ଏହି ୯ ଜଣ ହିନ୍ଦୁ ଅଭିନେତା ଦୁନିଆକୁ ଖାତିର ନକରି ମୁସ୍ଲିମ ଝିଅଙ୍କୁ କରିଛନ୍ତି ବିବାହ, ଜଣଙ୍କ ସ୍ତ୍ରୀ ତ ବିବାହ ପରେ ନାମ ହିଁ ବଦଳାଇ ଦେଲେ

ପ୍ରେମ ଯେତେବେଳେ କାହାକୁ ହୁଏ ତେବେ ମନ ଦେଖା ଯାଏ , ତାଙ୍କ ଧର୍ମ ଓ ଜାତି କଣ ଅଟେ ଏହି କଥାରେ କିଛି ଫରକ ପଡି ନଥାଏ , ଭାରତ ଭଳି ଦେଶରେ ଅଲଗା କାଷ୍ଟରେ ବିବାହ କରିବା ପୂର୍ବରୁ ଦଶଥର ଭାବିଥାନ୍ତି । ବଲିଉଡ଼ରେ କିଛି ଏମିତି ଅଭିନେତା ଅଛନ୍ତି ଯିଏକି କିଛି ନଭାବି ମୁସଲିମ ଝିଅ ସହିତ ବିବାହ କରିଥିଲେ । ତାଙ୍କ ପାଖରେ ଧର୍ମଠାରୁ ଅଧିକ ତାଙ୍କ ଭଲପାଇବା ଜରୁରୀ ଥିଲା ।

ରିତିକ ରୋସନ

ରିତିକ ରୋସନ ହିନ୍ଦୁ ହୋଇ ମଧ୍ୟ ସଞ୍ଜୟ ଖାନଙ୍କ ଝିଅ ସୁଜେନ ଖାନଙ୍କ ସହିତ 2000 ରେ ବିବାହ କରିଥିଲେ , କିଛି ବର୍ଷ ପରେ 2013 ରେ ଦୁଇ ଜଣଙ୍କ ଡିଭୋର୍ସ ହୋଇ ଯାଇଥିଲା , ଡିଭୋର୍ସ ପରେ ମଧ୍ୟ ରିତିକ ଓ ସୁଜେନ ଏବେ ବହୁତ ଭଲ ସାଙ୍ଗ ଅଟନ୍ତି , ଓ ସବୁବେଳେ ଦେଖାମଧ୍ୟ କରୁଛନ୍ତି , ଏହି ଦିଜଣଙ୍କର ଦୁଇଟି ପୁଅ ଅଛନ୍ତି ।

ସୁନିଲ ସେଠି

ସୁନିଲ ସେଠି ବି ଏହି ହିନ୍ଦୁ ଅଭିନେତାଙ୍କ ମଧ୍ୟରେ ଅଛନ୍ତି ଯିଏ ମୁସଲିମ ଅଭିନେତ୍ରୀ ସହିତ ବିବାହ କରିଥିଲେ , ସୁନିଲଙ୍କ ସ୍ତ୍ରୀଙ୍କୁ ସମସ୍ତେ ମାନା ସେଠି ନାମରେ ଜାଣିଛନ୍ତି , କିନ୍ତୁ ପ୍ରକୃତରେ ତାଙ୍କ ନାମ ମୋନିଶା କାଦରି ଅଟେ, ପ୍ରକୁତରେ ମାନାଙ୍କର ପଞ୍ଜାବୀ ଓ ମୁସଲିମ ଦୁଇଟି ବଂଶରୁ ସମ୍ପର୍କ ଅଛି , ସୁନିଲ ମାନାଙ୍କ ସହିତ 1991 ରେ ବିବାହ କରିଥିଲେ , ମାନା ମୁମ୍ବାଇର ଆର ହାଉସ ଫର୍ନିସିଙ୍ଗ ସଲ୍ୟୁସନ ପ୍ରାଇଭେଟର କ୍ରିୟେଟିଭ ଡାଇରେକ୍ଟର ଅଟନ୍ତି ।

ମନୋଜ ବାଜପେୟୀ

ମନୋଜ ବାଜପେୟୀ 2006 ରେ ନେହା ନାମକ ଝିଅ ସହିତ ବିବାହ କରିଥିଲେ , ନେହାଙ୍କ ପ୍ରକୃତ ନାମ ସବାନା ରାଜ ଅଟେ , ଏମିତି ହେଇଥିଲା କି ‘କରିବ’ ଫିଲ୍ମରେ ସବାନା ନେହା ନାମକ ଗୋଟେ ଝିଅର ଅଭିନୟ କରିଥିଲେ , ଏହା ପରଠୁ ହିଁ ସବୁଲୋକ ତାଙ୍କୁ ନେହା କହି ଡାକୁଛନ୍ତି ।

ସଞ୍ଜୟ ଦତ୍ତ

ସଞ୍ଜୟ ଦତ୍ତ ମାନ୍ୟତାଙ୍କ ସହିତ ତୃତୀୟ ବିବାହ 2008 ରେ କରିଥିଲେ , ମାନ୍ୟତା ଗୋଟେ ମୁସଲିମ ପରିବାରକୁ ବିଲଙ୍ଗ କରନ୍ତି , 22 ଜୁଲାଇ 1978 ରେ ଜନ୍ମିତ ମାନ୍ୟତାଙ୍କ ପିତାଙ୍କ ନାମ ଦିଲନଶିନ ଶେଖ ଅଟେ।

ସୁନିଲ ଦତ୍ତ

ଗତ ଯୁଗର ଫେମସ କଳାକାର ସୁନିଲ ଦତ୍ତ ବଲିଉଡର ପପୁଲାର ଆକ୍ଟ୍ରେସ ନର୍ଗିସଙ୍କ ସହିତ ବିବାହ କରିଥିଲେ , ଏହି ବିବାହ 1958 ରେ ହେଇଥିଲା , 1957 ରେ ଦୁହେଁ ମଦର ଇଣ୍ଡିଆ ଫିଲ୍ମରେ କାମ କରିଥିଲେ , ସେଇଠୁ ଦୁଇ ଜଣଙ୍କୁ ପ୍ରେମ ହୋଇଥିଲା , ନର୍ଗିସଙ୍କର ପ୍ରକୃତ ନାମ ଫତିମା ରଶିଦ ଅଟେ ।

କୁନାଲ ଖେମୁ

ବଲିଉଡ ଆକ୍ଟର କୁନାଲ ଖେମୁ ହିନ୍ଦୁ ପରିବାରକୁ ବିଲଙ୍ଗ କରିବା ସତ୍ବେ ସେଫ ଅଲି ଖାନଙ୍କ ସାନ ଭଉଣୀ ସୋହା ଅଲି ଖାନଙ୍କ ସହିତ ବିବାହ କରିଥିଲେ , ଶୋହାଙ୍କ ମାଆ ହିନ୍ଦୁ କିନ୍ତୁ ତାଙ୍କ ପିତା ମୁସ୍ଲିମ ଥିଲେ ।

ଆଦିତ୍ୟ ପଞ୍ଚୋଲି

ଆଦିତ୍ୟ ପଞ୍ଚୋଲି 1986 ରେ ବିଶାଖାପାଟନା ରେ ଜନ୍ମିତ ମୁସ୍ଲିମ ପରିବାରର ଜରିନା ବାହବଙ୍କ ସହିତ ବିବାହ କରିଥିଲେ । ତାଙ୍କୁ ମୁସ୍ଲିମ୍ ଝିଅ ସହିତ ବିବାହ କରିବାରେ କିଛି ଅସୁବିଧା ନଥିଲା ।

ରାଜ ବବ୍ବର୍

ରାଜ ବବ୍ବର୍ 1775 ରେ ନାଦିରା ବବ୍ବରଙ୍କ ସହିତ ବିବାହ କରିଥିଲେ , ନାଦିରାଙ୍କ ପ୍ରକୃତ ନାମ ଜାହିରା ଅଟେ । ବିବାହ ପରେ ନାଦିରା ବବ୍ବର ହୋଇଯାଇଥିଲେ ।

କମଳଜିତ୍

କମଳଜିତ୍ 1974 ରେ ମୂସ୍ଲିମ୍ ଝିଅ ବାଦିତା ରହମାନଙ୍କ ସହିତ ବିବାହ କରିଥିଲେ , ବାଦିତା ଭାରତର ତାମିଲନାଡୁର ଚେଙ୍ଗଲପଡୁର ନିବାସୀ ଅଟନ୍ତି ।

ତେବେ ଆପଣଙ୍କୁ ଏମାନଙ୍କ ମଧ୍ୟରୁ କାହା ଯୋଡି ଅଧିକ ପସନ୍ଦ ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଏମିତି ମନୋରଞ୍ଜନ ଦୁନିଆର ଚଟପଟା ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *