ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିକାଲି ପ୍ରାୟ ସମସ୍ତଙ୍କ ଗୋଟିଏ ହିଁ ଅଭ୍ୟାସ । ବିଳମ୍ବ ରାତି ପର୍ଯ୍ୟନ୍ତ ଫୋନ କିମ୍ବା ଲାପଟପ ରେ କିଛି ନା କିଛି ଦେଖିବା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ପୁରୁଷ ଙ୍କ ପାଇଁ ଘା-ତ-କ ସାଜିପାରେ । ଗୋଟିଏ ନୂଆ ଷ୍ଟଡି ଅନୁସାରେ ଫୋନ ଓ ଲାପଟପ ରୁ ବାହାରୁ ଥିବା ବ୍ଲ୍ୟୁ ଲାଇଟ ପୁରୁଷ ଙ୍କ ସ୍ପ-ର୍ମ କ୍ବାଲିଟି କୁ ଖରାପ କରିଦେବ । ଏହି ଷ୍ଟଡି ଆମେରିକା ର ଭର୍ଚୁଆଲ ସ୍ଲିପ ପତ୍ରିକା ରେ ବାହାରିଛି ।
ଷ୍ଟଡି ପାଇଁ ବିଶେଷଜ୍ଞ ମାନେ ୨୧ ରୁ ୫୯ ବର୍ଷ ମଧ୍ୟରେ ଥିବା ୧୧୬ ଜଣ ପୁରୁଷ ଙ୍କ ସ୍ପ-ର୍ମ ସା-ମ୍ପଲ କୁ ନେଇ ପରୀକ୍ଷା କରିଥିଲେ । ଏହି ସମସ୍ତ ବ୍ୟକ୍ତି ଫ-ର୍ଟି-ଲି-ଟି ଇ-ଭା-ଲୁଏ-ସ-ନ ପ୍ରଣାଳୀ ରେ ସାମିଲ ହୋଇଥିଲେ । ଏହି ସମସ୍ତ ଲୋକଙ୍କ ନିଦ ସହିତ ଜଡ଼ିତ ଅଭ୍ୟାସ ଓ ଇଲେକ୍ଟ୍ରନିକ ଗ୍ୟାଜେଟ ସହିତ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା । ଷ୍ଟଡି ରେ ସନ୍ଧ୍ୟା ଓ ବିଳମ୍ବ ରାତି ପର୍ଯ୍ୟନ୍ତ ଗ୍ୟାଜେଟ ରୁ ବାହାରୁଥିବା ଲାଇଟ ଓ ଖରାପ ସ୍ପ-ର୍ମ ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଥିଲା ।
ଏଥିରେ ସୁସ୍ଥ ପୁରୁଷ ଙ୍କ ସ୍ପ-ର୍ମ ଓ ତାଙ୍କ ଫ-ର୍ଟି-ଲି-ଟି ଉପରେ ରେଡିଏସନ ର ପ୍ରଭାବ କୁ ଷ୍ଟଡି କରାଯାଇଥିଲା । ଷ୍ଟଡି ଏହା ସ୍ପଷ୍ଟ କରିଛି ଯେ, ଇଲେକ୍ଟ୍ରନିକ ଓ ଡିଜିଟାଲ ମିଡିଆ ଉପକରଣ ର ବ୍ୟବହାର ଦ୍ୱାରା ପ୍ର-ଜ-ନ-ନ କ୍ଷମତା ଉପରେ ଅତ୍ୟଧିକ ପ୍ରଭାବ ପଡ଼ିଥାଏ । ଷ୍ଟଡି ର ଥେସିସ ଅନୁସାରେ ସ୍ମାର୍ଟ ଫୋନ ଓ ଟାଵଲେଟ୍ ସ୍ପ-ର୍ମ ର ଗତିଶୀଳତା ଓ କ୍ବାଲିଟି ଉପରେ ପ୍ରଭାବ ପକାଇଥାଏ । ଏହି ଉପକରଣ ରୁ ବାହାରିଥାଏ ଏସଡ଼ବ୍ଲ୍ୟୁଏଲ ରଶ୍ମି ।
ଏହି ଲାଇଟ ସହିତ ଯେତେ ଅଧିକ ସମ୍ପର୍କ ହୋଇଥାଏ ଇ-ମୋ-ର୍ଟା-ଲ ସ୍ପ-ର୍ମ ର ସଂଖ୍ୟା ସେତେ ଅଧିକ ହୋଇଥାଏ । ଏହି ଷ୍ଟଡି ରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଥିବା ପୁରୁଷ ଙ୍କ କାଉଣ୍ଟ ଭଲ ଓ ଗତିଶୀଳତା ମଧ୍ୟରେ ଭଲ ସଂପର୍କ ଥିବା ବିଶେଷଜ୍ଞ ମାନେ ଜାଣିବାକୁ ପାଇଛନ୍ତି । ଏଥିରୁ ଏହା ସ୍ପଷ୍ଟ ହେଲା ଯେ, ଯେଉଁ ପୁରୁଷ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କ ସ୍ପ-ର୍ମ ର ଗତିଶୀଳତା ଭଲ ହୋଇଥାଏ ଏବଂ ଯେଉଁ ପୁରୁଷ ବିଳମ୍ବ ରାତି ପର୍ଯ୍ୟନ୍ତ ଫୋନ ଓ ଲାପଟପ ବ୍ୟବହାର କରନ୍ତି ସେମାନଙ୍କ ସ୍ପ-ର୍ମ ର ଗତିଶୀଳତା ବାଧିତ ହୁଏ ଓ ଇଂ-ଫ-ର୍ଟି-ଲି-ଟି ର ସମ୍ଭାବନା ବଢ଼ିଥାଏ ।
ଏହି ଷ୍ଟଡି ରେ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ମଧ୍ୟ କୁହାଯାଇଛି ଯେ, ସ୍ମାର୍ଟ ଫୋନ ର ରେଡିଏସନ୍ ଦ୍ଵାରା ଡିଏନଏ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ । ଯେଉଁ କାରଣରୁ ଶରୀରର କୋଷ ଭଲ ହେବାର କ୍ଷମତା ହରାଇ ବସିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ସମସ୍ୟା ବିଶ୍ୱ ର ୨୦ ରୁ ୪୦ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହା ମୋଟ ଜନ ସଂଖ୍ୟା ର ୨୩% ଅଟେ । ସମସ୍ତ କାରଣରୁ ୭୦ ପ୍ରତିଶତ ଫୋନ ରେଡିୟେସନ ପ୍ରଭାବ ରେ ଏହାର ଶି-କା-ର ହୋଇଥାନ୍ତି ।
ଆପଣ ମାନେ ଏହା ଭାବୁଥିବେ ଯେ, ଫୋନ ଓ ଲାପଟପ ବ୍ୟବହାର କରିବା ବନ୍ଦ କରିଦେବା । ତାହା ନୁହେଁ କେବଳ ଶୋଇବା ପୂର୍ବରୁ ଗ୍ୟାଜେଟ ବ୍ୟବହାର କମାଇବା ଦ୍ୱାରା ହିଁ ଏହି ସମସ୍ୟା ର ସମାଧାନ ହୋଇ ପାରିବ । ନଚେତ ଏହା ଭବିଷ୍ୟତ ପିଢୀ ପାଇଁ ଏକ ଚେ-ତା-ବନୀ ସାବ୍ୟସ୍ତ ହୋଇପାରେ ।