Gopal Das କୁ ନେଇ ବଡ ଖବର ! ଗୁଜୁରାଟର ଟେଷ୍ଟ ରିପୋର୍ଟକୁ ଗ୍ରହଣ କରିବନି କୋର୍ଟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୁଜୁରାଟର ଟେଷ୍ଟ ରିପୋର୍ଟକୁ କୋର୍ଟରେ ପ୍ରମାଣ ଭାବେ ଉପସ୍ଥାପିତ ହୋଇପାରିବ ନାହିଁ । ତେବେ ଅଭିଯୁକ୍ତ ଗୋପାଳ ଦାସର ବହୁ ଚର୍ଚିତ ନାର୍କୋ ଟେଷ୍ଟ ଘଟଣାରେ ଏକ ନୂଆ ମୋଡ ଆସିଛି । ତେବେ ସୂଚନା ମୁତାବକ ବର୍ତ୍ତମାନ ସମୟରେ ଏପରି ଏକ ଖବର ଆସି ପହଞ୍ଚିଛି । ଯେଉଁଠାରେ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ ଅଭିଯୁକ୍ତ ଗୋପାଳର ନାର୍କୋ ଟେଷ୍ଟ କୋର୍ଟ ଗ୍ରହଣ କରିବ ନାହିଁ ।

ତେବେ ମନ୍ତ୍ରୀ ନବ ଦାସ ହତୟଆ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆଣିବା ପାଇଁ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟକୁ ନିଆଯାଇଥିଲା । ତେବେ ନାର୍କୋ ଟେଷ୍ଟ ସାଧାରଣତହ ଭାବରେ ହତୟଆ, ଗଣ ଦୁଷ୍କର୍ମ ଓ ଦଙ୍ଗା ଆଦି ମାମଲାରେ ଜଡିତ ଅଭିଯୁକ୍ତ ମୁହଁରୁ ସତ କଥା ଓଗାଳିବା ପାଇଁ ନାର୍କୋ ଟେଷ୍ଟ କରାଯାଇଥାଏ । ତେବେ ଏଥିରୁ ଯେଉଁ ସବୁ ତଥ୍ୟ ମିଳିଥାଏ । ତାହା ସଠିକ ସତ୍ୟ କଥା ବୋଲି କୋର୍ଟ ଗ୍ରହଣ କରିନଥାଏ ।

କାରଣ ଏହା କେତେ ସତ ଓ କିଛି ମିଥ୍ୟା ମଧ୍ୟ ହୋଇଥାଏ । ତେବେ ନାର୍କୋ ଟେଷ୍ଟ ଉଭୟ କୋର୍ଟ ଓ ଅଭିଯୁକ୍ତଙ୍କ ପରାମର୍ଶରେ କରାଯାଇଥାଏ । ଯଦି ଅଭିଯୁକ୍ତ ରାଜି ହୋଇନଥାଏ । ତେବେ କ୍ରାଇମ ବ୍ରାଞ୍ଚ ଟିମ ଚାହିଁଲେ ବି ମଧ୍ୟ ଅଭିଯୁକ୍ତର ନାର୍କୋ ଟେଷ୍ଟ କରିପାରିନଥାଏ । ତେବେ ନାର୍କୋ ଟେଷ୍ଟ କରାଯାଉଥିବା ବ୍ୟକ୍ତିର ସମୟ ସମୟରେ ମୃ-ତ୍ୟୁ ହୋଇଯିବାର ମଧ୍ୟ ସମ୍ଭାବନା ରହିଥାଏ ।

ତେବେ ମନ୍ତ୍ରୀ ନବ ଦାସ ହତୟଆ ସହିତ ଜଡିତ ଗୋପାଳ ଦାସର ନାର୍କୋ ଟେଷ୍ଟ କରାଯିବ । ତେବେ ନାର୍କୋ ଟେଷ୍ଟ ଗୋପାଳର କରାଯିବା ପରେ ସେଥିରୁ ଯେଉଁ ତଥ୍ୟ ମିଳିବ । ସେହି ତଥ୍ୟ ଆଧାରରେ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ ଚାଲିଥିବା ତଦନ୍ତରେ କିଛି ସାହାଜ୍ଯ ଆସିପାରେ । ହେଲେ ଗୁଜୁରାଟ ଯାଇ ଗୋପାଳର ଯେଉଁ ନାର୍କୋ ଟେଷ୍ଟ କରାଯାଇ ଯେଉଁ ଟେଷ୍ଟ ରିପୋର୍ଟ ବାହାରିବ ।

ତାହାକୁ କିନ୍ତୁ କୋର୍ଟରେ ପ୍ରମାଣ ରୂପେ ଦାଖଲ କରାଯାଇ ପାରିବ ନାହିଁ । କେବଳ ତଦନ୍ତରେ ସହାୟକ ହେବା ପାଇଁ ହିଁ ଅଭିଯୁକ୍ତର ନାର୍କୋ ଟେଷ୍ଟ କରାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *