ଇଏ ହେଲେ WWE ଷ୍ଟାର ଗ୍ରେଟ ଖଲିଙ୍କ ପତ୍ନୀ, ସୁନ୍ଦରତାରେ କୌଣସି Bollywood ହିରୋଇନ ଙ୍କ ଠାରୁ ବି ନୁହନ୍ତି କମ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଡବ୍ଲୁ ଡବ୍ଲୁ ଇ ର ସୁପରଷ୍ଟାର ଦ ଗ୍ରେଟ ଖଲିଙ୍କୁ କିଏ ବା ଜାଣିନାହାନ୍ତି । ଡବ୍ଲୁ ଡବ୍ଲୁ ଇ ରେ କେତେ ଖେଳାଳୀ ଙ୍କୁ ଧୂଳି ଚଟେଇଥିବା ଖଲି ଭାରତ ର ଗୌରବ ଅଟନ୍ତି ।ସିଏ କେବେ ବି ସ୍ୱପ୍ନ ରେ ବି ଭାବିନଥିଲେ ତାଙ୍କ ନାଁ ପୁରା ଦୁନିଆ ରେ ହେବ ବୋଲି । କିନ୍ତୁ ଆମେ ଆଜି ଜାଣିବା ଖଲିଙ୍କର ପତ୍ନୀ ଙ୍କ ବିଷୟରେ ଯିଏ କି ବହୁତ ସୁନ୍ଦର ଦେଖିବାକୁ । ତେବେ ବନ୍ଧୁଗଣ କେମିତି ଦେଖାଯାଆନ୍ତି ଖଲି ଙ୍କର ପତ୍ନୀ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଦ ଗ୍ରେଟ ଖଲି ଯାହାଙ୍କୁ କି ଆଜି କା ସମୟରେ ପିଲା ଠୁ ବଡ ଯାଏ ସମସ୍ତେ ପ୍ରାୟ ଜାଣିଛନ୍ତି । ଖାସ କଥା ଏହି କି ଏହି ଖେଳାଳୀ ବିଜୟ ର ବହୁତ ନାମ ନିଜ ଅଧୀନରେ କରିସାରିଛନ୍ତି । ଭାରତୀୟ ଡବ୍ଲୁ ଡବ୍ଲୁ ଇ ଖେଳାଳୀ ଙ୍କର ପ୍ରକୃତ ନାମ ହେଉଛି ଦିଲ୍ଲୀପ ସିଂ ରାଣା । ଦିଲ୍ଲୀପ ସିଂ ରାଣା ବା ଦ ଗ୍ରେଟ ଖଲି ଙ୍କର ନାମ ମାତା କାଳୀ ଙ୍କର ନାମ ରେ ହୋଇଛି । ଯାହା କି ଆନ୍ତରିକ ଶକ୍ତି ର ପ୍ରତୀକ ବୋଲି ମନାଯାଏ ।ସେଥିପାଇଁ ତାଙ୍କ ଭିତରେ ବହୁତ ଶକ୍ତି ଦେଖିବାକୁ ମିଳିଥାଏ ଦିଲ୍ଲୀପ ଖେଳ କୁ ଆସିବା ପୂର୍ବରୁ ଦିଲ୍ଲୀ ପୋଲିସ ରେ କାମ କରୁଥିଲେ ।

 

ଖଲି ଙ୍କର ଛାତି ଛପନ ଇଞ୍ଚ ର ନୁହେଁ ବରଂ ୬୩ ଇଞ୍ଚ ର । ଏହା ଭାରତରେ ରେକର୍ଡ ଅଛି । ୨୨ ଅଗଷ୍ଟ ୧୯୭୨ ରେ ହିମାଚଳ ପ୍ରଦେଶ ର ଗୋଟେ ସିର୍ମଚଲେଜ ଛୋଟ ଗାଁଆ ରୁ ଆସିଥିଲେ । ଖଲି ପଞ୍ଜାବି ପରିବାର ରୁ ଆସିଛନ୍ତି । ଖଲିଙ୍କର ପିତା ଙ୍କର ନାମ ଜ୍ୱାଳା ରାମ ଏବଂ ମାତା ଙ୍କର ନାମ ତାଣ୍ଡି ଦେବୀ ଥିଲା । ଦ ଗ୍ରେଟ ଖଲିଙ୍କର ଘରେ ଚାଷ କାମ କରୁଥିଲେ । ଯେଉଁଥିରେ କି ତାଙ୍କ ଘର ର ଖର୍ଚ୍ଚ ବହନ ହେଉଥିଲା । ଆଉ ଘରେ ଗରିବ ର ବାତାବରଣ ସବୁବେଳେ ଦେଖାଯାଉଥିଲା ।

ଖଲିଙ୍କର ସାତ ଭାଇ ଭଉଣୀ ଦେଖିବାକୁ ସମାନ ଥିଲେ । କିନ୍ତୁ ଖଲି ଙ୍କର ଶରୀର କିଛି ଅଲଗା ହିଁ ଥିଲା । ଆଉ ସେ ଛୋଟ ବେଳରୁ ହିଁ ସୁସ୍ଥ ସବଳ ଥିଲେ । ଆପଣ ଗୋଟେ କଥା ଶୁଣିକି ବିଶ୍ୱାସ କରିବେନି ଯେ କି ଗୋଟେ ସମୟରେ ଖଲି ପଞ୍ଜାବ ପୋଲିସ ରେ ଅଧିକାରୀ ରୂପରେ କାମ କରୁଥିଲେ । କିନ୍ତୁ ତାଙ୍କ ଭାଗ୍ୟ ଏମିତି ଚମକୀଲା ଯେ ସେ ଏବେ ପୁରା ଦୁନିଆ ରେ ଷ୍ଟାର ହେଇଗଲେ । ଖଲିଙ୍କର ଜୀବନ ଏବେ ଆପଣଙ୍କୁ ଯେତେ ମଜା ଅଏସ ଆଉ ଆରାମ ଦେଖାଯାଉଛି ।ତା ପଛରେ ତାଙ୍କର ସେତିକି ସଂଘର୍ଷ ମଧ୍ୟ ଲୁଚି ରହିଛି ।

ଏବେ ବନ୍ଧୁଗଣ କଥା ରହିଲା ତାଙ୍କ ସ୍ତ୍ରୀ ଙ୍କର ।ତେବେ ଆମେ ଜାଣିଛୁ ଯେ ଦ ଗ୍ରେଟ ଖଲି ଜଳନ୍ଧର ର ନୂର ମହଲ ର ରହୁଥିବା ଥର୍ମେନ୍ଦ୍ର ଖୋର ଙ୍କ ସହ ୨୦୦୨ ମସିହା ରେ ବିବାହ କରିଥିଲେ । ଦୁହିଁ ଙ୍କର ଗୋଟେ ଝିଅ ଅଭଲିଂ ରାଣା ବି ଅଛି ।

ଅଭଲିଂ ରାଣା ଙ୍କର ଜନ୍ମ ୨୦୧୪ ମସିହା ଫେବୃଆରୀ ମାସ ରେ ହୋଇଥିଲା । ଥର୍ମେନ୍ଦ୍ର କୁହନ୍ତି ଯେ ସେ ତାଙ୍କ ଝିଅଙ୍କୁ ମଧ୍ୟ ବାପା ଙ୍କ ପରି ଖେଳାଳୀ କରିବେ । ଆପଣଙ୍କୁ ଜଣେଇ ଦିଆଯାଉଛି ଯେ ଥର୍ମେନ୍ଦ୍ର ଖୋର ଜଣେ ଘରୋଇ ମହିଳା । ସେ ଘରେ ତାଙ୍କ ପତି ଖଲି ଆଉ ତାଙ୍କ ଝିଅ ଅଭଲିଂ ଙ୍କ ସହ ରୁହନ୍ତି । ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ମାନଙ୍କୁ ଖଲି କିପରି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଳିଏକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *