୍ୱାରା ଘ-ଟ-ଣା ର ଖୋ-ଳ-ତା-ଡ଼ କରୁଛି । ତେବେ ଲକଡାଉନ ସମୟ ରେ ଏପରି ଘ-ଟ-ଣା କୁ ନିୟନ୍ତ୍ରଣ କରିବା ପୋ-ଲି-ସ ପାଇଁ ଏକ ଚ୍ୟାଲେଞ୍ଜ ସାଜିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

