ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ମଧ୍ୟପ୍ରଦେଶ ର ନକଲି ରେମେଡେସିଭର ଇଞ୍ଜେକ୍ସନ କେ-ସ ରେ ଫେ-ରା-ର ହୋଇଥିବା ଆ-ରୋ-ପୀ ହରକରଣ ମୋଖା କୁ ଗି-ର-ଫ କରାଯାଇଛି ।
ମୋଖା ଆଜି ସରେଣ୍ଡର କରିବା ନିମନ୍ତେ କୋ-ର୍ଟ ପହଞ୍ଚି ଥିଲା । କିନ୍ତୁ ସେ କୋ-ର୍ଟ ରେ ପହଁଚିବା ପୂର୍ବରୁ ପୋ-ଲି-ସ ତାକୁ ଜାବୁଡ଼ି ଧରି ଗି-ର-ଫ କରିଥିଲା । ହରକରଣ ର ଗି-ର-ଫ ରେ ପୋ-ଲି-ସ ୫ ହଜାର ଟଙ୍କା ର ପୁରସ୍କାର ଘୋଷଣା କରିଥିଲେ । ଏହା ମଧ୍ୟରେ ନର୍ସିଂ ହୋମ ଆସୋସିଏସନ ସିଟି ହସ୍ପିଟାଲ ର ସଦସ୍ୟତା ସମାପ୍ତ କରିଛନ୍ତି । ନର୍ସିଂ ହୋମ ଆସୋସିଏସନ ର ଅଧ୍ୟକ୍ଷ ଡା. ଜିତେନ୍ଦ୍ର ଜାମଦାର ଏହି ସୂଚନା ଦେଇଥିଲେ ।

ନକଲି ରେମେଡିସିଭର ଇଞ୍ଜେକ୍ସନ ର ସପ୍ଲାଏ କରି କୋରନା ରୋଗୀ ଙ୍କ ଜୀବନ ସହ ଖେଳୁଥିବା ଗ୍ୟାଙ୍ଗ ର ସଦସ୍ୟ ହରକରଣ ମୋଖା ମଧ୍ୟ ଗି-ର-ଫ ହୋଇଛି । ଏହି ରା-କେ-ଟ ର ପ-ର୍ଦା ଫା-ସ ହେବା ପରେ ହରକରଣ ମୋଖା ଫେ-ରା-ର ହୋଇଥିଲା ।

ପୋ-ଲି-ସ କୁ ଆଜି ଖବର ମିଳିଥିଲା ଯେ ମୋଖା ସହର କୁ ପୁଣିଥରେ ଫେରିଛି । ତା’ର ଆସିବାର ସୂଚନା ମିଳିବା ମାତ୍ରେ ପୋ-ଲି-ସ ସତର୍କ ରହିଥିଲା । କୋ-ର୍ଟ ଓ ସିଟି ହସ୍ପିଟାଲ ପାଖରେ ପୋ-ଲି-ସ ଟିମ ସତର୍କ ହୋଇ ରହିଥିଲେ । ହରକରଣ କୋର୍ଟ ରେ ସ-ରେ-ଣ୍ଡ-ର କରିବାର ସୂଚନା ମିଳିଥିଲା । ଏହି ସୂଚନା ମିଳିବା ପରେ ପୋ-ଲି-ସ ସମ୍ପୂର୍ଣ୍ଣ ଜିଲ୍ଲା ରେ ନା-କା-ବ-ନ୍ଦୀ କରିଥିଲା ।
ସନ୍ଧ୍ୟା ୪ ଟା ବେଳେ ହରକରଣ ପହଞ୍ଚି ଥିଲା କିନ୍ତୁ ପୋ-ଲି-ସ କୁ ଚ-କ-ମା ଦେବା ପାଇଁ ଅନ୍ୟ ଏକ ଗାଡ଼ି ରେ ବସି ଜିଲ୍ଲା କୋର୍ଟ ପହଁଚି ଥିଲା । ପୋ-ଲି-ସ ସକାଳୁ ମୋଖା ର ଅପେକ୍ଷା ରେ ଥିଲା । ଯେତେବେଳେ ସେ ଦୌଡ଼ି କୋ-ର୍ଟ ରେ ପ୍ରଵେଶ କରୁଥିଲା ସେତେବେଳେ ପୋ-ଲି-ସ ନିଜର ଜାଲ ପକାଇ ତାକୁ ଧ-ରି ନେଇଥିଲା ଓ ଗି-ର-ଫ କରିଥିଲା । ସିଟି ହସ୍ପିଟାଲ ର ଡ଼ାଇରେକ୍ଟର ଆରୋପୀ ସ-ର୍ଵ-ଜି-ତ ସିଂ ମୋଖା ଙ୍କ ପୁଅ ଅଟେ ହରକରଣ ସିଂ ମୋଖା ।
ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

