IAS ବାବୁଙ୍କୁ ଚିହ୍ନି ପାରିଲାନି ପରିବା ବିକାଳି ବୁଢ଼ୀ, କହିଲା- ଦୋକାନ ଜଗିଥା, ମୁଁ ଆସୁଛି, ତା’ପରେ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡ଼ି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡ଼ି-ଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ହେଲେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆରେ କିଛି ଏପରି ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସୋ-ସି-ଆ-ଲ ମି-ଡ଼ି-ଆରେ ଏକ ଫଟୋ ଗତ କିଛି ଦିନ ହେବ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏହି ଫଟୋରେ ଏକ ବ୍ୟକ୍ତି ପରିବା ବିକ୍ରି କରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏହି ବ୍ୟକ୍ତିଙ୍କ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଆଇଏଏସ ଅଧିକାରୀ । ଏହି ଫଟୋ ପଛରେ ଥିବା ରହସ୍ୟ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ ।

ପରିବା ବିକୁ ଥିବା ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ୟୁପି ସରକାରଙ୍କ ବରିଷ୍ଠ ଅଧିକାରୀ ଆଇଏଏସ ଡକ୍ଟର ଅଖିଳେଶ ମିଶ୍ର । ଅଖିଳେଶ ହେଉଛନ୍ତି ଉତ୍ତର-ପ୍ରଦେଶ ପରିବହନ ବିଭାଗର ସ୍ଵତନ୍ତ୍ର ସଚିବ । ସେ ଜଣେ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ଜଣେ ଭଲ କବି ମଧ୍ୟ। ତାଙ୍କୁ ପ୍ରାୟତଃ କବି ସମ୍ମିଳନୀରେ ଦେଖିବାକୁ ମିଳେ ।

ସୋ-ସି-ଆ-ଲ ମି-ଡ଼ି-ଆ-ରେ ତାଙ୍କର ଏହି ପରିବା ବିକା ଫଟୋ ଭା-ଇ-ରା-ଲ ହେବା ପରେ ଅଖିଳେଶ ମିଶ୍ର ଏନେଇ ଫେ-ସ-ବୁ-କ୍‌ ପୋ-ଷ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ସେ ଲେଖିଛନ୍ତି, ‘ମୁଁ କାଲି ସରକାରୀ କାର୍ଯ୍ୟରେ ପ୍ରୟାଗରାଜ ଯାଇଥିଲି । ଫେରିବା ବାଟରେ ପରିବା ଦେଖିବା ପାଇଁ ଅଟକିଥିଲି । ପରିବା ବିକୁଥିବା ଜଣେ ବୃଦ୍ଧା ସହ ଭେଟ ହୋଇଥିଲା । ସେ ମୋତେ ତାଙ୍କ ଦୋକାନ ଉପରେ ନଜର ରଖିବାକୁ କହି ଚାଲିଯାଇଥିଲେ । ବୋଧହୁଏ ତାଙ୍କ ପିଲା କେଉଁ ଆଡ଼େ ଚାଲିଯାଇଥିଲା । ତାକୁ ଖୋଜିବାକୁ ସେ ଦୋକାନରୁ ଉଠି ଯାଇଥିଲେ।’

ଏହାପରେ ସେ ଆଗକୁ ଲେଖିଛନ୍ତି-‘ବୃଦ୍ଧାଙ୍କ କହିବା ଅନୁସାରେ ମୁଁ ଦୋକନରେ ବସିଥିଲି । ତାପରେ ଜଣେ ପରେ ଜଣେ ଗ୍ରାହକ ଆସିଥିଲେ । ସେମାନଙ୍କୁ ପରିବା ବିକ୍ରି କରିଥିଲି । ଏହି ସମୟରେ ମୋର ଜଣେ ବନ୍ଧୁ ଫୋନ୍‌ରେ ଫଟୋ ଉଠାଇ ଫେ-ସ-ବୁ-କ୍‌-ରେ ଅ-ପ-ଲୋ-ଡ୍‌ କରିଦେଇଥିଲେ । ଏହା ପରେ ପରିବା ବିକାଳି ବୃଦ୍ଧା ଫେରିଆସିଥିଲେ ଏବଂ ମୁଁ ସେଠାରୁ ପଳାଇଆସିଥିଲି ।

ମୋର ସେହି ଫଟୋ ଭା-ଇ-ରା-ଲ୍‌ ହୋଇଥିବା ଜାଣିବାକୁ ପାଇଥିଲି । ପରେ ଫେ-ସ-ବୁ-କ୍‌-ରୁ ସେହି ଫଟୋ ଡି-ଲି-ଟ୍‌ କରିଦେଇଥିଲି’ । ତା ହେଲେ ବନ୍ଧୁଗଣ ଆଇଏଏସ ଅଖିଳେଶଙ୍କ ଏହି ଫଟୋରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *