Interesting Gk Questions- ଗୋଟେ ଟେବୁଲ ଉପରେ ଗୋଟିଏ ପ୍ଲେଟରେ ୪ ଟା ଆପେଲ ଅଛି । କିନ୍ତୁ ଖାଇବାଵାଲା ୫ ଜଣ ଅଛନ୍ତି ଏହାକୁ ନ କାଟି କିପରି ସେମାନେ ଖାଇବେ ?

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।

ପ୍ରଶ୍ନ ୧:- ବିଶ୍ୱରେ ସର୍ବ ପ୍ରଥମ କେଉଁ ଦେଶର ସ୍ଥାପନ ହୋଇଥିଲା ?
ଉତ୍ତର:- ଆମେରିକା

ପ୍ରଶ୍ନ ୨

ମହାଭାରତ ର ରଚନା କିଏ କହିଥିଲେ ?

ଉତ୍ତର:- ବେଦବ୍ୟାସ

ପ୍ରଶ୍ନ ୩

ତାହା କଣ ଅଟେ ଯାହାକୁ ପୁରୁଷ ସବୁବେଳେ ପିନ୍ଧିଥାଏ, କିନ୍ତୁ ମହିଳା ବର୍ଷକୁ ଥରେ ପିନ୍ଧିଥାଏ ?

ଉତ୍ତର- ପଇତା

ପ୍ରଶ୍ନ ୪

ପାଲଘାଟ ଦରା ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର:- କେରଳ

ପ୍ରଶ୍ନ ୫

ସବୁଠୁ ଅଧିକ ବିଦ୍ୟାଳୟ କେଉଁ ଦେଶରେ ଅଛି ?

ଉତ୍ତର- ଭାରତରେ

ପ୍ରଶ୍ନ ୬

କାହାର ଦାନ୍ତ ଅଛି, କିନ୍ତୁ ସେ ଆପଣଙ୍କୁ କାମୁଡି ପାରିବ ନାହିଁ ?

ଉତ୍ତର- ପାନିଆ

ପ୍ରଶ୍ନ ୭

କେଉଁ ପରିବାର ରସ ପିଇଲେ ଆଖିର ଦୃଷ୍ଟଶକ୍ତି ବଢ଼ିଥାଏ ?

ଉତ୍ତର:- ପାଳଙ୍ଗ ଶାଗ ର ରସ ପିଇଲେ ଆଖିର ଦୃଷ୍ଟଶକ୍ତି ବଢ଼ିଥାଏ ।

ପ୍ରଶ୍ନ ୮

କେଉଁ ଜୀବ ଓଲଟା ଚାଲିପାରେ ନାହିଁ ?

ଉତ୍ତର- କଙ୍ଗାରୁ

ପ୍ରଶ୍ନ ୯

ହେଲିକେପ୍ଟର ଆବିଷ୍କାର କିଏ କରିଥିଲେ ?

ଉତ୍ତର – Igor Score Sky Paul Cornu

ପ୍ରଶ୍ନ ୧୦

ଇଣ୍ଡିଆ ଗେଟ ର ନିର୍ମାଣ କେବେ ହୋଇଥିଲା ?

ଉତ୍ତର:- ୧୯୩୧ ରେ ଇଣ୍ଡିଆ ଗେଟ ର ନିର୍ମାଣ ହୋଇଥିଲା ।

ପ୍ରଶ୍ନ ୧୧

କେଉଁ ଫଳ ଭିତରୁ ଖାଲି ଥାଏ ?

ଉତ୍ତର- ଅମୃତ ଭଣ୍ଡା

ପ୍ରଶ୍ନ ୧୨

ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଡ୍ରାଇଭିଂ ଲାଇନସେନ୍ସ ଦରକାର ନାହିଁ ?

ଉତ୍ତର – Screw driver

ପ୍ରଶ୍ନ ୧୩

କ୍ୟାଲେଣ୍ଡରର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ବିକ୍ରମାଦିତ୍ୟ

ପ୍ରଶ୍ନ ୧୪

ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଲୋକସଭା ସିଟ ଅଛି ?

ଉତ୍ତର- ଉତ୍ତର ପ୍ରଦେଶ

ପ୍ରଶ୍ନ ୧୫

କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ଚଷମା ପିନ୍ଧନ୍ତି ?

ଉତ୍ତର – ପାକିସ୍ତାନ

ପ୍ରଶ୍ନ ୧୬

ମନୁଷ୍ୟ ଦିନକୁ କେତେଥର ହସିଥାଏ ?

ଉତ୍ତର – ୧୦ ରୁ ୧୨ ଥର

ପ୍ରଶ୍ନ ୧୭

ଗୋଟେ ଟେବୁଲ ଉପରେ ଗୋଟିଏ ପ୍ଲେଟରେ ୪ ଟା ଆପେଲ ଅଛି । କିନ୍ତୁ ଖାଇବାଵାଲା ୫ ଜଣ ଅଛନ୍ତି ଏହାକୁ ନ କାଟି କିପରି ସେମାନେ ଖାଇବେ ?

ଉତ୍ତର – ଗୋଟିଏ ସେଓ ଟେବଲ ଉପରେ ଅଛି ଓ ଆଉ ୪ ଟି ସେଓ ପ୍ଲେଟ ଉପରେ ଅଛି । ଏମିତିରେ ସେମାନେ ନ କାଟି ଖାଇ ପାରିବେ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *