ଗଙ୍ଗା ନଦୀରେ ଏକ ଭାସୁଥିବା ସିନ୍ଧୁକ ଭିତରୁ ମିଳିଲା 21 ଦିନର ଶିଶୁ, ସିନ୍ଧୁକ ରେ ଲାଗିଥିଲା ଦେବୀ ଦେବତାଙ୍କ ଫଟୋ, ସତ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଝିଅ ମାନେ ଘରର ଲକ୍ଷ୍ମୀ ଅଟନ୍ତି । ଝିଅ ଜନ୍ମ ହେଲେ ସମ୍ପୂର୍ଣ୍ଣ ଘରେ ସୁଖ ର ଲହରୀ ଖେଳିଯାଏ । ବର୍ତ୍ତମାନ ର ସମୟ ରେ ପୁଅ ଓ ଝିଅ ଉଭୟ ସମାନ ଅଟନ୍ତି । କୌଣସି କ୍ଷେତ୍ରରେ ଝିଅ ପୁଅ ଠାରୁ କମ ନୁହେଁ ବରଂ କେତେକ କ୍ଷେତ୍ରରେ ଝିଅ ମାନେ ପୁଅ ମାନଙ୍କ ଠାରୁ ଆଗୁଆ ଅଛନ୍ତି ।

ପୁଅ ଓ ଝିଅ ଉଭୟ ବଡ଼ ହେଲା ପରେ ମାତାପିତା ଙ୍କ ଧ୍ୟାନ ଝିଅ ହିଁ ରଖିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ କିଛି ଅଜ୍ଞାନୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ଝିଅ ମାନଙ୍କୁ ବୋଝ ବୋଲି ଭାବନ୍ତି ଏବଂ ପୁଅ ଜନ୍ମ ର ଆଶା ରଖନ୍ତି । ଯଦି ଝିଅ ଜନ୍ମ ହୋଇଥାଏ ତେବେ ଦୁଃଖିତ ହୋଇଥାନ୍ତି । କେତେ ଥର ଏଭଳି ମଧ୍ୟ ହୋଇଛି ଯେବେ ଝିଅ ମାନଙ୍କୁ ଜନ୍ମ ଦେବା ପରେ ହିଁ ସେମାନଙ୍କୁ ମରିବା ପାଇଁ ମାତାପିତା ଛାଡ଼ି ଦେଇଥାନ୍ତି ।

ଆପଣ ମାନେ ମଧ୍ୟ ଏଭଳି ଅନେକ ଖବର ଶୁଣିଥିବେ ଯେଉଁଥିରେ ଝିଅ ମାନଙ୍କୁ ନଦୀ, ଡଷ୍ଟବିନ୍ ରେ ପକାଇ ମାତାପିତା ପଳାଇ ଥାଆନ୍ତି । କିନ୍ତୁ ବେଳେବେଳେ ଭଗବାନ ସ୍ୱୟଂ ଝିଅ ମାନଙ୍କ ରକ୍ଷା କରିବାକୁ ଧରା ପୃଷ୍ଠ କୁ ଆସିଥାନ୍ତି । ଯେପରି କୁହାଯାଏ ଯେ, ଯେଉଁ ବ୍ୟକ୍ତି ଉପରେ ଭଗବାନ ଙ୍କ ଆଶ୍ରା ଥିବ ସେହି ବ୍ୟକ୍ତି ର କେହି କିଛି ମଧ୍ୟ ବିଗାଡ଼ି ପାରନ୍ତି ନାହିଁ ।

ଆପଣ ମାନେ ଉତ୍ତରପ୍ରଦେଶର ର ଗାଜିପୁର ରେ ଘ-ଟି-ଥି-ବା ଏକ ଘ-ଟ-ଣା ସ-ମ୍ବ-ନ୍ଧ-ରେ ହୁଏତ ଜାଣିଥିବେ । ସେଠାରେ ଦଦରୀ ଘାଟ ରେ ଏକ ବକ୍ସ ଭିତରେ ଜଣେ ନାବିକ ଙ୍କୁ ୨୧ ଦିନ ର ଛୋଟ ଝିଅ ଟି ମିଳିଥିଲା । ସେହି କୁନି ଝିଅ ର ନିର୍ଦ୍ଧୟୀ ମାତାପିତା ତାକୁ ଏକ ବକ୍ସ ରେ ବନ୍ଦ କରି ଗଙ୍ଗା ନଦୀ ରେ ଭସାଇ ଦେଇଥିଲେ । ସେହି ବକ୍ସ ଟି ବହୁତ ଦୂର ପଳାଇ ଥିଲା । ଡ଼ଙ୍ଗା ରେ ଯାଉଥିବା ଏକ ନାବିକ କୁ ନଦୀ ରେ ଝିଅ ଟି ର କାନ୍ଦିବାର ଆବାଜ ଶୁଣାଗଲା । ସେ ଯେତେବେଳେ ବକ୍ସ ଟି ଖୋଲିଲା ସେଥିରେ ଝିଅ ଟି କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ।

ଆଶ୍ଚର୍ଯ୍ୟ ର ବିଷୟ ଏହାଥିଲା ଯେ, ସେହି ବକ୍ସ ରେ ଦେବୀ ଦେବତା ଙ୍କ ଫଟୋ ଲାଗିଥିଲା । ଏହା ସହିତ ବକ୍ସ ରେ କୁନି ଝିଅ ଟି ର କୁଣ୍ଡଳୀ ମଧ୍ୟ ଥିଲା । ସେହି କୁଣ୍ଡଳୀ ରେ ଛୁଆ ଟି ର ନାମ ଗଙ୍ଗା ଲେଖା ହୋଇଥିଲା । ନାବିକ ଜଣକ ସେହି ଛୁଆ ଟି କୁ ନେଇ ନିଜ ଘରକୁ ଆସିଗଲା । ତାଙ୍କ ପରିଜନ ଛୁଆ ଟି କୁ ପାଳିବାକୁ ଚାହୁଁଥିଲେ । ଯଦିଓ ସେହି ନାବିକ ଯେତେବେଳେ ଛୁଆ ଟି କୁ ନେଇଥିଲା ସେତେବେଳେ କିଛି ବ୍ୟକ୍ତି ତାକୁ ଦେଖି ଦେଇଥିଲେ ।

କୌଣସି ଜଣେ ଏହି ସ-ମ୍ବ-ନ୍ଧ-ରେ ପୋ-ଲି-ସ କୁ ସୂଚନା ଦେଇ ଦେଇଥିଲା । ଏହାପରେ ପୋ-ଲି-ସ ଆସି ପହଂଚିଥିଲା ଏବଂ ଛୁଆ ଟି କୁ ଆଶା ଜ୍ୟୋତି କେନ୍ଦ୍ର କୁ ନେଇ ଯାଇଥିଲା । ଖୁସି ର କଥା ଏହା ଯେ, ସେହି କୁନି ଝିଅ ଟି ବକ୍ସ ଭିତରେ ଏତେ ସମୟ ରହିବା ପରେ ମଧ୍ୟ ସୁରକ୍ଷିତ ଥିଲା । ଆଶା ଜ୍ୟୋତି କେନ୍ଦ୍ର ରେ ସେହି ଛୁଆ ଟି ର ବହୁତ ଭଲ ରେ ଧ୍ୟାନ ରଖା ଯାଉଛି ।

ପୋ-ଲି-ସ ସେହି ଛୁଆ ଟି ର ମାତାପିତା ଙ୍କ ଖୋଜ କରୁଛନ୍ତି ଏବଂ ଏହାର ତଦାରଖ କରୁଛନ୍ତି ତା’ର ମାତାପିତା ଛୁଆ ଟି କୁ କଣ ପାଇଁ ଏଭଳି ଗଙ୍ଗା ନଦୀ ରେ ଛାଡ଼ି ଦେଇଛନ୍ତି, ଅନ୍ୟ ପକ୍ଷରେ ସୋସିଆଲ ମିଡିଆ ରେ ଏହି ଖବର ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଲୋକମାନଙ୍କ ଅନୁସାରେ ପ୍ରଶାସନ ଏଭଳି ମାତାପିତା ଙ୍କୁ ଖୋଜି ତାଙ୍କୁ କଡ଼ା ଦଣ୍ଡ ଦେବା ଆବଶ୍ୟକ । ଯେପରି କୌଣସି ମାତାପିତା ନିଜ ଝିଅ ଙ୍କ ସହିତ ଏଭଳି କରିବାକୁ ସାହସ କରିବେ ନାହିଁ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *