ଏହି 1 କାମ କରିନିଅ, ଗଳା ଦରଜ, ଶୁଖିଲା କାଶ ଏକଦମ ତୁରନ୍ତ ହେଇଯିବ ଗାୟବ, ପାଖ ବି ମାଡିବନି କରୋନା- Health Tips

ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରନା ମହାମାରୀ ରୁ ବଂଚିବା ପାଇଁ ଥଣ୍ଡା ଓ କାଶ ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଛାତି ରେ କଫ ଜମି ଥିବା ସମସ୍ୟା ଦେଖାଯାଏ ।

ଯାହାଦ୍ୱାରା ଶୁଖିଲା କାଶ ହୋଇଥାଏ । ସେମାନେ ବିଭିନ୍ନ ପ୍ରକାର ଔଷଧ ର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ହୋଇନଥାଏ । ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟରେ ବି ଏହି ସମସ୍ୟା ରହିଛି ତେବେ ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତା’ର ପ୍ରୟୋଗ ଦ୍ବାରା ଆପଣ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ ।

ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ବହୁତ ସହଜ ଅଟେ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର କୁ ଆପଣଙ୍କୁ ରାତି ସମୟରେ ପ୍ରୟୋଗ କରିବାର ଅଛି । ଏହି ଉପଚାର ନିମନ୍ତେ ଆପଣ ପ୍ରଥମେ ଏକ ପାତ୍ର ରେ କ୍ଷୀର ନିଅନ୍ତୁ ଏବଂ ସେଥିରେ ଅଦା ର ଶୁଖିଲା ଅଂଶ କୁ ପକାନ୍ତୁ । ଏହାକୁ ଗ୍ୟାସ ରେ ଚଢାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ ।

ଏହାପରେ ଆପଣ ସେହି କ୍ଷୀର କୁ ଏକ ଗ୍ଲାସ ରେ ଭଲ ଭାବରେ ଛାଣି ରଖନ୍ତୁ । ଏହାକୁ ଆପଣ ସେବନ କରିବା ଦ୍ୱାରା ଆପଣଙ୍କ ଛାତି ରେ ଜମି ରହିଥିବା କଫ ବାହାରି ଯିବ । ଯଦି ଆପଣ ଛୋଟ ଛୁଆ ଙ୍କୁ ଏହି ଉପଚାର ଟି ଦେବାକୁ ଚାହାନ୍ତି ତେବେ ଆପଣ କ୍ଷୀର ସହିତ ନ ଦେଇ, ଅଦା ରସ କୁ ବାହାର କରି ଦିଅନ୍ତୁ ଏବଂ ସେଥିରେ ଅଧ ଚାମଚ ମହୁ ମିଶାଇ ୪ ଚାମଚ ଦିଅନ୍ତୁ । ଏହାଦ୍ବାରା ଛୁଆ ମାନଙ୍କ ଶରୀରରେ ଯଦି କଫ ଜମି ରହୁଛି ତେବେ ତାହା ତୁରନ୍ତ ବାହାରି ଯିବ ।

ଅଦା ରେ ଏଭଳି ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରୀରରେ ଥିବା ଥଣ୍ଡା କାଶ ଓ କଫ କୁ ଦୂର କରିଥାଏ । ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହି ଉପଚାର କୁ ନିଶ୍ଚିତ ଭାବରେ ଆପଣ ମାନେ ପ୍ରୟୋଗ କରନ୍ତୁ ।

ଏହା ସହିତ ଅଦା ର ଅନେକ ଲାଭଦାୟୀ ଗୁଣ ରହିଛି । ଯଦି ଆପଣ ଅଦା ର ଶୁଖିଲା ଅଂଶ, ମେଥିଦାନା, ଜିରା ଏବଂ ହଳଦୀ କୁ ସମ ମାତ୍ରା ରେ ନେଇ ତା’ର ଗୁଣ୍ଡ ପ୍ରସ୍ତୁତ କରିବେ ଏବଂ ତାକୁ ଆପଣ ସକାଳେ ଖାଲି ପେଟ ରେ ଉଷୁମ ପାଣି ସହିତ ସେବନ କରିବେ ତେବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଦୂର ହେବ । ଖାଦ୍ୟ ଖାଇବା ସମୟ ରେ ଅଦା ଖାଇବା ଦ୍ବାରା ଶରୀର ରେ ହେଉଥିବା ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *