ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ଯୂଈରେ ପରିବାରର ଜଳିଲା ୩ ଟି ଶବ । ତେବେ କୋରାପୁଟର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ତୋୟାପୁଟ ଗ୍ରାମରେ ଲୀଙ୍ଗରାଜଙ୍କର ଘର । ତେବେ ଘରେ ସ୍ଵାମୀ, ସ୍ତ୍ରୀ ଓ ୨ ବର୍ଷର ପିଲାଟି ମଧ୍ୟ ରହୁଥିଲା । ହେଲେ ଗତ ୨ ଦିନ ତଳେ ପରିବାରର ୩ ଜଣ ସଦସ୍ୟ ଆତ୍ମହ-ତ୍ୟା କରିଦେଇଥିଲେ । ତେବେ ସବୁ କିଛି ଠିକ ଠାକ ଚଳୁଥିଲା । ବାହାଘରର ବୈବାହିକ ଜୀବନ ହସଖୁସିରେ ବିତୁଥିଲା ।

ହେଲେ କଳା ବାଦଲ ପରି ଦୁଃଖର ଛାୟା ସେହି ଘର ଉପରେ ପଡିଯାଇଥିଲା । କାରଣ ଘରର ପାରିବାରିକ ଓ ଆର୍ଥିକ ସ୍ଥିତି ଧୀରେ ଧୀରେ ଖରାପ ହୋଇ ବସୁଥିଲା । ତେବେ ଏହାକୁ ସହି ନପାରି ପରିବାରର ୩ ସଦସ୍ୟ ତଥା ସ୍ଵାମୀ, ସ୍ତ୍ରୀ ଓ ତାଙ୍କ କୁନି ଝିଅ ମଧ୍ୟ ଜୀବନ ତ୍ୟାଗ କରିଦେଲେ । ତେବେ ଏପରି ଏକ ଘଟଣା ତୋୟାପୁଟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଦେଇଛି । ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି ।
ପାରିବାରିକ ତଥା ଆର୍ଥିକ ସମସ୍ଯା ପାଇଁ ଲୋକେ ଏପରି କିଛି ମଧ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ବହୁତ ସମୟ ଧରି ଘରର କବାଟ ଖୋଲାଯାଇନଥିବା ଯୋଗୁ ଗ୍ରାମ ଲୋକଙ୍କ ସନ୍ଦେହ ବଢିଥିଲା । ତେବେ ଗ୍ରାମବାସୀ ଯାଇ ଘରର କବାଟ ଭାଙ୍ଗି ଦେଖିଲା ବେଳକୁ ଘରେ ସ୍ଵାମୀ, ସ୍ତ୍ରୀ ଓ କୁନି ପିଲା ୩ ଜଣ ମୃ-ତ ଅବସ୍ଥାରେ ପଡିଥିଲେ । ଯାହାକୁ ଦେଖି ଗ୍ରାମ ବାସୀ ପୁରା ସ୍ତମ୍ଭୀଭୂତ ହୋଇଯାଇଥିଲେ । ତାପରେ ସେହି ପରିବାରର ଅନ୍ତିମ ସଂସ୍କାର ପାଇଁ ଆଜି ଅଣାଯାଇଥିଲା ।
ତେବେ ସେଠାରେ ଗୋଟିଏ ଯୂଈରେ ଘରର ୩ ଜଣ ସଦସ୍ୟଙ୍କର ଅନ୍ତିମ ଦାହ କରଯାଇଥିଲା । ତେବେ ସୂଚନା ମୁତାବକ ଆତ୍ମହ-ତ୍ୟା କରିଥିବା ଯୁବକ ଜଣଙ୍କ IPL କ୍ରିକେଟରରେ ଟଙ୍କା ବେଟିଙ୍ଗ ଲଗାଉଥିଲେ । ତେବେ ଲକ୍ଷ ଲକ୍ଷ ଟଙ୍କା ହାତରୁ ଯିବା ପରେ ମଧ୍ୟ ସେ ସୁଧୁରି ନଥିଲେ । ବହୁତ ଧାର କରଜରେ ମଧ୍ୟ ଲୀଙ୍ଗରାଜ ବୁଡି ରହିଥିଲେ ।

ତେବେ ଏପରି ଧାର କରଜ ଆର୍ଥିକ ସମସ୍ଯା କାରଣରୁ ବହୁ ମାନସିକ ଚାପକୁ ଆସିଯାଇଥିଲେ । ତାପରେ ନିଜ ସହିତ ନିଜ ପରିବାର ଲୋକଙ୍କୁ ମଧ୍ୟ ଏପରି ଏକ ଚରମ ସିଦ୍ଧାନ୍ତ ନେବାକୁ ବାଧ୍ୟ କରିଦେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

