Kareena ଙ୍କ ଠାରୁ ଆରମ୍ଭ କରି Akshay Kumar ଙ୍କ ପର୍ଯ୍ୟନ୍ତ ଏହି ସବୁ Bollywood ଷ୍ଟାର ଙ୍କ ପିଲା ମାନଙ୍କ ନାମ ଅଟେ ବହୁତ ୟୁନିକ, ଯାହାର ଅର୍ଥ ଅଟେ ବହୁତ ମଜେଦାର, ତେମୁରଙ୍କ ନାମ ପାଇଁ ତ ହେଇଥିଲା ବିବାଦ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ସୋସିଆଲ ମିଡିଆରେ ନିଜର ପର୍ଶନାଲ ଲାଇଫକୁ ନେଇ ବହୁତ ଚର୍ଚାରେ ରୁହନ୍ତି । ହେଲେ ଏହି କିଛି ଦିନ ହେବ ଷ୍ଟାରକିଡ୍ସ ମାନେ ବହୁତ ଅଧିକ ଲାଇମ ଲାଇଟରେ ରହୁଛନ୍ତି । କରିନା କପୁର ଓ ସେଫ ଅଲି ଖାନଙ୍କ ପୁଅ ଆସୁଥିବା ଦିନରୁ ଲାଇମ ଲାଇଟରେ ରହୁଛି ।

ବନ୍ଧୁଗଣ କିଛିତା ଷ୍ଟାରକିଡ୍ସ ଏପରି ଅଛନ୍ତି ଯେଉଁମାନେ କେବଳ ନିଜ ନାମ ପାଇଁ ବହୁତ ଚର୍ଚାରେ ରୁହନ୍ତି, ଏହି ଷ୍ଟାରକିଡ୍ସ ମାନଙ୍କ ନାମ ବହୁତ ୟୁନିକ ମଧ୍ୟ ହୋଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଷ୍ଟାର କିଡ୍ସ ମାନଙ୍କ ନାମର ଅର୍ଥ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାର କିଡ୍ସ ମାନଙ୍କ ବିଷୟରେ ।


ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତଙ୍କ ଜୁଡୁବା ଛୁଆ । ବନ୍ଧୁଗଣ ସଞ୍ଜୟଙ୍କ ପୁଅର ନାମ ହେଉଛି ସହରାନ ଓ ଝିଅର ନାମ ହେଉଛି ଇକାରା । ବନ୍ଧୁଗଣ ସହରାନର ଅର୍ଥ ହେଉଛି ରାଜା ଓ ଇକାରାର ନାମର ଅର୍ଥ ହେଉଛି ଶିକ୍ଷିତ ।


ମାଧୁରୀ ଦୀକ୍ଷିତ ଓ ଶ୍ରୀରାମ ନେନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ତାଙ୍କ ସ୍ଵାମୀ ଶ୍ରୀରାମ ନେନେଙ୍କ ଛୁଆ ମାନେ । ତାଙ୍କର ପ୍ରଥମ ପୁଅର ନାମ ହେଉଛି ରିୟାନ ଯାହାର ଅର୍ଥ ସ୍ଵର୍ଗର ରାସ୍ତା ଖୋଲି ଦେଉଥିବା ମଣିଷ  ଓ ଦ୍ଵିତୀୟ ପୁଅର ନାମ ହେଉଛି ଆର୍ୟ୍ୟନ ଯାହାର ଅର୍ଥ ହେଉଛି ଶକ୍ତି ଓ ଶାନ୍ତି ।


ଅକ୍ଷୟ କୁମାର ଓ ଟ୍ଵିଙ୍କଲ ଖନା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କ ପୁଅ । ଅକ୍ଷୟଙ୍କ ପୁଅ ଅଧିକାଂଶ ସମୟ ଲାଇମ ଲାଇଟରେ ରୁହନ୍ତି । ଅକ୍ଷୟ ବହୁତ ଭାବି ଚିନ୍ତି ନିଜ ପୁଅର ନାମ ରଖିଛନ୍ତି ଆରବ, ଯାହାର ଅର୍ଥ ହେଉଛି ଜ୍ଞାନର ରାଜା ।

ଅଜୟ ଦେବଗନ ଓ କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ କାଜୋଲଙ୍କ ଛୁଆ ମାନେ । ଅଜୟଙ୍କ ପୁଅର ନାମ ହେଉଛି ଯୁଗ ଯାହାର ଅର୍ଥ ହେଉଛି ଆୟୁ ଓ ତାଙ୍କ ଝିଅର ନାମ ହେଉଛି ନ୍ୟାସା, ଏହାର ଅର୍ଥ ହେଉଛି ସରୋବର, ଶକ୍ତିର ପ୍ରକାର ।

ସେଫ ଅଲି ଖାନ ଓ କରିନା କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ସେଫ ଅଲି ଖାନ ଓ ଅଭିନେତ୍ରୀ କରିନା କପୁରଙ୍କ ପୁଅ ତେମୁର ଅଲି ଖାନ । ପ୍ରଥମେ ତେମୁରଙ୍କ ନାମରେ ବହୁତ ବିବାଦ ହୋଇଥିଲା । କାରଣ ତେମୁରଲଙ୍ଗ ଚୌଦହବି ଏକ ସମୟର ଜଣେ ରାଜା ଥିଲେ ଯିଏ ବହୁତ ଅତ୍ୟାଚାର କରୁଥିଲେ । ହେଲେ ବନ୍ଧୁଗଣ ଏହି ନାମର ଅର୍ଥ ହେଉଛି ବାହାଦୁର, ମଝବୁତ ଓ ଏକ ପ୍ରସିଦ୍ଧ ରାଜା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *