ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ସମୟରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ରାସ୍ତା ଉପରେ କରାଯାଇଛି ବୋଲି ଖବର ଆସିଛି । ତେବେ ଯେଉଁ କାରଣରୁ ମନ୍ତ୍ରୀ ନବ ଦାସଙ୍କର ସ୍ଵାସ୍ଥ ଅବସ୍ତା ସଙ୍କଟାପର୍ଣ୍ଣ ହୋଇ ଅଧିକ ଗୁରୁତର ହୋଇଯାଇଛି । ତେବେ ମନ୍ତ୍ରୀଙ୍କର ଏଭଳି ଭାବରେ ଗୁରୁତର ଅବସ୍ତାରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଛି । ହେଲେ ଏଭଳି ଭାବରେ ଭୟାନକ କ-ଆଣ୍ଡ କରିଥିବା ଲୋକ ମଧ୍ୟ ସାମ୍ନାକୁ ଆସିଯାଇଛି ।
ତେବେ ସୂଚନା ଅନୁସାରେ ଜଣେ ପୋଲିସ କର୍ମଚାରୀ ହିଁ ଏଭଳି କାରନାମା ଘଟାଇଛନ୍ତି । ତେବେ ଗାନ୍ଧୀ ଛକ ପୋଲିସ ଆଉଟ ପୋଷ୍ଟରେ ASI ଥିବା ଜଣେ ପୋଲିସ କର୍ମଚାରୀ ହିଁ ଏହି ସବୁ କିଛି କରିଛନ୍ତି । ତେବେ ସେହି ପୋଲିସ ASI ଜଣଙ୍କ ହେଉଛନ୍ତି ଗୋପାଳ କୃଷ୍ଣ ଦାସ । ତେବେ ମନ୍ତ୍ରୀ ନବ ଦାସଙ୍କର ସ୍ଵାଗତ ନିମନ୍ତେ ଗାଡି ବାହାରେ ଅନେକ ଲୋକ ଉପସ୍ଥିତ ରହିଥିଲେ ।
ତେବେ ସେଠାରେ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ମଧ୍ୟ ଅନେକ ପୋଲିସ କର୍ମଚାରୀ ରହିଥିଲେ । ତେବେ କଥାରେ ଯେପରି କୁହାଯାଇଥାଏ । ରକ୍ଷକ ସାଜିଲେ ଭକ୍ଷକ । ଏଠାରେ ସେହିପରି କିଛି କାଣ୍ଡ ଘଟିଯାଇଛି । ତେବେ ମନ୍ତ୍ରୀଙ୍କର ସୁରକ୍ଷା ନିମନ୍ତେ ରହିଥିବା ପୋଲିସ ଗୋପାଳ କୃଷ୍ଣ ଏପରି ଭାବରେ କାଣ୍ଡ ଘଟାଇଥିଲେ ।
ତେବେ ଗୋପାଳକୃଷ୍ଣ ମନ୍ତ୍ରୀଙ୍କୁ ଟାର୍ଗେଟ କରି ରହିଥିଲେ । ସେ କେବଳ ମନ୍ତ୍ରୀଙ୍କ ଗାଡିରୁ ବାହାରିବାର ସୁଯୋଗ ଅପେକ୍ଷାରେ ରହିଥିଲେ । ତେବେ ଯେତେବେଳେ ମନ୍ତ୍ରୀ ନବ ଦାସ ବ୍ରଜରାଜନଗରର ଗାନ୍ଧି ଛକ ଠାରେ ଗାଡିରୁ ବାହାରିଥିଲେ । ସେତେବେଳେ ହଟାତ ଭାବରେ ଗୋପାଳକୃଷ୍ଣ ନିଜ କାମ ଆରମ୍ଭ କରିଦେଇଥିଲେ ।
ତାପରେ ମନ୍ତ୍ରୀଙ୍କର ଛାତିରେ ଆସି ବାଜିଥିଲା । ସେ ଗୁରୁତର ହୋଇ ଚେତ-ଆଶୂନ୍ୟ ହୋଇ ଠିଆ ହୋଇଥିବା ଜାଗାରେ ପଡିଯାଇଥିଲେ । ତେବେ ASI ଗୋପାଳ କୃଷ୍ଣ ଦାସ ଏଭଳି ଦୁଃସାହସିକ କାର୍ଯ୍ୟ କରିବାକୁ କାହା ଠାରୁ ମନ୍ତ୍ରଣା ପାଇଥିଲେ । ନା ତାଙ୍କର କିଛି ବ୍ୟକ୍ତିଗତ କାରଣ ଯୋଗୁ ସେ ମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ କରି ଥିଲେ ।
ତାହା ଠିକ ଭାବରେ ସ୍ପଷ୍ଠ ହୋଇପାରିନାହିଁ । ତେବେ ମନ୍ତ୍ରୀଙ୍କ ଛାତିରେ ବାଜିବା କାରଣରୁ ତାଙ୍କର ସ୍ଵାସ୍ଥ ଅବସ୍ତା ବହୁ ମାତ୍ରାରେ ଗୁରୁତର ହୋଇଯାଇଛି । ତେବେ ସେ ବର୍ତ୍ତମାନ ସମୟରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ