ବନ୍ଧୁଗଣ ସମାଜର ରକ୍ଷା କରିବା ପାଇଁ ସରକାର ପୋ-ଲି-ସ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ପୋ-ଲି-ସ ନିଜ କାମ ଠିକ ଭାବରେ କରିବା ଦ୍ଵାରା ଆଜି ଆମେ ମାନେ ରାସ୍ତାରେ ଚାଲି ପାରୁଛୁ । ହେଲେ ଏପରି କିଛି ପୋ-ଲି-ସ ଅଛନ୍ତି ଯେଉଁ ମାନଙ୍କ ପାଇଁ ସଂପୂର୍ଣ୍ଣ ପୋ-ଲି-ସ ଡିପାର୍ଟମେଣ୍ଟର ନାମ ତଳକୁ ଖସିଯାଉଛି ।
ଏହି ପୋ-ଲି-ସ ମାନଙ୍କର କଳା କର୍ଣ୍ଣମା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ କିଛି ଭାଇରାଲ ଭିଡିଓ ବିଷୟରେ କହିବୁ ଯେଉଁଥିରେ କିଛି ପୋ-ଲି-ସ ବାଲା ନିଜ ଡିପାର୍ଟମେଣ୍ଟର ନାମ ତଳେ ପକାଇ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭାଇରାଲ ଭିଡିଓ ବିଷୟରେ ।
୧. ୨୦୨୦ ମସିହା ଜୁଲାଇ ମାସରେ ଓଡିଶାର ବରମପୁରରେ ଏପରି ଏକ ଘଟଣା ଘଟିଥିଲା ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ସେହି ସମୟରେ ଲକଡାଉନ ଚାଲିଥିଲା ଓ ଲୋକଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଯାଇଥିଲା ।
ସେତେବେଳେ ଗୋଟେ କଦଳିବାଲା କଦଳୀ ବିକିବା ପାଇଁ ଯାଉଥିବା ସମୟରେ ତାକୁ ପୋ-ଲି-ସ ଅଟକାଇ ଥିଲା ଓ ତାର ସମସ୍ତ କଦଳୀକୁ ନେଇ ଯାଇଥିଲା । ସୋସିଆଲ ମିଡିଆରେ ପୋ-ଲି-ସର ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ସେହି ଗରିବ କଦଳୀ ବାଲା ଜଣକ କାନ୍ଦୁଥିବା ବେଳେ ପୋ-ଲି-ସ ତା ଉପରେ କୌଣସି ଦୟା କରିନଥିଲା ।
୨. ୧୭ ଡିସେମ୍ବର ୨୦୨୦ରେ ମହାରାଷ୍ଟ୍ରର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସ୍ଵାତି ସୋନାର ନାମକ ଏକ ଟ୍ରାଫିକ ପୋ-ଲି-ସ କିଛି ଝିଅ ମାନଙ୍କୁ ଚା-ଲା-ଣ କା-ଟି-ବା ପାଇଁ ଧ-ରି-ଥି-ବାର ନଜର ଆସିଥିଲା । ସେହି ସମୟରେ ସେହି ଝିଅ ମାନେ ସ୍ଵାତିଙ୍କୁ ଜୋ-ରି-ମା-ନା ବଦଳରେ ଲା-ଞ୍ଚ ଦେବା ପାଇଁ କହିଥିଲେ ଓ ସ୍ଵାତି ମଧ୍ୟ ଲା-ଞ୍ଚ ନେବାକୁ ପଛେଇ ନଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ।
୩. ବନ୍ଧୁଗଣ ଚଣ୍ଡିଗଡରେ ମଧ୍ୟ ଏକ ଟ୍ରାଇଫ ପୋ-ଲି-ସର ଲାଞ୍ଚ ନେବାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ବନ୍ଧୁଗଣ ପଞ୍ଜାବର ଫାଇନାନ୍ସ ମିନିଷ୍ଟର ମନପ୍ରିତ ସିଂହ ବାଦଲ ନିଜ ଗାଡିରେ ଯାଉଥିବା ବେଳେ ଗୋଟେ ଟ୍ରାଫିକ ପୋ-ଲି-ସ ତାଙ୍କ ଡ୍ରାଇଭରକୁ ଲାଞ୍ଚ ମାଗିଥିଲା ।
ଯେହେତୁ ଗାଡିଟି ସାଧାରଣ ଥିଲା ତେଣୁ ଟ୍ରାଫିକ ପୋ-ଲି-ସ ଜଣକ ଗାଡି ଭିତରେ ମନ୍ତ୍ରୀ ଅଛନ୍ତି ବୋଲି ଜାଣି ପାରି ନଥିଲା । ଏହି ଘଟଣାଟି ମାର୍ଚ୍ଚ ୨୦୧୭ରେ ହୋଇଥିଲା ଓ ମନ୍ତ୍ରୀ ନିଜେ ଟ୍ରାଫିକ ପୋ-ଲି-ସକୁ ଲାଞ୍ଚ ନେଉଥିବା ସମୟରେ ଧରିଥିଲେ । ଯେତେବେଳେ ପୋ-ଲି-ସ ଜାଣିଦେଲା ତାହା ହେଉଛି ମନ୍ତ୍ରୀଙ୍କ ଗାଡି ସେତେବେଳେ ପୋ-ଲି-ସ ଆସି ଭୁଲ ମାଗିଥିଲା ।
୪. ଜୁନ ୨୦୧୬ରେ ରାଜସ୍ଥାନର ଅଲୱାରରେ ଝାଡ଼ଖଣ୍ଡ ପୋ-ଲି-ସ ଆସି ଏକ ଝିଅକୁ ଗି-ର-ଫ କରିଥିଲା । ଝିଅକୁ ର-ସି-ରେ ବା-ନ୍ଧି ଉଚ୍ଚ ନ୍ୟାୟଳୟର ପ୍ରଥମ ନି-ୟ-ମ-କୁ ଉଲଂଘନ କରିଥିଲା । ଝିଅଟି ନିଜ ପରିବାର ଲୋକଙ୍କ ପାଇଁ ପୋ-ଲି-ସ ହାତରେ ଗି-ର-ଫ ହୋଇଥିଲା । ଅବଶ୍ୟ ଝିଅର ସେହି ମା-ମ-ଲା-ରେ କୌଣସି ଦୋ-ଷ ନଥିଲା ଯେତେବେଳେ ଏହି ଘ-ଟ-ଣା ବିଷୟରେ ଉଚ୍ଚ ଅଧିକାରୀ ମାନେ ଜାଣିଲେ ସେତେବେଳେ ସେହି ମାମଲାରେ ଥିବା ଗୋଟେ ସବ ଇନ୍ସ୍ପେକ୍ଟର ଓ ଦୁଇଟି ମହିଳା କନେଷ୍ଟବଳକୁ ସସ୍ପେଣ୍ଡ କରଯାଇଥିଲା ।
ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।