ଘରେ ବସି ମାତ୍ର 2 ମିନିଟ ରେ ଗନ୍ଧିଆ ଓ ହଳଦିଆ ଦାନ୍ତକୁ ମୋତି ପରି ଚମକାନ୍ତୁ, କେବଳ କରନ୍ତୁ ଏହି ଉପାୟ- Baba Ramdev Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ସିଗାରେଟ, ପାନ ଓ ଗୁଟୁକା ଆଦିର ସେବନ କରିଥାନ୍ତି । ଏହି ସମସ୍ତ ଜିନିଷ ଶରୀର ପାଇଁ ହାନିକାରକ ହେବା ସହିତ ଆମ ଦାନ୍ତକୁ ମଧ୍ୟ ଏହା ଖରାପ କରିଦେଇଥାଏ । ଯାହାଫଳରେ ଆମ ଦାନ୍ତ ନାଲି କିମ୍ବା ହଳଦୀଆ ରଙ୍ଗର ହୋଇଯାଇଥାଏ । ଆପଣଙ୍କ ଦନ୍ତ ଯଦି ଏହିପରିକା ଅପରିଷ୍କାର ଦେଖାଯାଉଥିବ ତା ହେଲେ ବନ୍ଧୁଗଣ ଅନ୍ୟ ଲୋକମାନେ ଆପଣଙ୍କ ଉପରେ ଘୃଣା ମନୋବୃତି ରଖିବେ ।

ଯାହାଫଳରେ ଆପଣଙ୍କୁ ଅପମାନିତ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ନିଜ ଦାନ୍ତକୁ ସବୁବେଳେ ସଫା ଓ ଧଳା ରଖିବା ଉଚିତ । ତେଣୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକେ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଦାନ୍ତକୁ ମୋତି ଭଳି ଚମକାଇ ପାରିବେ ।

ବନ୍ଧୁଗଣ ଏହି ରେମଡି ହେଉଛି ସଂପୂର୍ଣ୍ଣ ଏକ ଘରୋଇ ରେମେଡି । ତେଣୁ ଆପଣ ଏହି ରେମେଡିକୁ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ ଏବଂ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନାହିଁ । ଏହି ରେମେଡିକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ପରିକା ଚମକିବା ସହିତ ଆପଣଙ୍କ ଦାନ୍ତ ମାଢି ମଝବୁତ ହେବ ଓ ଆପଣଙ୍କ ପାଟିରୁ ଆସୁଥିବା ଦୁର୍ଗନ୍ଧ ଦୂର ହୋଇଯିବ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବା ରେମେଡି ବିଷୟରେ । ବନ୍ଧୁଗଣ ଅମାର ଏହି ରେମେଡିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ନିଅନ୍ତୁ ଏକ ସଫା ବାଉଲ । ଏହାପରେ ଆପଣ ଏଥିରେ ଏକ ଚାମଚ ସୋରିଷ ତେଲ ନିଅନ୍ତୁ । ଏହାପରେ ବନ୍ଧୁଗଣ ଏକ ଏଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ନିଅନ୍ତୁ ।

ବନ୍ଧୁଗଣ ହଳଦୀ ଆମ ଦାନ୍ତ ମାଢିକୁ ମଝବୁତ କରିବା ସହିତ ଆମ ଦାନ୍ତରେ ଥିବା ବ୍ୟକ୍ଟେରିଆ ଗୁଡିକୁ ମାରିଦେଇଥାଏ । ଏହାପରେ ବନ୍ଧୁଗଣ ଏଥିରେ ଆପଣ ଅଧା ଚାମଚ ଲୁଣ ଓ ଅଧା ଚାମଚ ଲବଙ୍ଗ ଗୁଣ୍ଡ ନିଅନ୍ତୁ । ଏହି ଦୁଇଟି ଜିନିଷ ଆମ ଦାନ୍ତକୁ ସଫା କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ବନ୍ଧୁଗଣ ଏଥିରେ ଥିବା ସମସ୍ତ ଜିନିଷ ବହୁତ ଗୁଣକାରୀ ଅଟେ । ତେଣୁ ଆପଣ ଏହି ରେମେଡିକୁ ଦିନକୁ ଦୁଇଥର ନିଶ୍ଚୟ ବ୍ୟବହାର କରନ୍ତୁ । ବନ୍ଧୁଗଣଆପଣ ଏହି ରେମେଡିକୁ ସଖାଳ ସମୟରେ ଓ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିବେ । ଏକ ବ୍ରସ ସାହାର୍ଯ୍ୟରେ ଆପଣ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ନିଜ ଦାନ୍ତରେ ଏହି ରେମେଡିକୁ ନେଇ ଭଲ ଭାବରେ ଘଷି ଦିଅନ୍ତୁ । ଏହାର ପ୍ରଥମ ବ୍ୟବହାରରେ ଆପଣଙ୍କୁ ଏହାର ଫରକ ସଫା ଜଣା ପଡିଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *