97 % ଲୋକଙ୍କୁ ଜଣା ନାହିଁ ଅଖରୋଟ ଖାଇବାର ସଠିକ ଉପାୟ, 8 ଟି ରୋଗର କାଳ ଅଟେ ଅଖରୋଟ, ଜାଣନ୍ତୁ ଏହାକୁ ଖାଇବାର ସଠିକ ଉପାୟ

ନମସ୍କାର ବନ୍ଧୁଗଣ , ବେଳେବେଳେ ପ୍ରଶ୍ନ ବହୁତ କଷ୍ଟ ହୋଇଥାଏ , କିନ୍ତୁ ଉତ୍ତର ବହୁତ ହିଁ ସହଜ । ଆମେ ଆମ ସ୍ୱାସ୍ଥ୍ୟ କୁ ଠିକ କରିବା ପାଇଁ ବିଭିନ୍ନ ପ୍ରକାର ଆୟୁର୍ବେଦିକ , ମେଡ଼ିସିନ ଆଦି ଉପରେ ନିର୍ଭର କରିଥାଉ ବା ଖୋଜିଥାଉ । କିନ୍ତୁ ପ୍ରକୃତି ଏହାକୁ ବହୁତ ସାଧାରଣ ଦେଖାଯାଉଥିବା ଖତ ପଦାର୍ଥ ରେ ଲୁଚାଇରଖିଥାଏ । ଏମିତି ହିଁ ସାଧାରଣ କିନ୍ତୁ ବହୁତ ହିଁ କାମରେ ଆସିଥାଏ ଅଖରୋଟ। ବହୁତ କମ ଲୋକ ଅଖରୋଟ ର ଫାଇଦା ଏବଂ ଗୁଣ ବିଷୟରେ ଜାଣିଛନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଏହି ଅଖରୋଟ ର ଉପକାରୀତା ସମ୍ବନ୍ଧରେ ଜାଣିବା।

ଅଖରୋଟ କ୍ୟାନ୍ସରରୁ ରକ୍ଷା କରିଥାଏ । କ୍ୟାନ୍ସରର ସେଲ କୁ ବଢିବାରୁ ରୋକିଥାଏ । ଏହା କ୍ୟାନ୍ସର କୁ ଜଲଦି ବଢିବାରୁ ରୋକିଥାଏ । ଅଖରୋଟ ର ଆଉ ଏକ ଗୁଣ ଏହା ଆପଣଙ୍କ ହୃଦୟ କୁ ବହୁତ ଗୁଣ ବଢାଇଦେଇଥାଏ । ଏହା ଆପଣଙ୍କ ର ଏଲଡି ଏବଂ ଖରାପ କୋଲେଷ୍ଟଲ କୁ ବାହାର କରିଦେଇଥାଏ ।

ଏହା ଦ୍ଵାରା ଆପଣଙ୍କୁ ହୃଦୟ ଜନିତ ରୋଗ କିଛି ହୋଇନଥାଏ । ହୃଦୟ ପାଇଁ ସବୁଠୁ ଭଲ ଜିନିଷ ହେଲା ଅଖରୋଟ । ତେଣୁ ସବୁଦିନ କିଛିକିଛି ଅଖରୋଟ ଖାଆନ୍ତୁ । ଶରୀର ରେ ଏମିତି କିଛି ସେଲ ଅଛି ଯାହା ଆମକୁ ବୁଢ଼ା କରିଦେଇଥାଏ । କିନ୍ତୁ ଅଖରୋଟ ଖାଇବା ଦ୍ବାରା ଆପଣ ବହୁତ ଦିନ ଯାଏ ଯବାନ ହୋଇ ରହିପାରିବେ ।

ଅଖରୋଟ ର ଆହୁରି ଗୋଟେ ଅସାଧାରଣ ଗୁଣ ଅଛି । ଏହା ମେଲ ଫର୍ଟିଲିଟି କୁ ବଢାଇଥାଏ । ତେଣୁ ଯାହାକୁ ମେଲ ଫର୍ଟିଲିଟି ର ଅସୁବିଧା ଅଛି ସେ ଅଖରୋଟ କୁ ସବୁଦିନ ସେବନ କରନ୍ତୁ । ଅଖରୋଟ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।

ଅଖରୋଟ ଫେଟି ଲିବର ରୁ ବଞ୍ଚାଇଥାଏ ଏବଂ ଲିବର କୁ ସଫା କରିଥାଏ । ବହୁତ ପ୍ରକାର ପ୍ରଦୂଷଣ ଆଦି ବିଭିନ୍ନ ଦ୍ଵାରା ଆମ ଲିବର ଆବର୍ଜନାପୂର୍ଣ୍ଣ ହୋଇଯାଇଥାଏ । କିନ୍ତୁ ଅଖରୋଟ ଖାଇବା ଦ୍ବାରା ଏହା ଲିବର କୁ ସଫା କରିଥାଏ ଏବଂ ଏମନିଆ ସହ ଲଢ଼ିବାର ଶକ୍ତି ଦେଇଥାଏ ।

ଯଦି ଆପଣଙ୍କୁ ଅର୍ଥରାଇଟିଶ ଅଛି ତେବେ ଆପଣଙ୍କ ପାଇଁ ଅଖରୋଟ ରାମବାଣ ସଦୃଶ୍ୟ । ଅକ୍ରଟ ଅର୍ଥରାଇଟିସ ର କଷ୍ଟ କୁ ବହୁତ ଭାବରେ କମ କରିଦେଇଥାଏ । ଅକ୍ରଟ ଆପଣଙ୍କ ହାଡ଼ ର କ୍ୟାଲସିୟମ କୁ ପରିପୂର୍ଣ୍ଣ କରିଥାଏ । ତେଣୁ ଆପଣ ସବୁଦିନ ଗୋଟେ ମୁଠା ଅଖରୋଟ ଖାଆନ୍ତୁ । ଗୋଟେ ଅଖରୋଟ ମାତ୍ର ୨୬ କ୍ୟାଲୋରିଜ଼ ର ହୋଇଥାଏ । ତେଣୁ ଆପଣ ବିନା ଦ୍ୱନ୍ଦ ରେ ଅକ୍ରଟ ଖାଇପାରିବେ ଏଥିରେ ଆପଣଙ୍କ ପେଟ ବଢ଼ିନଥାଏ । ଅଖରୋଟ ଖାଇବା ଦ୍ବାରା ଆପଣଙ୍କ ଓଜନ ବଢ଼ିନଥାଏ କିନ୍ତୁ ପୋଷଣ ବଢ଼ିଥାଏ ।

ଅଖରୋଟ କବଜ ର ରାମବାଣ ଚିକିତ୍ସା ଅଟେ । ଅକ୍ରଟ ରେ ଫାଇବର ଏବଂ ମାଗ୍ନେସିୟମ ରହିଥାଏ । ଅକ୍ରଟ ରେ ଥିବା ମାଗ୍ନେସିୟମ ଆପଣଙ୍କ ଅନ୍ତ କୁ ପାଣି ଆଣିଥାଏ । ଯାହାଦ୍ୱାରା ଆପଣଙ୍କ ମଳ ଆକାର ବଡ଼ ହେଇପାରିବ ଏବଂ ଅନ୍ତ ରେ ସହଜରେ ବାହାରିପାରିବ । ତା ସହିତ ଏହା ଆପଣଙ୍କ ଅନ୍ତ କୁ ରିଲାକ୍ସ ମଧ୍ୟ କରିଥାଏ । ଅଖରୋଟ ଆପଣଙ୍କ ମସ୍ତିଷ୍କ ପାଇଁ ଖୁବ ଲାଭଦାୟକ ଅଟେ । ଯଦି ଆପଣ ଆପଣଙ୍କର ମସ୍ତିଷ୍କ କୁ ସଫା କରିବାକୁ ଚାହୁଁଛନ୍ତି ତେବେ ସବୁଦିନ ଗୋଟାଏ ମୁଠା ଅଖରୋଟ ଖାଆନ୍ତୁ ।

ଆପଣ ଅଖରୋଟ ରୁ ମିଳୁଥିବା ଉପକାର ରୁ ଆହୁରି ଅଧିକ ଲାଭ ଉଠାଇପାରିବେ । ଅଖରୋଟ କୁ ଗୋଟେ ରାତି ପାଣିରେ ଭିଜାଇ ରଖନ୍ତୁ ଏବଂ ତା ସହ ଗୋଟେ ଚୁଟିକି ଲୁଣ ମିସାଇଦିଅନ୍ତୁ । ତା ପରଦିନ ଏହାକୁ ସୁଖଇଦେବେ ଯାହାଫଳରେ ତାହା ଖାଇବା ଉପଯୋଗୀ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *