ଘରକୁ ମାଙ୍କଡ ଆସିବାର ଅର୍ଥ କଣ ହୋଇଥାଏ ? ଜାଣନ୍ତୁ ଏହା ପଛରେ କଣ ରହିଛି ସତ୍ୟତା ।

ବନ୍ଧୁଗଣ ଯେଉଁ ଘରେ କୌଣସି ନିୟମ ନିଷ୍ଠା ନ ଥାଏ ଓ ଭାଗବତ ପାଠ କେବେ ବି ହୁଏ ନାହିଁ ସେଠାରୁ ମା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି । ଯେଉଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ କଳହ ହେଉଥାଏ ବା ବାରମ୍ବାର ଅସାନ୍ତି ସୃଷ୍ଟି ହୁଏ ତେବେ ସେହି ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି । ଯଦି ପରିବାର ବର୍ଗରେ କଳହ ବା ବାଦ ବିବାଦ ଘଟିଥାଏ ସେହି ସ୍ଥାନ କୁ ମା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ଅନିୟମ ଓ ଶିଷ୍ଟାଚାର ହେଲେ ଏହି ସ୍ଥାନ ମା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି ।

ତେବେ ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଆଜି ଆମେ ଜାଣିବା କେଉଁ ପଶୁଙ୍କ ଦ୍ଵାରା ଏମିତି କେଉଁ ସଂକେତ ମିଳିଥାଏ ଯେଉଁଥିରୁ ଜାଣି ହୁଏ କି ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । 1- ଆଜିକାଲି ଲୋକ ମାନେ କୁକୁର ରଖିବାକୁ ବହୁତ ପସନ୍ଦ କରୁଛନ୍ତି । କାରଣ କୁକୁର ରଖିବା ମଣିଷ ମାନଙ୍କର ସଉକ ହୋଇ ଗଲାଣି । କିଛି ଲୋକ ମାନେ କୁକୁର କୁ ଏତେ ଭଲ ପାଇଥାନ୍ତି ନିଜ ସନ୍ତାନ ଙ୍କ ଭଳି ଯତ୍ନ ନେଇଥାନ୍ତି ।

କୁକୁର ମଧ୍ୟ ଘରର ଜଗୁଆଳି ଭାବେ କାମରେ ଆସିଥାଏ । କଥାରେ ଅଛି ମଣିଷର ସବୁଠାରୁ ବିଶ୍ଵସ୍ତ ପ୍ରାଣୀ ଭାବେ କୁକୁର କୁ ମାନାଯାଏ । କିନ୍ତୁ ଯଦି ବାହର କୁକୁର ଘରକୁ ହଠାତ ପଶି ଆସେ ତେବେ ଏହା ସତର୍କ ହେବାର ସୂଚନା ଦେଇଥାଏ । ଏହାର ଅର୍ଥ ଅଟେ କି ମା ଲକ୍ଷ୍ମୀ ରୁଷ୍ଟ ଅଛନ୍ତି । ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ରହି ନ ଥାଏ । ତେଣୁ ଗୃହରେ କୁକୁର ପାଳିବା ଉଚିତ ନୁହେଁ । ଏହା ଶାସ୍ତ୍ର ଲିଖିତ ଅଟେ ।

2- ଅଧିକାଂଶ ସ୍ଥାନରେ ଲୋକ ମାନେ କୁକୁଡା ଚା କରିବା ପାଇଁ ଘର ବାହାରେ କୁକୁଡା ରଖିଥାନ୍ତି । କିନ୍ତୁ କୁକୁଡା ଘରେ ରଖିକି ପାଳନ କରିବା ଉଚିତ ନୁହେଁ । କୁକୁଡା ଯଦି ହଠାତ ଘରକୁ ଚାଲି ଆସେ ତେବେ ଜାଣି ରଖନ୍ତୁ ମା ଲକ୍ଷ୍ମୀ ରୁଷ୍ଟ ଅଛନ୍ତି ।

3- ଛେଳି କୁ ପ୍ରାୟତଃ ଲୋକ ମାନେ ଘରେ ରଖିବାକୁ ପସନ୍ଦ କରନ୍ତି । କିନ୍ତୁ ଗୃହରେ ଛେଳି ରଖିବା ଉଚିତ ନୁହେଁ । ଏହା ଶାସ୍ତ୍ର ରେ ଉଲେଖ କରା ଯାଇଛି । ମାନ୍ୟତା ଅଛି କି ଛେଳି ଗୋଡ ଘରେ ପଡିଲେ ମା ଲକ୍ଷ୍ମୀ ସେହି ଘରେ ରୁହନ୍ତି ନାହିଁ ।

4- ଅନେକ ସମୟରେ ମାଙ୍କଡ ହଠାତ ଘର ବାହାରେ ଦେଖା ଯାଇଥାନ୍ତି । କିନ୍ତୁ କଳା ମାଙ୍କଡ ଯଦି ଘରକୁ ଚାଲି ଆସେ ତେବେ ସେହି ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ସେହି ଗୃହରେ ଅଭାବ ଅନାଟନ ଲାଗି ରହିଥାଏ । ଗୃହରେ ଧନର ଅଭାବ ଦେଖା ଯାଇଥାଏ । ଏଣୁ କଳା ମାଙ୍କଡ ଗୃହକୁ ଆସିବା ଅଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *