ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଛି । ଝିଅ ମାନେ ସମସ୍ତ ସ୍ଥାନରେ ରାଣୀ ହୋଇ ରହିଥାନ୍ତି, କାରଣ ସେମାନଙ୍କୁ ସମସ୍ତ ଲୋକ ସ୍ନେହ ଆଦରରେ ରଖିଥାନ୍ତି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମାତା ପିତା ନିଜ ଝିଅର ବିବାହ କରିଥାନ୍ତି ଓ ସେମାନଙ୍କୁ ବହୁତ ଆଶୀର୍ବାଦ ଦେଇଥାନ୍ତି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମାତା ପିତା ନିଜ ଝିଅକୁ ବିବାହରେ କୌଣସି ଏକ ବେଷ୍ଟ ଗିଫ୍ଟ ତଥା ଗଣେଶଙ୍କ ମୂର୍ତ୍ତି କିମ୍ବା ମା ଲକ୍ଷ୍ମୀଙ୍କର ମୂର୍ତ୍ତି ଦେଇଥାନ୍ତି ।
ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଆଜିଆମେ ଆପଣ ମାନଙ୍କୁ ଏହାର କାରଣ ଓ ଏହାର କ୍ଷତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ହିନ୍ଦୁ ଶସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ଵରୂପ ମନା ଯାଇଥାଏ ।

ଯଦି ଆପଣ ଝିଅ ମାନଙ୍କୁ ଗଣେଶଙ୍କ ମୂର୍ତ୍ତି ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଦେଇଥାନ୍ତି ତା ହେଲେ ଝିଅ ଘରେ ପ୍ରଚୁର ଧନର ଆଗମନ ହୋଇଥାଏ । ହେଲେ ବନ୍ଧୁଗଣ ଯଦି ଆପଣ ନିଜ ଝିଅକୁ ଗଣେଶଙ୍କ ମୂର୍ତ୍ତି ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଦେଇଦେବେ ତା ହେଲେ ଆପଣଙ୍କ ଆର୍ଥିକ ପରିସ୍ଥିତି ବହୁତ ଦୁର୍ବଳ ହୋଇଯିବ । କାରଣ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଆପଣ ଝିଅର ଶାଶୁ ଘରକୁ ଆଗମନ କରିବେ । ତେଣୁ ବନ୍ଧୁଗଣ ଏହିପରିକା ଗିଫ୍ଟ ଦେଇ କେବେହେଲେ ଭୁଲ କରନ୍ତୁ ନାହିଁ ।

ବନ୍ଧୁଗଣ ଯଦି ଆପଣ ଏହିପରିକା ଭୁଲ କରିଛନ୍ତି ତା ହେଲେ ଆପଣ ନିଜ ଭୁଲକୁ ସୁଧାରୀ ମଧ୍ୟ ପାରିବେ । ବନ୍ଧୁଗଣ ଏହି ଭୁଲକୁ ସୁଧାରୀବା ପାଇଁ ଆପଣ ନିଜ ଝିଅ ଠାରୁ ଗଣେଶଙ୍କର ଯେକୌଣସି ମୂର୍ତ୍ତି ଉପହାରରେ ନେଇ ଆସନ୍ତୁ । ବନ୍ଧୁଗଣ ଯଦି ଘରର ଝିଅ ଘରକୁ ଗଣେଶର ମୂର୍ତ୍ତି ଦେବ ତା ହେଲେ ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ରହିବ ଓ ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହେବ ନାହିଁ ।

ଯଦି ବନ୍ଧୁଗଣ ଆପଣ ନିଜ ଘର ପାଇଁ ଗଣେଶଙ୍କ ମୂର୍ତ୍ତି ଆଣିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ କିଛି ଖାସ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ । ଆପଣ ସେହି ଗଣେଶ ମୂର୍ତ୍ତିକୁ କିଣନ୍ତୁ ଯେଉଁ ଗଣେଶଙ୍କ ଶୁଣ୍ଢ ବାମ ପାର୍ଶ୍ଵରେ ରହିଥିବ । ଏହା ବ୍ଯତୀତ ଯଦି ଆପଣ ଗଣେଶଙ୍କ ଫଟୋ ନେବାକୁ ଯାଉଛନ୍ତି ତା ହେଲେ ଧ୍ୟାନ ରଖିବେ ସେହି ଫଟୋର ଆକାର ୧୮ ଇଞ୍ଚରୁ ଉପରକୁ ଥିବ ।

ବନ୍ଧୁଗଣ ଆପଣ ଚାହିଁଲେ ଡାହାଣ ପାର୍ଶ୍ଵରେ ଥିବା ଶୁଣ୍ଡର ଗଣେଶ ମଧ୍ୟ ଆଣିପାରିବେ ହେଲେ ସେହି ଗଣେଶଙ୍କର ପୂଜା ଓ ବିଧି ଅଲଗା ହୋଇଥାଏ । ତା ହେଲେ ବନ୍ଧୁଗଣ ନିଜ ଜୀବନ ସହ ଜଡିତ ଏହି ସମସ୍ତ କଥାର ଖାସ ଧ୍ୟାନ ନିଶ୍ଚୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

