କମେଡିଆନ Gudu ଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ Priyanka, କଣ କହିଲେ ସେ ? ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଗୁଡୁ । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ଗୁଡୁଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ଗୁଡୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ଓ ସେ ଅନେକ ସୁପର ହିଟ ଫିଲ୍ମ କରି ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଗୁଡୁଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଗୁଡୁ ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗୁଡୁଙ୍କ ପତ୍ନୀଙ୍କ ନାମ ହେଉଛି ପ୍ରିୟଙ୍କା । ତେବେ ବନ୍ଧୁଗଣ ଗୁଡୁ ଓ ତାଙ୍କ ପତ୍ନୀଙ୍କ ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦୁହେଁ ନିଜ ପ୍ରେମ କାହାଣୀ ବିଷୟରେ କହୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ପ୍ରଥମେ ଗୁଡୁ ନିଜର ପ୍ରେମ କାହାଣୀ ବିଷୟରେ କହୁଛନ୍ତି । ଏହା ପରେ ପ୍ରିୟଙ୍କା ମଧ୍ୟ ଗୁଡୁଙ୍କ ବିଷୟରେ କହୁଛନ୍ତି । ପ୍ରିୟଙ୍କା କହିଛନ୍ତି-‘ମୁ ତାଙ୍କର ବହୁତ ବଡ ଫ୍ୟାନ ଥିଲି ମୁ ଦେଖିଲି ସେ ମୋତେ ଫାଲୋ ରିକ୍ଵେଷ୍ଟ ପଠେଇ ଛନ୍ତି । ପ୍ରଥମେ ମୁ ଭାବିଲି ଏଇଟା ଫେକ ନା ସତରେ । ତା ପରେ ମୁ ଆକସେପ୍ଟ କଲି ସେ ମୋତେ ଗୁଡ ମର୍ନିଙ୍ଗ ମେସେଜ ପଠେଇ ଥିଲେ’ ।

ଆଗକୁ ସେ କହିଛନ୍ତି-‘ତା ପରେ ମୁ ଭାବିଲି ଫେକ ହେଲେ ସେହି ସମୟରେ ସେ ଭିଡିଓ କଲ୍ କରିବାକୁ କହିଲେ ଭିଡିଓ କଲ୍ କରିବା ପରେ ଜଣା ପଡିଲା’ । ଏହି କଥା ପରେ ଗୁଡୁ କହୁଛନ୍ତି, ଆହୁରି କେତେ କଥା ଅଛି ପୋଲିସ କେସ ହେଇଛି ମାରା ପିଟା ହେଇଛି ଧମକା ଧମକି ହେଉଛି ସେସବୁ କଥା ମଧ୍ୟ କହିବା ପାଇଁ ସେ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *