କରୋନା କୁ ମାତ ଦେବ ଘରେ ତିଆରି ଏହି ଲେମ୍ବୁ ପାଣି, ଇମ୍ୟୁନ ସିଷ୍ଟମ କୁ କରିଦେବ ଷ୍ଟ୍ରଙ୍ଗ, ବାସ ସେଥିରେ ମିଶେଇ ଦିଅନ୍ତୁ ଏହି ଜିନିଷ- Health Tips

ବର୍ତ୍ତମାନ ସମୟ ରେ କୋରନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଲୋକମାନେ ଅନେକ ଘରୋଇ ଉପଚାର କୁ ଆପଣାଉଛନ୍ତି । ଖାସ କରି ନିଜର ଇମ୍ୟୁନିଟି ପାୱାର କୁ ବଢ଼ାଇବା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ପଦାର୍ଥ ଓ ଫଳ କୁ ସେବନ କରୁଛନ୍ତି ।

କୋରନା ରୁ ରକ୍ଷା ପାଇବା ପାଇଁ ଲେମ୍ୱୁ ର ଚାହିଦା ବର୍ତ୍ତମାନ ବଢ଼ି ଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ କହିବାନୁସାରେ ଲେମ୍ୱୁ ରେ ଏଭଳି ପୋଷଳ ତତ୍ତ୍ୱ ରହିଥାଏ ଯାହା ଶରୀର ରେ କୋରନା ଭାଇରସ କୁ ବୃଦ୍ଧି ପାଇବାକୁ ଦିଏ ନାହିଁ । ଯାହାଦ୍ୱାରା କୋରନା ଭାଇରସ ନିଜର ସମ୍ପୃକ୍ତ ଶକ୍ତି ବଳ ରେ ମଧ୍ୟ ଶରୀର କୁ ଆକ୍ରାନ୍ତ କରି ପାରେ ନାହିଁ । ତେଣୁ ଏହି ସମୟ ରେ ଲେମ୍ୱୁ ପାଣି ପ୍ରସ୍ତୁତ କରି ପିଇବା ନିହାତି ଆବଶ୍ୟକ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଉପଚାର କହିବୁ ଯାହାଦ୍ୱାରା ଆପଣ ଘରେ ଲେମ୍ବୁ ପାଣି ପ୍ରସ୍ତୁତ କରି ତାକୁ ପିଇବେ । ଏହାଦ୍ବାରା ଆପଣଙ୍କ ଶରୀର ରେ ଇମ୍ୟୁନିଟି ପାୱାର ବୁଷ୍ଟ୍ ହେବ । ତେବେ ଆସନ୍ତୁ ସେହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଲେମ୍ବୁ ଭଲ ଭାବରେ ଚିପୁଡ଼ି ଦିଅନ୍ତୁ । ଏହାପରେ ସେଥିରେ ଏକ ଚାମଚ ଚିନି, ଦୁଇ ଚିମୁଟା କଳା ଲୁଣ, ଦୁଇ ଚିମୁଟା ଗୋଲମରିଚ ଗୁଣ୍ଡ କୁ ପକାନ୍ତୁ । ପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଏହାକୁ ପିଅନ୍ତୁ । ଆପଣ ଚାହିଁଲେ ଏଥିରେ ତୁଳସୀ ପତ୍ର ଓ ପୋଦିନା ପତ୍ର ମଧ୍ୟ ମିଶାଇ ପାରିବେ । ଏହା ଶରୀର ପାଇଁ ଲାଭଦାୟୀ ହୋଇଥାଏ ।

ଅନ୍ୟ ପକ୍ଷ ରେ ଶରୀରର ଫ୍ୟାଟ୍ କମାଇବା ପାଇଁ ଆପଣ ଏକ ଗ୍ଲାସ ଉଷୁମ ପାଣି ରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ । ଆପଣ ଚାହିଁଲେ ମହୁ ମଧ୍ୟ ମିଶାଇ ସେବନ କରି ପାରିବେ । ଏହାଦ୍ବାରା ଆପଣ ଦିନ ସାରା ଏନର୍ଜେଟିକ୍ ମଧ୍ୟ ରହିବେ । ତେଣୁ ବନ୍ଧୁଗଣ କୋରନା ମହାମାରୀ ରୁ ବଂଚିବା ପାଇଁ ଆପଣ ମାନେ ନିଶ୍ଚିତ ଭାବରେ ଏହିପରି ଲେମ୍ବୁ ପାଣି ଘରେ ପ୍ରସ୍ତୁତ କରି ପିଅନ୍ତୁ । ଏହାଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *