ଜେଲ ରେ ବସି ଜଗନ୍ନାଥଙ୍କ ଭଜନ ବୋଲୁଛି Gopal Das…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜେଲ୍ ରେ ଗୋପାଳ ବୋଲୁଛି କାଳିଆ ଭଜନ । ତେବେ ସୂଚନା ମୁତାବକ ଗୋପାଳ ହେଉଛି ବହୁତ ଧାର୍ମିକ ଓ ଇଶ୍ଵରବିଶ୍ଵାସୀ ଲୋକଟିଏ ଅଟେ । ତେବେ ଗୋପାଳ ବହୁତ ଦୟାଳୁ ଓ ହସମିଜାଜର ବ୍ୟକ୍ତିତ୍ଵଟିଏ ଅଟେ । ତେବେ ଏହା ଆମେ ନୁହେଁ ବଂର ଗୋପାଳ ସହିତ ମିଳାମିଶା କରିଥିବା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଚୌଦାର ଜେଲ୍ କୁ ଆସିବା ପରେ ଗୋପାଳ ନିଜର ଦୁଃଖ ଓ ଯ-ନ୍ତ୍ର-ଣାକୁ ଭୁଲାଇବା ପାଇଁ ଭଜନ ଓ ଜଣାଣ ବୋଲୁଛି ।

ତେବେ କେତେବେଳେ ବୋଲୁଛି ଏ ଯିବନ ଯୌବନ ସବୁ ପରା ତୁମ ଦାନ । କିଛି ଦେଇନାହଁ ବୋଲି କରିବି କି ଅଭିମାନ । ଆଉ କେତେବେଳେ ଆହେ ନୀଳ ଶୈଳ ଗୀତଟି ବୋଲି ଦେଉଛି । ତେବେ ଖାଲି ଏତିକି କାହିଁକି ଅନେକ ପ୍ରକାର କାଳିଆ ଭଜନ ଓ ଜଣାଣ ଗୋପାଳ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଏହା ଗୋପାଳ ପାଖରେ ରହୁଥିବା ଜେଲ୍ ର ୱାଡ଼ର ମାନେ କହୁଛନ୍ତି । ତେବେ ଜଣେ ଅଭିଯୁକ୍ତ ହୋଇ ମଧ୍ୟ ତା’ ମନରେ କୌଣସି ପ୍ରକାର ଡର କି ଭୟ ନାହିଁ ।

ପୁରା ନିର୍ବିକାର ହୋଇ ଗୋପାଳ ରହୁଛି । ଆଉ ନିଜ ମନ ଓ ମସ୍ତିସ୍କକୁ ଶାନ୍ତ ରଖିବା ପାଇଁ ଭଜନ ଗୀତ ବୋଲି ଦେଉଛି । ତେବେ ଗୋପାଳ ଯେତେବେଳେ ASI ପୋଲିସ କର୍ମଚାରୀ ଥିଲା । ସେବେଠାରୁ ତାକୁ ଅନେକ ଲୋକ ଜାଣିଛନ୍ତି । ଯେ ଗୋପାଳ ଠାକୁରଙ୍କୁ ବହୁତ ବିଶ୍ଵାସ କରେ ଓ ମାନେ ।

ତେବେ ଏହି ଜୀବନ ରୂପକ ଜଞ୍ଜାଳରୁ ଯେତେ ମଧ୍ୟ ଦୁଃଖ ଝଡ ରହିଥାଉ । କେବଳ ସେହି ମାତ୍ର ଜଣେ ଅଛି । ଯିଏ ସବୁ ଦୁଃଖ ଓ କଷ୍ଟରୁ ମଣିଷକୁ ପାର କରିଦେବ । ଆଉ ସିଏ ହେଉଛନ୍ତି ଭଗବାନ । ତେଣୁ ଗୋପାଳ ଜେଲ୍ ଭିତରେ ରହି ମଧ୍ୟ ଠାକୁରଙ୍କୁ ଭକ୍ତି କରିବା ଭୁଲି ନାହିଁ । ଏହା ସହିତ କାଳିଆ ଭଜନ ମଧ୍ୟ ବୋଳିବାକୁ ଭୁଲି ଯାଇନାହିଁ ।

ତେବେ ଖାଲି ଗୋପାଳ କାହିଁକି ସବୁ ମନୁଷ୍ୟ ଇଶ୍ଵରବିଶ୍ଵାସୀ ହେବା ତ ନିହାତି ଜରୁରୀ ଅଟେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *