ଫିଲ୍ମ ‘Koi Mil Gaya’ ର ଜାଦୁ ରିଅଲ ଲାଇଫ ଦେଖା ଯାଆନ୍ତି କିଛି ଏମିତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଅଧିକାଂଶ ଫିଲ୍ମକୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏପରି କିଛି ଫିଲ୍ମ ଆସେ ଯାହା ବହୁତ ଫେମସ ହୋଇ ଯାଇଥାଏ ତ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଫିଲ୍ମ ଆସିଥାଏ ଯାହାକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହା ସେହି ସମୟରେ ପ୍ରସିଦ୍ଧି ହାସଲ କରିଥିଲା ଓ ଦର୍ଶକ ମାନେ ବର୍ତ୍ତମାନ ମଧ୍ୟ ଏହି ଫିଲ୍ମକୁ ଭୁଲି ନାହାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ତାର ନାମ ହେଉଛି ‘କୋଇ ମିଲ ଗେୟା’ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଏହି ଫିଲ୍ମକୁ ଦେଖିଥିବେ । ଏହି ଫିଲ୍ମର ମୁଖ୍ୟ ଅଭିନେତା ଥିଲେ ବଲିଉଡ ସୁପର ଷ୍ଟାର ହ୍ରୀତିକ ରୋସନ ଓ ଅଭିନେତ୍ରୀ ଥିଲେ ପ୍ରୀତି ଜିନ୍ଟା ।

ଏହି ଫିଲ୍ମଟି ସେହି ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ବନ୍ଧୁଗଣ ଏହି ଫିଲ୍ମରେ ଅନ୍ୟ ଏକ ମୁଖ୍ୟ ଭୂମିକା ମଧ୍ୟ ଥିଲା ତାହା ହେଉଛି ସେହି ଫିଲ୍ମରେ ଜାଦୁର ଭୂମିକା ପଦର୍ଶନ କରିଥିବା କଳାକାର । ବନ୍ଧୁଗଣ ଏହି ଭୂମିକାକୁ ମଧ୍ୟ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଭୂମିକାକୁ ପଦର୍ଶନ କରିଥିବା କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାରଙ୍କ ବିଷୟରେ ।

ବନ୍ଧୁଗଣ ଏହି ଫିଲ୍ମରେ ଜାଦୁର ଭୂମିକା ପଦର୍ଶନ କରିଥିବା କଳାକାରଙ୍କର ଅସଲି ନାମ ହେଉଛି ଇନ୍ଦ୍ରବଦନ ପୁରୋହିତ । ଏହି ଅଭିନେତା ଜଣକ ନିଜର ଅଭିନୟ ପାଇଁ ସେହି ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଏହି ଫିଲ୍ମ ବ୍ଯତୀତ ସେ କେତେକ ଟିଭି ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ହେଲେ ବନ୍ଧୁଗଣ ‘କୋଇ ମିଲ ଗେୟା’ ଫିଲ୍ମରେ ସେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ ।

ହେଲେ ବନ୍ଧୁଗଣ ଦୁଃଖ ବିଷୟ ଏହା ଯେ, ଏହି କିଛି ଦିନ ହେବ ଇନ୍ଦ୍ରବଦନଙ୍କ ଦେହାନ୍ତ ହୋଇ ଯାଇଛି । ସେଥିପାଇଁ ବଲିଉଡର ସମସ୍ତ କଳାକାର ବହୁତ ଦୁଃଖ ଅନୁଭବ କରିଛନ୍ତି । ହେଲେ ସବୁଠାରୁ ଅଧିକ ରୋସନ ପରିବାର ଦୁଃଖ ଅନୁଭବ କରିଛନ୍ତି । ବନ୍ଧୁଗଣ ଥରେ ଏକ ଇଣ୍ଟରଭ୍ୟୁରେ ଅଭିନେତା ହ୍ରୀତିକ ରୋସନ ଜାଦୁର କସ୍ଟ୍ଯୁମ ବିଷୟରେ କହିଥିଲେ, ହ୍ରୀତିକଙ୍କ ମତରେ ସେହି କସ୍ଟ୍ଯୁମଟି ଅଷ୍ଟ୍ରେଲିଆ ଦେଶରେ ତିଆରି ହୋଇଥିଲା ଓ ସେହି କସ୍ଟ୍ଯୁମକୁ ବନେଇବା ପାଇଁ ୧ ବର୍ଷ ସମୟ ଲାଗିଥିଲା । ଏହି ଡ୍ରେସଟି ୧ କୋଟି ଟଙ୍କାର ଥିଲା ।


ବନ୍ଧୁଗଣ ଏହି ଡ୍ରେସ ପିନ୍ଧି ଅଭିନେତା ଇନ୍ଦ୍ରବଦନ ବଲିଉଡରେ ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ଅଭିନେତା ହ୍ରୀତିକ ରୋସନ ବଲିଉଡ ଇଣ୍ଡଷ୍ଟ୍ରିରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ ଦେଉଛନ୍ତି । ଏହି କିଛି ଦିନ ପୂର୍ବରୁ ତାଙ୍କ ଫିଲ୍ମ ‘ୱାର’ ରିଲିଜ ହୋଇଥିଲା । ଏହି ଫିଲ୍ମଟି ବଲିଉଡରେ ସୁପର ହିଟ ହୋଇଥିଲା । ଆଗାମୀ ସମୟରେ ହ୍ରୀତିକ ଫିଲ୍ମ ‘କ୍ରିସ ୪’ରେ ନଜର ଆସିବେ । ଏହି ଫିଲ୍ମଟି ହେଉଛି ‘କୋଇ ମିଲ ଗେୟା’ ଫିଲ୍ମର ଚତୁର୍ଥ ପାର୍ଟ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନନକୁ ଏହି କଳାକାରଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *