ଘରର ଏରୁଣ୍ଡି ବନ୍ଧରେ ବସିଲେ କ’ ଣ ହୋଇଥାଏ ? ଘର ପିଣ୍ଢାରେ ଏହା କରିଲେ, ଘରକୁ ବର୍ବାଦିର ଆଗମନ ହୋଇଥାଏ… Vastu tips

ପ୍ରତ୍ଯେକ ମନୁଷ୍ୟକୁ ନିଜର କର୍ମ କରିବା ସହ ନିଜ ଭାଗ୍ୟ ଉପରେ ଭରଷା ରଖି ଜୀବନରେ ଆଗକୁ ବଢିବାକୁ ପଡିଥାଏ । ଏହାପରେ ବ୍ୟକ୍ତି ନିଜର ଗୋଟି ଗୋଟି କରି ସମସ୍ତ ଇଛାକୁ ପୂରଣ କରିପାରିଥାଏ । ହେଲେ ଜଣେ ବ୍ୟକ୍ତିର ସ୍ଵପ୍ନ ପୂରଣ ପାଇଁ ଟଙ୍କାର ନିତାନ୍ତ ଆବଶ୍ୟକ ପଡିଥାଏ । ବନ୍ଧୁଗଣ ଆପଣ ଜାଣିଥିବେ । ଯେ ଆମ ଘରର ବାସ୍ତୁ ଆମ ଜୀବନର ଆର୍ଥିକ ସ୍ଥିତି ଉପରେ ଅନେକ ପ୍ରଭାବ ପକାଇଥାଏ ।

ସେଥିପାଇଁ ବ୍ୟକ୍ତି ନିଜର ଜାଣତରେ ବା ଅଜାଣତରେ ଏପରି କିଛି ଭୁଲ କରି ବସିଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତି ଘରର ବାସ୍ତୁଦୋଷ ବିଗିଡି ଯାଇଥାଏ । 1- ପ୍ରତ୍ଯେକ ବ୍ୟକ୍ତି ଇଶ୍ଵରଙ୍କ କୃପା ଲାଭ କରିବା ପାଇଁ ଠାକୁର ପୂଜା କରିଥାଏ । ତେଣୁ ଠାକୁର ପୂଜା କରିବା ସମୟରେ ବ୍ୟକ୍ତିର ମନକୁ ଶୁଦ୍ଧ କରି ଏକାଗ୍ରତା ତଥା ନିଷ୍ଠା ସହକାରେ ପୂଜା କରିବାକୁ ପଡିଥାଏ । ଯେପରି ଆପଣଙ୍କ ପୂଜା ସାର୍ଥକ ହୋଇପାରିବ । ଏଥିସହ ପୂଜାର ଉଚିତ ଫଳ ଆପଣଙ୍କୁ ପ୍ରାପ୍ତ ହୋଇପାରିବ ।

2- ଠାକୁର ପୂଜା ସମୟରେ ଦୀପକୁ ପାଟିରେ ଫୁଙ୍କିବା, ପ୍ରସାଦ କିମ୍ବା ଅନ୍ୟ କୌଣସି ପୂଜା ସାମଗ୍ରୀକୁ ଶୁଙ୍ଘିବା ଜମାରୁ ମଧ୍ୟ ଉଚିତ ହୋଇନଥାଏ । ଏହା ଦ୍ଵାରା ଘରକୁ ଆର୍ଥିକ ସଙ୍କଟ ମାଡି ଆସିଥାଏ । ତେଣୁ ଏଭଳି କର୍ମରୁ ସର୍ବଦା ନିଜକୁ ଦୂରେଇ ରଖନ୍ତୁ ।

3- ରାତିରେ ନଖ କାଟିବା, ନଖକୁ ଦାନ୍ତରେ ଛିଡାଇବା, ନଖକୁ କାଟି ତାହାକୁ ଇଆଡେସିଆଡେ ଫିଙ୍ଗିବା ଇତ୍ୟାଦି ଏଭଳି କାର୍ଯ୍ୟ ଭଲ ହୋଇନଥାଏ । ଏଭଳି କିଛି ଖରାପ ଅଭ୍ଯାସ ଦ୍ଵାରା ରହୁ ଓ କେତୁ ବ୍ୟକ୍ତି ପାଖକୁ ଚାଲି ଆସିଥାନ୍ତି । ଯାହାଙ୍କ ଖରାପ ନଜର ଯେଉଁ ବ୍ୟକ୍ତିଙ୍କ ଉପରେ ପଡିଥାଏ । ସେହି ବ୍ୟକ୍ତିର ଜୀବନରେ ଦୁଃଖ, ଦୁର୍ଦ୍ଧଶା ଚାଲି ଆସିଥାଏ ।

4- ଘରର ମୁଖ୍ୟ କବାଟ ପାଖରେ, ଦ୍ଵାର ସାମ୍ନା ତା’ ର ଆଖପାଖରେ ଅଳିଆ, ଆବର୍ଜନା ଆଦି ପକାଇ ରଖନ୍ତୁ ନାହିଁ । ଘରକୁ ଯେତେ ସମ୍ଭବ ସ୍ବଚ୍ଛ ତଥା ପରିଷ୍କାର ପରିଚ୍ଛନ କରନ୍ତୁ । ଯାହା ଦ୍ଵାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । 5- ଟଙ୍କାର ଗର୍ବରେ ଆସି କେବେବି ଅନ୍ୟର ଅପମାନ କରିବା ଉଚିତ ନୁହଁ । କାରଣ ଅପମାନ ହୋଇଥିବା ବ୍ୟକ୍ତିର ମୁହଁରୁ ଯେଉଁ କଥା ବାହାରିଯାଇଥାଏ । ତାହା ବ୍ୟକ୍ତିର ବିନାଶର କାରଣ ସାଜିଯାଇଥାଏ ।

6- ଘରର ମୁଖ୍ୟ ଦ୍ଵାରା ପରି ଏରୁଣ୍ଡି ବନ୍ଧ ବହୁତ ମୁଖ୍ୟ ହୋଇଥାଏ । ତେଣୁ କେବେବି ଘରର ଏରୁଣ୍ଡି ବନ୍ଧ ଉପରେ ବସିବା, ସେଠାରେ ବସିକି ଖାଇବା କି ତା’ ଉପରେ ଗୋଡ ରଖି ଯିବା ଆସିବା କରିବା ଅନୁଚିତ । ନଚେତ ଏହା ଦ୍ଵାରା ଘରକୁ ଗରିବୀ ଆସିଥାଏ । ତେଣୁ ଏହି ସବୁ କଥା ଉପରେ ଧ୍ୟାନ ରଖିବା ଉଚିତ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *