ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଗୁଡିକ ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି କୂପ ବିଷୟରେ କହିବାକୁ ଯାଉଛୁ ଯେଉଁ ଥିରୁ ୪ଟି ରହସ୍ୟମୟ ଜିନିଷ ବାହାରିଛି । ଏହି କୂପ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କୂପ ବିଷୟରେ ।
ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଏହି କୂପଟି ଉତ୍ତର ପ୍ରଦେଶରେ ଅଛି । ଏହି କୂପରେ ପାଣି ରହେ ନାହିଁ । ବନ୍ଧୁଗଣ ଏହି କୂପଟି ବହୁତ ଗଭୀର ଅଛି । କୂପ ହେବା ଦିନରୁ ଉଭୟ ମଣିଷ ଓ ପ୍ରାଣୀ ମାନେ ଏଥିରେ ପଡି ଯାନ୍ତି । ବର୍ତ୍ତମାନ ଏହି କୂପରୁ କିଛି ଆଶ୍ଚର୍ଯ୍ୟ ଜନକ ଜିନିଷ ବାହାରିଛି । କୂପରୁ ପ୍ରଥମେ ଏକ ସାପ ବାହାରିଲା । କୂପରୁ ବାହାରିଥିବା ସାପଟି ବହୁତ ମା-ରା-ତ୍ମ-କ ଅଟେ ଏହାର ଚୋ-ଟ ମଣିଷକୁ ମା-ରି-ପା-ରେ ।
ଏହି ସାପ ବ୍ଯତୀତ ଅନ୍ୟ ଦୁଇଟି ସାପ ମଧ୍ୟ ସେହି କୂପରୁ ବାହାରିଛି । ଅନ୍ୟ ସାପ ଦୁଇଟି ସବୁଜ ରଙ୍ଗର ଓ ବହୁତ ବଡ ମଧ୍ୟ ଅଛି । ଅନ୍ୟ ଦୁଇଟି ସାପଙ୍କୁ ସେହି କୂପରେ ସେମାନନକ ମିଳନ ସମୟରେ ଧରା ପଡିଥିଲେ । ବନ୍ଧୁଗଣ ସାପ ମାନଙ୍କ ସହ ସେହି କୂପରେ ଏକ ବଡ ବେଙ୍ଗ ମଧ୍ୟ ମିଳିଛି । ବେଙ୍ଗଟି ସାପ ଭୟରେ ଗୋଟିଏ ସ୍ଥାନରେ ବସି ରହିଛି । ଚତୁର୍ଥରେ ସେହି କୂପରେ ଏକ ଗାଈ ମଧ୍ୟ ଫସି ରହିଥିଲା । ଗାଈଟି ଭୁଲ ବଶତଃ ସେହି ସ୍ଥାନରେ ପଡିଯାଇଥିଲା ।
https://www.youtube.com/watch?v=BhNOeEgoRsE
ଯେହେତୁ କୂପଟି ଅଧିକ ଗଭୀର ଥିଲା ସେଥିପାଇଁ ଗାଈଟି ଫସି ରହିଥିଲା । ସାପ ଓ ବେଙ୍ଗ ମାନଙ୍କ ସହ ସେହି ଗାଈଟିକୁ ମଧ୍ୟ ଉଧାର କରାଯାଇଛି । ତେବେ ବନ୍ଧୁଗଣ ଗୋଟିଏ କୂପରୁ ଏହି ପ୍ରାଣୀ ମାନଙ୍କର ଉପସ୍ଥିତିକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାଟି ବହୁତ ଚର୍ଚାରେ ଅଛି ଓ ଲୋକ ମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।