ଏମାନେ ହେଲେ ‘ହେ ପ୍ରଭୁ’ ସିରିୟଲ ର Actor ମାନଙ୍କର Real life ପାର୍ଟନର, ନଂ 1 ଯୋଡି ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ହେ ପ୍ରଭୁ’ ନିଶ୍ଚୟ ଦେଖିଥିବେ ।

ଏହି ଧାରାବାହିକଟି ବହୁତ ଲୋକପ୍ରିୟତା ହାସଲ କରିଛି କାରଣ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ପାରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ।

ସୁବାସିସ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁବାସିସ ଶର୍ମା । ସୁବାସିସ ଏହି ଧାରାବାହିକରେ ପ୍ରଭୁ ଭୂମିକାରେ ନଜର ଆସୁଛନ୍ତି । ସୁବାସିସ ୨୦୧୭ ମସିହାରେ ଆନିଶା ଶର୍ମାଙ୍କ ସହ ପ୍ରେମ ବିବାହ କରିଥିଲେ ।

ପ୍ରିୟାଙ୍କା ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରିୟାଙ୍କା ମହାପାତ୍ର । ସେ ଏହି ଧାରାବାହିକରେ ସ୍ଵାତିର ଭୂମିକା ପଦର୍ଶନ କରିଛନ୍ତି । ପ୍ରିୟାଙ୍କା ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ସନ୍ଦିପ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସନ୍ଦିପ ମିଶ୍ର । ସନ୍ଦିପ ଏହି ଧାରାବାହିକରେ ଆଦର୍ଶର ଭୂମିକାରେ ନଜର ଆସୁଛନ୍ତି । ସନ୍ଦିପ ୨୦୧୯ ମସିହାରେ ସୁଶ୍ରୀ ହୋତାଙ୍କ ସହ ବିବାହ କରିଛନ୍ତି ।

ଶ୍ଵେତା ଆଚାର୍ଯ୍ୟ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶ୍ଵେତା ଆଚାର୍ଯ୍ୟ । ଶ୍ଵେତା ଏହି ଧାରାବାହିକରେ ଝରଣାର ଭୂମିକା ପଦର୍ଶନ କରିଛନ୍ତି । ଶ୍ଵେତା ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ତାଙ୍କର ବିବାହ ହୋଇ ନାହିଁ ।

ପ୍ରତିଭା ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ପ୍ରତିଭା ପଣ୍ଡା । ପ୍ରତିଭା ଏହି ଧାରାବାହିକରେ ଭଦ୍ରାର ଭୂମିକାରେ ନଜର ଆସୁଛନ୍ତି । ପ୍ରତିଭାଙ୍କ ସ୍ଵାମୀଙ୍କ ନାମ ହେଉଛି ରୁନା ପଣ୍ଡା ଏବଂ ତାଙ୍କର ଏକ ଝିଅ ମଧ୍ୟ ଅଛି ।

ପ୍ରତିଭା ଦାସ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରତିଭା ଦାସ । ପ୍ରତିଭା ଏହି ଧାରାବାହିକରେ ରେଣୁ ଭୂମିକାରେ ନଜର ଆସୁଛନ୍ତି । ପ୍ରତିଭଡା ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସିରିଏଲଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *