IQ Test: ୭ ଟି ଟ୍ରିକି ପ୍ରଶ୍ନ, ଯିଏ କହିବ ଆପଣ କେତେ ବୁଦ୍ଧିମାନ ଅଟନ୍ତି ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧

ଆପଣଙ୍କ ମା’ଙ୍କ ଭାଇ ଙ୍କ ଭିଣେଇ ଙ୍କ ପିତା ଆପଣଙ୍କର କଣ ହେବେ ?

ଉତ୍ତର – ଜେଜେ

ପ୍ରଶ୍ନ-୨

ଗୋଟିଏ ରୁମ ରେ ୪୦୦ ଲୋକ ଥିଲେ, ସେଥିରୁ ୨ ଜଣ ଶୋଇଗଲେ,

ତେବେ କୁହନ୍ତୁ ସେହି ରୁମ ରେ ଆଉ କେତେ ଲୋକ ରହିଲେ ?

ଉତ୍ତର – ୪୦୦ ଲୋକ କାରଣ ଶୋଇଥିବା ଲୋକ ବି ସେହି ରୁମ ରେ ଅଛନ୍ତି ।

ପ୍ରଶ୍ନ-୩

ଯଦି ଗୋଟିଏ ଘରେ ୪ ଭଉଣୀ ଅଛନ୍ତି,

ସବୁ ଭଉଣୀମାନଙ୍କର ଗୋଟିଏ ଗୋଟିଏ ଭାଇ ଅଛି,

ଏବେ ତାଙ୍କ ମମି ପାପା ଘରେ ନାହାଁନ୍ତି,

ତେବେ କୁହନ୍ତୁ ଘରେ କେତେ ଜଣ ଅଛନ୍ତି ?

ଉତ୍ତର – ୫ ଜଣ (୪ ଭଉଣୀ ୧ ଭାଇ)

ପ୍ରଶ୍ନ-୪

ଗୋଟିଏ ରସି କୁ ଥରେ କାଟିଲେ ତାହା ୨ ଖଣ୍ଡ ହେଇଯାଏ

ତେବେ ସେହି ରସୀକୁ ୩ ଥର କାଟିଲେ ସେ କେତେ ଖଣ୍ଡ ହେବ ?

ଉତ୍ତର – ୪ ଖଣ୍ଡ

ପ୍ରଶ୍ନ-୫

ଗୋଟିଏ ସ୍ତ୍ରୀ ଲୋକକୁ ଦେଖାଇ ରାମ କୁହେ କି, ସେ ମୋ ମା’ର ସ୍ବାମୀର ମା’ ଙ୍କର ଝିଅ ଅଟେ, ତେବେ କୁହନ୍ତୁ ସେହି ସ୍ତ୍ରୀ ଲୋକର ରାମ ସହ କଣ ସମ୍ପର୍କ ?

ଉତ୍ତର – ପିଉସୀ

ପ୍ରଶ୍ନ-୬

ଉପରେ ଦିଆଯାଇଥିବା ଫଟୋରେ କିଛି ନମ୍ବର ଲେଖା ଅଛି, ତାହାକୁ ଧ୍ୟାନର ସହ ଦେଖନ୍ତୁ ଆଉ କୁହନ୍ତୁ କି “?” ଜାଗାରେ କଣ ଲାଗିବ ? (କିନ୍ତୁ ଉତ୍ତର ୬ ହେବ ନାହିଁ )

ଉତ୍ତର – R ମାନେ Reverse ତଳେ ଦିଆଯାଇଥିବା ଫଟୋକୁ ଦେଖନ୍ତୁ ବୁଝିଯିବେ ।

ପ୍ରଶ୍ନ-୭

ଗୋଟିଏ ମା’ ଓ ଝିଅ ବଜାର ଗଲେ

ଯେଉଁଠି ଦୋକାନୀ ଝିଅକୁ ୩ ଟି ପ୍ରଶ୍ନ କଲା

୧. ସକାଳେ ତୁମେ ଜଳଖିଆରେ କଣ ଖାଇଛ ?

୨. ତୁମ ମା କଣ କାମ କରନ୍ତି ?

୩. ଏବେ ତୁମକୁ କଣ ଜିନିଷ ଦରକାର ?

ଝିଅଟି ୩ ଟି ପ୍ରଶ୍ନର ଗୋଟିଏ ଉତ୍ତର ଦେଲା, କୁହନ୍ତୁ ତାହା କଣ ?

ଉତ୍ତର – କିଛି ନୁହେଁ

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *