ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ କହିଲା ଲୋକ ମାନଙ୍କୁ ଆତଙ୍କ-ଇତ କରି ରଖୁଥିଲା । ତେଣୁ ମୁଁ ତାଙ୍କୁ ମ-ଆରିଦେଲି । ହଁ ବନ୍ଧୁଗଣ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କର guleekanda ହତୟଆକୁ ୯ ଦିନ ବିତିଯାଇଛି । ତେବେ ଏହାରି ଭିତରେ ବହିସ୍କୃତ ପୋଲିସ କର୍ମଚାରୀ ଗୋପାଳ ଦାସଙ୍କ ମୁହଁରୁ ଏପରି କିଛି ବୟାନ ଶୁଣିବାକୁ ମିଳିଛି । ତେବେ ଗୋପାଳର କହିବା ଅନୁଯାଇ ଯଦିଓ ସେପରି କିଛି ବ୍ୟକ୍ତିଗତ ଶତ୍ରୁତା ମୋର ନବ ଦାସଙ୍କ ସହିତ ନଥିଲା । ତେବେ ଜାଣିଶୁଣି ହିଁ ମୁଁ ତାଙ୍କୁ ମ-ଆରିଦେଲି ।

କାରଣ ସେହି ମନ୍ତ୍ରୀ ଜଣଙ୍କ ମୋତେ ଜମାରୁ ମଧ୍ୟ ଭଲ ଲାଗେନାହିଁ । କାରଣ ସେ ସାଧାରଣ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ଆତଙ୍କ-ଇତ କରି ରଖନ୍ତି । ଲୋକ ମାନଙ୍କୁ ନି-ଇର୍ଯା-ତ-ଅନା ମଧ୍ୟ ଦେଇଥାନ୍ତି । ତେଣୁ ଏହାକୁ ଜାଣି ମୁଁ ତାଙ୍କ ଉପରେ ବହୁତ କ୍ରୋଧିତ ଅବସ୍ଥାରେ ଥିଲି । ତେଣୁ ସୁଯୋଗ ଯେତେବେଳେ ପାଇଗଲି । ସେତେବେଳେ ଅତି ପାଖରୁ ମନ୍ତ୍ରୀ ନବ ଦାସଙ୍କୁ gulee କରି ହତୟଆ କରିଦେଲି ।
ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ମାମଲାର ୯ ଧରି ଅଭିଯୁକ୍ତ ଗୋପାଳ ଦାସକୁ ଝାରଶୁଗୁଡା ସ୍ଥିତ ବିମାନ ବନ୍ଦର ଥାନାରେ ରଖି କ୍ର-ଆ ଇ-ମ ବ୍ରାଞ୍ଚ ଟିମ ପଚରା ଉଛର କରୁଥିଲା । ହେଲେ ଗୋପାଳ ଏତେ ବଡ ପ୍ରଭାବ ସାଳୀ ତଥା କ୍ଯାବିନେଟ ପାହ୍ୟାର ମନ୍ତ୍ରୀ ନବ ଦାସଙ୍କୁ ମ-ଆରି ମଧ୍ୟ ନିର୍ବିକାର ହୋଇ ଭୟହୀନ ହୋଇ ବୁଲୁଥିଲା । ତେବେ ଯେପରି ସେ ଏପରି କରି ତା’ ର ବହୁ ଦିନର ଇଛାକୁ ପୂରଣ କରି ଶାନ୍ତି ପାଇଗଲା ପରି ରହୁଥିଲା ।

ତେବେ କ୍ର-ଆ ଇ-ମବ୍ରାଞ୍ଚ ଟିମ ଯେତେବେଳେ ଚଢାଉ କରି ଗୋପାଳକୁ ପଚରା ଉଚରା କରି ସବୁ କିଛି ସତ୍ୟ ଜାଣିବାକୁ ପ୍ରୟାସ କରିଥାଏ । ସେତେବେଳେ ଗୋପାଳ ଅତି ଶଙ୍ଖେପରେ କିଛି କହିଥାଏ । ନଚେତ ଅଧିକ ପ୍ରଶ୍ନ ପଚାରିଲେ କୌଣସି ପ୍ରକାର ନିଜସ୍ୱ ପ୍ରତିକ୍ରିୟା ନଦେଇ ମୁହଁ ଚୁପ କରି ବସିଯାଇଥାଏ । ତେବେ ସେହି ବହିସ୍କୃତ ପୋଲିସ କର୍ମଚାରୀ ମନ୍ତ୍ରୀ ହତୟଆ ମାମଲାରେ ଧରା ଯାଇଥିବା ଅଭିଯୁକ୍ତ ଗୋପାଳ ଦାସ ବର୍ତ୍ତମାନ ସମୟରେ ଏପରି କିଛି ବୟାନ ଦେଇଛି ।
ଯେଉଁଥିରେ ସେ ପୁରା ଜୋସର ସହ କରି କହିଛି । ଲୋକ ମାନଙ୍କୁ ଆତଙ୍କ-ଇତ କରି ଡରାଇ ରଖୁଥିଲା । ତେଣୁ ମୁଁ ମନ୍ତ୍ରୀ ନବ ଦାସଙ୍କୁ gulee କରି ମ-ଆରି ଦେଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

